ଭବିଷ୍ୟତର ସମ୍ପତ୍ତି କହି ଦୁଷ୍କର୍ମ ଅଭିଯୁକ୍ତ ଛାତ୍ରଙ୍କୁ ଜାମିନ ଦେଲେ କୋର୍ଟ

ଗୌହାଟୀ: ଆଇଆଇଟି ଗୌହାଟୀରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି। ସେ ଆଇଆଇଟିର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଜାମିନ ଆବେଦନ ଶୁଣାଣି କରିବା ବେଳେ କୋର୍ଟ ଉଭୟ ଅଭିଯୁକ୍ତ ଓ ପୀଡ଼ିତା ରାଜ୍ୟର ଭବିଷ୍ୟତ ସମ୍ପତ୍ତି ବୋଲି କହିଛନ୍ତି। ଅଭିଯୁକ୍ତ ବିଟେକ ଛାତ୍ରଙ୍କ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ ଅଜିତ ବୋରଥାକୁର କହିଛନ୍ତି, ପ୍ରାଥମିକ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କ ନାଁରେ ମାମଲା କରାଯାଇଛି। ଏହି ଘଟଣାର ତଦନ୍ତ ଶେଷ […]

Court

Court

Hemant Lenka
  • Published: Monday, 23 August 2021
  • Updated: 23 August 2021, 05:54 PM IST

ଗୌହାଟୀ: ଆଇଆଇଟି ଗୌହାଟୀରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି। ସେ ଆଇଆଇଟିର ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଜାମିନ ଆବେଦନ ଶୁଣାଣି କରିବା ବେଳେ କୋର୍ଟ ଉଭୟ ଅଭିଯୁକ୍ତ ଓ ପୀଡ଼ିତା ରାଜ୍ୟର ଭବିଷ୍ୟତ ସମ୍ପତ୍ତି ବୋଲି କହିଛନ୍ତି।

ଅଭିଯୁକ୍ତ ବିଟେକ ଛାତ୍ରଙ୍କ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ ଅଜିତ ବୋରଥାକୁର କହିଛନ୍ତି, ପ୍ରାଥମିକ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କ ନାଁରେ ମାମଲା କରାଯାଇଛି। ଏହି ଘଟଣାର ତଦନ୍ତ ଶେଷ ହୋଇଛି। ଉଭୟ ପୀଡ଼ିତା ଓ ଅଭିଯୁକ୍ତ ବେଶ ମେଧାବୀ। ଉଭୟ ଆଇଆଇଟି ଗୌହାଟୀରେ ପାଠ ପଢ଼ୁଛନ୍ତି।

ସେମାନେ ରାଜ୍ୟର ଭବିଷ୍ୟତ ସମ୍ପତ୍ତି। ଉଭୟ ଯୁବଗୋଷ୍ଠୀର। ସେମାନଙ୍କ ବୟସ ୧୯ରୁ ୨୧ ମଧ୍ୟରେ ହୋଇଥିବା ବେଳେ ସେମାନେ ଦୁଇଟି ଭିନ୍ନ ରାଜ୍ୟର। ଚାର୍ଜଶିଟ୍‌କୁ ଦେଖିଲା ପରେ କୋର୍ଟ ହୃଦୟଙ୍ଗମ କରୁଛନ୍ତି ଯେ ଅଭିଯୁକ୍ତ ଜଣଙ୍କ ଜାମିନରେ ଗଲେ ମଧ୍ୟ ପ୍ରମାଣକୁ ହେରଫେର କରିବା କିମ୍ବା ସାକ୍ଷୀମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ କରିପାରିବେ ବୋଲି ଆଶଙ୍କା ନାହିଁ। ଏହି କାରଣରୁ କୋର୍ଟ ୩୦ ହଜାର ଟଙ୍କାର ବଣ୍ଡ ଓ ଦୁଇ ସ୍ୟୁରିଟି ବଳରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରୁଛନ୍ତି।

ସୂଚନାଯୋଗ୍ୟ, ଅଭିଯୁକ୍ତ ଜଣଙ୍କ ମାର୍ଚ୍ଚ ୨୮ ତାରିଖ ରାତିରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣାର ଗୋଟିଏ ଦିନ ପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୩ରେ ତାଙ୍କ ବୟାନକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story