ବ୍ରାଜିଲକୁ ପଛରେ ପକାଇଲା ଭାରତ: ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରୀ ଦେଶରେ ସାଂଘାତିକ ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ କରୋନା ଦ୍ୱାରା ପ୍ରଭାବିତ ହେଉଥିବା ରାଷ୍ଟ୍ରଗୁଡ଼ିକ ତାଲିକାରେ ଭାରତ ଦ୍ୱିତୀୟରେ ପହଞ୍ଚି ଯାଇଛି। ପୂର୍ବରୁ କରୋନା ଦ୍ୱାରା ସବୁଠାରୁ ପ୍ରଭାବିତ ତାଲିକାରେ ଆମେରିକା ପ୍ରଥମ ଓ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଥିଲା। ହେଲେ ଆଜି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରାଜିଲକୁ ପଛରେ ପକାଇ ଭାରତ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ତେବେ କରୋନା ପ୍ରଭାବିତ […]

Corona

Corona

Hemant Lenka
  • Published: Monday, 12 April 2021
  • Updated: 12 April 2021, 04:31 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରୀ ଦେଶରେ ସାଂଘାତିକ ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ କରୋନା ଦ୍ୱାରା ପ୍ରଭାବିତ ହେଉଥିବା ରାଷ୍ଟ୍ରଗୁଡ଼ିକ ତାଲିକାରେ ଭାରତ ଦ୍ୱିତୀୟରେ ପହଞ୍ଚି ଯାଇଛି। ପୂର୍ବରୁ କରୋନା ଦ୍ୱାରା ସବୁଠାରୁ ପ୍ରଭାବିତ ତାଲିକାରେ ଆମେରିକା ପ୍ରଥମ ଓ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଥିଲା। ହେଲେ ଆଜି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରାଜିଲକୁ ପଛରେ ପକାଇ ଭାରତ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ତେବେ କରୋନା ପ୍ରଭାବିତ ତାଲିକାର ୧ନଂ ସ୍ଥାନରେ ଆମେରିକା ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧,୬୮,୯୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ଭାରତରେ କରୋନାର ସର୍ବକାଳୀନ ରେକର୍ଡ। କାରଣ ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ।

ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧,୩୫,୨୭,୭୧୭ରେ ପହଞ୍ଚି ଯାଇଛି। ହେଲେ ବ୍ରାଜିଲର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୪,୮୨,୦୨୩ ରହିଛି। ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୧୧,୯୭,୫୧୧। ପ୍ରଭାବିତ ତାଲିକାର ଟପ୍‌୫ରେ ଥିବା ଆଉ ରାଷ୍ଟ୍ର ହେଲେ ଫ୍ରାନ୍ସ(୫,୧୧,୯୫,୮୫) ଓ ରୁଷ(୪,୫,୮୯,୨୦୯)।

ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆରୋଗ୍ୟ ହାର ହ୍ରାସ ପାଇବାରେ ଲାଗିଛି। ଏବେ ଦେଶର ଆରୋଗ୍ୟ ହାର ୯୦% ତଳେ ରହିଛି। ଆକ୍ଟିଭ କେସ୍‌ ୧୨ ଲକ୍ଷ ପାର କରିଛି। ୨୪ ଘଣ୍ଟାରେ ୯୦୪ ଜଣ କରୋନାରେ ଆଖି ବୁଜିବା ପରେ ମୋଟ ମୃତ୍ୟୁସଂଖ୍ୟା ୧,୭୦,୧୭୯ରେ ପହଞ୍ଚି ଯାଇଛି। ଦେଶରେ ୧୨,୦୧,୦୦୯ ଜଣ କରୋନାରେ ଏବେ ବି ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆରୋଗ୍ୟ ହାର ୮୯.୮୬% ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଗଷ୍ଟ ୭ରେ ୨୦ ଲକ୍ଷ, ଅଗଷ୍ଟ ୨୩ରେ ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ, ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ, ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ, ଅକ୍ଟୋବର ୧୧ରେ ୭୦ ଲକ୍ଷ, ଅକ୍ଟୋବର ୨୯ରେ ୮୦ ଲକ୍ଷ, ନଭେମ୍ୱର ୨୦ରେ ୯୦ ଲକ୍ଷ ଓ ଡିସେମ୍ବର ୧୯ରେ ୧ କୋଟି ପାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story