ଆହୁରି କମିଲା ଦୈନିକ ସଂକ୍ରମଣ, ମୃତ୍ୟୁସଂଖ୍ୟା ପୁଣି ୪ ହଜାର ଡେଇଁଲା

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗୁନି। ଲଗାତର ୪ ଦିନ ପରେ ଗତକାଲି ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ଖସିଥିବା ବେଳେ ଆଜି ପୁଣି ଏହା ୪ ହଜାର ପାର କରିଛି। ୨୪ ଘଣ୍ଟାରେ ୪୨୦୯ ଜଣଙ୍କ ଜୀବନ ନେଇଛି କିଲର କରୋନା। ଗତକାଲି ଏହା ୩୮୭୪ ଥିଲା। ବୁଧବାର ଦେଶରେ ରେକର୍ଡ ୪୫୨୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ […]

IndiaCorona

IndiaCorona

Hemant Lenka
  • Published: Friday, 21 May 2021
  • Updated: 21 May 2021, 10:07 AM IST

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗୁନି। ଲଗାତର ୪ ଦିନ ପରେ ଗତକାଲି ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ଖସିଥିବା ବେଳେ ଆଜି ପୁଣି ଏହା ୪ ହଜାର ପାର କରିଛି।

୨୪ ଘଣ୍ଟାରେ ୪୨୦୯ ଜଣଙ୍କ ଜୀବନ ନେଇଛି କିଲର କରୋନା। ଗତକାଲି ଏହା ୩୮୭୪ ଥିଲା। ବୁଧବାର ଦେଶରେ ରେକର୍ଡ ୪୫୨୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ମୃତ୍ୟୁସଂଖ୍ୟା ବଢ଼ିଥିଲେ ହେଁ ଆଜି ସଂକ୍ରମିତଙ୍କ ସଂଖ୍ୟା ୨.୬୦ ଲକ୍ଷ ତଳକୁ ଖସି ଆସିଛି।

ଗତ ୨୪ ଘଣ୍ଟାରେ ୨,୫୯,୫୯୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୨୦,୬୧, ୬୮୩ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ୨୦,୫୫,୦୧୦ଟି ନମୁନା ପରୀକ୍ଷା କରାଯାଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୨,୫୯,୫୯୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୬୦,୩୧, ୯୯୧ରେ ପହଞ୍ଚି ଯାଇଛି। ଗତକାଲି ୨,୭୬,୧୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ।

ପୂର୍ବଭଳି ଆଜି ମଧ୍ୟ ଆକ୍ରାନ୍ତଙ୍କ ଅପେକ୍ଷା ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ୨୪ ଘଣ୍ଟାରେ ୩,୫୭, ୨୯୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୨୭,୧୨,୭୩୫ ହୋଇଯାଇଛି।

ଗୋଟିଏ ଦିନରେ ୪୨୦୯ ଜଣ କରୋନାରେ ସଂକ୍ରମିତ ହୋଇ ଆଖି ବୁଜିଛନ୍ତି। ଗତକାଲି ଏହା ୩,୮୭୪ ରହିଥିଲା। ଏହାର ଅର୍ଥ ଦୈନିକ ମୃତ୍ୟୁସଂଖ୍ୟା ପୁଣି ବୃଦ୍ଧି ପାଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୯୧,୩୩୧କୁ ବୃଦ୍ଧି ପାଇଛି। ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩୦,୨୭,୯୨୫ ରହିଛି। ଏଯାଏ ୧୯,୧୮,୭୯,୫୦୩ ଜଣ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ନେଇ ସାରିଲେଣି।

୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୫,୫୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ କେରଳରେ ୩୦,୪୯୧, ମହାରାଷ୍ଟ୍ରରେ ୨୯,୯୧୧, କର୍ଣ୍ଣାଟକାରେ ୨୮,୮୬୯ ଓ ଆନ୍ଧ୍ର ପ୍ରଦେଶରେ ୨୨,୬୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୫ ରାଜ୍ୟରେ ଦେଶର ମୋଟ ସଂକ୍ରମଣର ୫୬.୮୧% ଲୋକ ରହିଛନ୍ତି। କେବଳ ତାମିଲନାଡୁରେ ଏହି ସଂଖ୍ୟା ୧୩.୭୧% ରହିଛି।

ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୯୮୪ ଜଣ ପ୍ରାଣ ହରାଇଥିବା ବେଳେ କର୍ଣ୍ଣାଟକାରେ ୫୪୮, ତାମିଲନାଡୁରେ ୩୯୭, ଉତ୍ତର ପ୍ରଦେଶରେ ୨୩୬୦, ଉତ୍ତରାଖଣ୍ଡରେ ୧୫୯, ରାଜସ୍ଥାନରେ ୧୨୭, ପଞ୍ଜାବରେ ୧୯୧, ମଧ୍ୟପ୍ରଦେଶରେ ୮୮, କେରଳରେ ୧୨୮, ହିମାଚଳ ପ୍ରଦେଶରେ ୬୬, ଦିଲ୍ଲୀରେ ୨୩୩, ହରିଆଣାରେ ୧୨୯, ଛତିଶଗଡ଼ରେ ୧୧୩, ବିହାରରେ ୯୯, ପଶ୍ଚିମବଙ୍ଗରେ ୧୬୨ ଓ ଆନ୍ଧ୍ର ପ୍ରଦେଶରେ ୧୧୪ ଜଣଙ୍କ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story