‘ଭାରତକୁ ପ୍ରସ୍ତୁତ ରହିବାକୁ ହେବ’

ଗୌହାଟି :ପଡ଼ୋଶୀ ରାଷ୍ଟ୍ରରେ ଯେଭଳି ଅସ୍ଥିରତା ଦେଖାଦେଇଛି ତାର ପରିଣାମରୁ ରକ୍ଷା ପାଇବା ପାଇଁ ଭାରତକୁ ପ୍ରସ୍ତୁତ ରହିବାକୁ ହେବ । ଏମିତି ପରିଣାମ ସହ ଲଢ଼ିବା ଭାରତକୁ ନିଷ୍ପତି ନେବାକୁ ହେବ । ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଶନିବାର ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ସେଠାରେ ଯେଉଁଭଳି ଭୟାବହ ପରିସ୍ଥିତି ରହିଛି ତାହାର ପ୍ରଭାବ ଜମ୍ମୁ କାଶ୍ମୀର […]

bipin-rawat

bipin-rawat

Tapas Behera
  • Published: Sunday, 24 October 2021
  • Updated: 24 October 2021, 08:14 PM IST

Sports

Latest News

ଗୌହାଟି :ପଡ଼ୋଶୀ ରାଷ୍ଟ୍ରରେ ଯେଭଳି ଅସ୍ଥିରତା ଦେଖାଦେଇଛି ତାର ପରିଣାମରୁ ରକ୍ଷା ପାଇବା ପାଇଁ ଭାରତକୁ ପ୍ରସ୍ତୁତ ରହିବାକୁ ହେବ । ଏମିତି ପରିଣାମ ସହ ଲଢ଼ିବା ଭାରତକୁ ନିଷ୍ପତି ନେବାକୁ ହେବ । ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଶନିବାର ଏହା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ସେଠାରେ ଯେଉଁଭଳି ଭୟାବହ ପରିସ୍ଥିତି ରହିଛି ତାହାର ପ୍ରଭାବ ଜମ୍ମୁ କାଶ୍ମୀର ତଥା ଉତ୍ତର-ପୂର୍ବ ଅଞ୍ଚଳରେ ମଧ୍ୟ ପଡ଼ିବାର ସମ୍ଭାବନା ରହିଛି । ଏହି ଅଞ୍ଚଳ ପ୍ରତି ବିପଦ ମୁଣ୍ଡ ଉପରେ ଝୁଲୁଛି । କିନ୍ତୁ ଏହି ଘଟଣାକୁ ଗୁରୁତ୍ୱର ସହ ନେଲେ ଏବଂ ଆଭ୍ୟନ୍ତରୀଣ ନିରୀକ୍ଷଣ ଦ୍ୱାରା ବିପଦକୁ ଏଡ଼ାଇ ଦିଆଯାଇପାରିବ ।

ସିଡିଏସ୍‌ ଜେନେରାଲ ବପିନ୍‌ ରାୱତ କହିଛନ୍ତି, ଭାରତ ଚାରିପଟେ ଥିବା ଉପମହାଦେଶ ଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି । ସେଠାକାର ଏଭଳି ପରିସ୍ଥିତି ଯୋଗୁଁ ଭାରତର ଜାତୀୟ ସୁରକ୍ଷା ଉପରେ ପ୍ରବଳ ଚାପ ରହିଛି । ତେଣୁ ଆମେ ପାଖ ଏବଂ ଦୂର ପଡ଼ୋଶୀଙ୍କ ପରିସ୍ଥିତି ସମ୍ବନ୍ଧରେ ଭଲ ଭାବେ ଅବଗତ ହେବାକୁ ପଡ଼ିବ । ଏମିତିକି ସେହି ପରିସ୍ଥିତି ସହ ମୁକାବିଲା କରିବା ପାଇଁ ଭାରତକୁ ପ୍ରସ୍ତୁତ ରହିବାକୁ ହେବ । ଆଉ ଏହାକୁ ପ୍ରାଥମିକତା ଦୃଷ୍ଟିରୁ ଗୁରୁତ୍ୱ ଦେବାକୁ ହେବ ।

ବିପିନ୍‌ ରାୱତ କହିଛନ୍ତି, 'ଏଥିପାଇଁ ଆମକୁ ପ୍ରସ୍ତୁତ ହେବା ଆବଶ୍ୟକ । ଆମର ସୀମାକୁ ସିଲ୍ କରିବା ଏବଂ ତିକ୍ଷ୍ନ ନଜର ରଖିବା ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ଆମକୁ ନଜର ରଖିବାକୁ ହେବ । ଖାଲି ସେତିକି ନୁହେଁ ଯାଞ୍ଚ ମଧ୍ୟ କରାଯିବା ଆବଶ୍ୟକ ।

ସିଡିଏସ୍ ରାୱତ ଏହା ମଧ୍ୟ କହିଛନ୍ତି ଯେ, ଜମ୍ମୁ କାଶ୍ମୀରରେ କଡା ଯାଞ୍ଚ ହେତୁ ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକଙ୍କୁ ସେଠାରେ ଅନେକ ଅପଦସ୍ତ ହେବାକୁ ପଡ଼ୁଛି । କିନ୍ତୁ ସେମାନଙ୍କୁ ଏସବୁ ବୁଝିବାକୁ ହେବ ଯେ, ଏସବୁ କେବଳ ସେମାନଙ୍କ ସୁରକ୍ଷା ପାଇଁ କରାଯାଉଛି । ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବିଷୟରେ ସଚେତନ ହେବାକୁ ପଡ଼ିବ ବୋଲି ସିଡିଏସ୍‌ ରାୱତ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story