ଭାରତର କରୋନା ଟିକା ନୀତିକୁ ଆଇଏମଏଫର ପ୍ରଶଂସା

ମିଳିତ ଜାତିସଂଘ: ମହାମାରୀ କରୋନାକୁ ମାତ୍‌ ଦେବାରେ ଭାରତ ଆପଣାଇଥିବା ଆଭିମୁଖ୍ୟକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପ୍ରଶଂସା କରିଛି। ବିଶେଷ କରି କରୋନା ଟିକାକୁ ନେଇ ଭାରତ ଯେଉଁ ନୀତି ଅବଲମ୍ବନ କରିଛି, ତାହା ଗୋଟିଏ ଅଲଗା ଉଦାହାରଣ ସୃଷ୍ଟି କରିଛି ବୋଲି ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି। କରୋନା ମହାମାରୀ ବେଳେ ଭାରତ ଟିକାର ଉତ୍ପାଦନ ଓ ଏହାକୁ ବିଭିନ୍ନ ରାଷ୍ଟ୍ରକୁ ପଠାଇଥିବାରୁ ଗୀତା ଗୋପୀନାଥ ଏପରି କହିଛନ୍ତି। ସେ ବିଶ୍ୱ […]

Gita-Gopinath

Gita-Gopinath

Hemant Lenka
  • Published: Tuesday, 09 March 2021
  • Updated: 09 March 2021, 08:26 AM IST

Sports

Latest News

ମିଳିତ ଜାତିସଂଘ: ମହାମାରୀ କରୋନାକୁ ମାତ୍‌ ଦେବାରେ ଭାରତ ଆପଣାଇଥିବା ଆଭିମୁଖ୍ୟକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପ୍ରଶଂସା କରିଛି। ବିଶେଷ କରି କରୋନା ଟିକାକୁ ନେଇ ଭାରତ ଯେଉଁ ନୀତି ଅବଲମ୍ବନ କରିଛି, ତାହା ଗୋଟିଏ ଅଲଗା ଉଦାହାରଣ ସୃଷ୍ଟି କରିଛି ବୋଲି ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି। କରୋନା ମହାମାରୀ ବେଳେ ଭାରତ ଟିକାର ଉତ୍ପାଦନ ଓ ଏହାକୁ ବିଭିନ୍ନ ରାଷ୍ଟ୍ରକୁ ପଠାଇଥିବାରୁ ଗୀତା ଗୋପୀନାଥ ଏପରି କହିଛନ୍ତି।

ସେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମ ଯୋଗଦେଇ କହିଛନ୍ତି, ଯଦି ଆପଣମାନେ ପଚାରନ୍ତି ଦୁନିଆରେ ଟିକା ଉତ୍ପାଦନ ହବ୍ କେଉଁଠାରେ ଅଛି, ତେବେ ଏହାର ଉତ୍ତର ଭାରତ ହିଁ ହେବ। ଭାରତ କରୋନା ଟିକା ପ୍ରଦାନରେ ଯେଉଁ ନୀତି ଅବଲମ୍ବନ କରିଛି, ତାହା ସମଗ୍ର ବିଶ୍ୱରେ ନୂଆ ଉଦାହରଣ ସୃଷ୍ଟି କରିଛି।

ଗୀତା ଗୋପୀନାଥ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ନିୟମିତ ଭାବେ ପ୍ରତିବର୍ଷ ସେରମ ବିଶ୍ୱରରେ ସବୁଠାରୁ ଅଧିକ ଟିକା ଉତ୍ପାଦନ କରୁଛି। ଏବେ ସେରମ କୋଭାକ୍ସକୁ ଦିଆଯିବାକୁ ଥିବା ଟିକାର ଉତ୍ପାଦନ କରୁଛି। ସେରମ ଉତ୍ପାଦିତ କରିଥିବା ଟିକା କୋଭାକ୍ସ ଜରିଆରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଦାନ କରାଯିବ।

ମହାମାରୀ କରୋନା ବିରୋଧରେ ଲଢ଼େଇ କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ବିଶ୍ୱରେ ଦେଖାଯାଇଥିବା ସବୁଠାରୁ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ବେଳେ ଭାରତ ସମସ୍ତଙ୍କୁ ସହଯୋଗ କରିଛି। ଟିକା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ମେଡିକାଲ ଭିତ୍ତିଭୂମି ଯୋଗାଇ ଦେଇଛି ବୋଲି ସେ କହିଛନ୍ତି।

ଭାରତ ଅନୁଦାନ ଭିତ୍ତିରେ ତା’ର ପଡ଼ୋଶୀ ନେପାଳ, ବାଂଲାଦେଶ, ମିଆଁମାରକୁ କରୋନା ଟିକା ଦେଇଛି। ସେହିପରି କେତେକ ଦେଶକୁ ବାଣିଜ୍ୟିକ ଯୋଗାଣ ମଧ୍ୟ କରାଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଇଏମଏଫ ଭାରତର ଅଭିବୃଦ୍ଧି ୨୦୨୧ରେ ୧୧.୫% ରହିବ ବୋଲି ଆକଳନ କରିଥିଲା। କରୋନା ସଙ୍କଟ ପରେ ଭାରତ ସମଗ୍ର ବିଶ୍ୱରେ ପ୍ରଥମ ରାଷ୍ଟ୍ର ଭାବେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାରରେ ଆଗକୁ ବଢ଼ିବ ବୋଲି ଆଇଏମଏଫ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story