ଟିକାକରଣରେ ଆମେରିକା ପରେ ରେକର୍ଡ ତାଲିକାରେ ଭାରତ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଭଳି ଆମେରିକା ପଛକୁ ଟିକାକରଣରେ ବି ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ୩୪ ଦିନ ଭିତରେ ଭାରତ ୧ କୋଟିରୁ ଅଧିକ ଲୋକଙ୍କର ଟିକାକରଣ କରି ରେକର୍ଡ କରିଛି। ଶୁକ୍ରବାର ସନ୍ଧ୍ୟାରେ ଭାରତ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ଭବେ ଖୁବକମ ଦିନରେ ୧ କୋଟିରୁ ଅଧିକ ଲୋକଙ୍କର ଟିକାକରଣ କରିବାରେ ସକ୍ଷମ ହୋଇଛି। ବର୍ତ୍ତମାନ ଦେଶରେ ହାରାହାରି ୧୦ ହଜାର ସେସନ୍ସ କରାଯାଇ ଲୋକଙ୍କୁ ଦୈନିକ ଟିକାକରଣ କରାଯାଉଛି। ଆଗକୁ ଏହାକୁ ଦୈନିକ […]

corona1

corona1

Hemant Lenka
  • Published: Saturday, 20 February 2021
  • Updated: 20 February 2021, 04:50 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଭଳି ଆମେରିକା ପଛକୁ ଟିକାକରଣରେ ବି ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ୩୪ ଦିନ ଭିତରେ ଭାରତ ୧ କୋଟିରୁ ଅଧିକ ଲୋକଙ୍କର ଟିକାକରଣ କରି ରେକର୍ଡ କରିଛି। ଶୁକ୍ରବାର ସନ୍ଧ୍ୟାରେ ଭାରତ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ଭବେ ଖୁବକମ ଦିନରେ ୧ କୋଟିରୁ ଅଧିକ ଲୋକଙ୍କର ଟିକାକରଣ କରିବାରେ ସକ୍ଷମ ହୋଇଛି।

ବର୍ତ୍ତମାନ ଦେଶରେ ହାରାହାରି ୧୦ ହଜାର ସେସନ୍ସ କରାଯାଇ ଲୋକଙ୍କୁ ଦୈନିକ ଟିକାକରଣ କରାଯାଉଛି। ଆଗକୁ ଏହାକୁ ଦୈନିକ ୪୦ରୁ ୫୦ ହଜାର ସେସନ୍ସରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆମେରିକାରେ ୧ କୋଟିରୁ ଅଧିକ ଲୋକଙ୍କୁ ୩୧ ଦିନରେ ଟିକାକରଣ କରାଯାଇଥିଲା।

ଭାରତ ୩୪ ଦିନରେ ୧.୦୪ କୋଟି ଲୋକଙ୍କୁ ଟିକା ଦିଆଯାଇଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି, ଭାରତ ଭଳି ଏକ ବିଶାଳ ରାଷ୍ଟ୍ରରେ ଏତେ କମ ଦିନରେ ୧ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦେବା, ନିଶ୍ଚିତ ଗୋଟିଏ ବଡ଼ ସଫଳତା। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ।

ମାର୍ଚ୍ଚ ମାସରୁ ୫୦ ବର୍ଷ ବୟସରୁ ଅଧିକ ଓ ବହୁବିଧ ରୋଗରେ ଆକ୍ରାନ୍ତ ଲୋକଙ୍କର କରୋନା ଟିକାକରଣ ଆରମ୍ଭ ହେବ। ଏହି ବର୍ଗରେ ମୋଟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଲୋକଙ୍କୁ ସବୁଧାରେ ଟିକାର ଡୋଜ୍ ଦେବାକୁ ବିଭିନ୍ନ ସ୍ଥାନରେ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି। ସମଗ୍ର ଦେଶରେ ଏଯାଏ ୨,୨୦,୮୭୭ ସେସନ କରାଯାଇଛି ଓ ମୋଟ ୧.୦୪ କୋଟି ଲୋକଙ୍କର ଟିକାକରଣ କରାଯାଇଥିବା ସେ କହିଛନ୍ତି।

କରୋନା ଟିକାର ପ୍ରଥମ ଡୋଜ ୬୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିବା ବେଳେ ପ୍ରାୟ ୩୪ ଲକ୍ଷ ସମ୍ମୁଖ ଯୋଦ୍ଧାଙ୍କର ଟିକାକରଣ କରାଯାଇଛି। ସେହିପରି ୭.୬ ଲକ୍ଷ ସ୍ୱାସ୍ଥ୍ୟକର୍ମୀ କରୋନାର ଟିକାର ଦ୍ୱିତୀୟ ଡୋଜ୍ ମଧ୍ୟ ନେଇଛନ୍ତି। ଗୁରୁବାର ଦେଶରେ ୬,୫୮,୬୪୭ ଡୋଜ୍‌ ଲୋକଙ୍କୁ ଦିଆଯାଇଛି।

ଏହା ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସବୁଠାରୁ ଅଧିକ। ଦେଶର ୮ଟି ରାଜ୍ୟରେ ଟିକାକରଣ ପ୍ରତିଶତ ୫୭% ଥିବା ବେଳେ ଉତ୍ତର ପ୍ରଦେଶରେ ସର୍ବାଧିକ ୧୧.୩ ଲକ୍ଷ ଡୋଜ୍‌ ଲୋକଙ୍କୁ ଦିଆଯାଇଛି। ଏହା ପଛକୁ ମହାରାଷ୍ଟ୍ରରେ ୮.୫ ଲକ୍ଷ ଓ ଗୁଜରାଟରେ ୮.୪ ଲକ୍ଷ ଟିକାର ଡୋଜ୍‌ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story