ଆଫଗାନୀଙ୍କ ସହ ଭାରତ ଛିଡ଼ା ହୋଇଛି, ବିମାନ ଚଳାଚଳ କରିବାକୁ କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ତାଲିବାନ କବଜାରେ ଥିବା ଆଫଗାନିସ୍ତାନର ନାଗରିକମାନଙ୍କ ସହ ଭାରତ ସବୁବେଳେ ରହିଥିଲା ଓ ଏବେ ବି ରହିଛି। ଆଫଗାନ ଛାଡ଼ିବାକୁ ଓ ସେଠାକୁ ଯିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ତୁରନ୍ତ ନିୟମିତ ବ୍ୟବସାୟିକ ବିମାନ ଚଳାଚଳ ଆରମ୍ଭ ହେବା ଦରକାର। ଏହାଦ୍ୱାରା ସେଠାରେ ସୃଷ୍ଟି ହୋଇଥିବା ସଙ୍କଟ ଦୂର ହୋପାରିବ ବୋଲି ଆଜି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି। ତାଲିବାନର ଦଖଲ ପରେ ଆଫଗାନରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ଉପରେ ଆଜି […]

EMA

EMA

Hemant Lenka
  • Published: Monday, 13 September 2021
  • Updated: 13 September 2021, 09:19 PM IST

Sports

Latest News

ନୂଆଦିଲ୍ଲୀ: ତାଲିବାନ କବଜାରେ ଥିବା ଆଫଗାନିସ୍ତାନର ନାଗରିକମାନଙ୍କ ସହ ଭାରତ ସବୁବେଳେ ରହିଥିଲା ଓ ଏବେ ବି ରହିଛି। ଆଫଗାନ ଛାଡ଼ିବାକୁ ଓ ସେଠାକୁ ଯିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ତୁରନ୍ତ ନିୟମିତ ବ୍ୟବସାୟିକ ବିମାନ ଚଳାଚଳ ଆରମ୍ଭ ହେବା ଦରକାର। ଏହାଦ୍ୱାରା ସେଠାରେ ସୃଷ୍ଟି ହୋଇଥିବା ସଙ୍କଟ ଦୂର ହୋପାରିବ ବୋଲି ଆଜି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି।

ତାଲିବାନର ଦଖଲ ପରେ ଆଫଗାନରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ଉପରେ ଆଜି ମିଳିତ ଜାତିସଂଘର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ଉଦବୋଧନ ଦେଇ ଜୟଶଙ୍କର ଏପରି ବୟାନ ଦେଇଛନ୍ତି। ଏଥିସହ ଭାରତ ବେଶ ସତର୍କତାର ସହ ପୂରା ଆଫଗାନ ସ୍ଥିତି ଉପରେ ନଜର ରଖିଥିବା ସେ କହିଛନ୍ତି।

ସେ କହିଛନ୍ତି, “ଆଫଗାନର ପଡ଼ୋଶୀ ହିସାବରେ ଭାରତ ସେଠାରେ ଘଟୁଥିବା ସମସ୍ତ ଘଟଣା ଉପରେ ବେଶ ସତର୍କତାର ସହ ନଜର ରଖିଛି। ନିକଟରେ ୟୁଏନଡିପି ଆକଳନ କରିଥିଲା ଯେ ଆଫଗାନର ଗରିବୀସ୍ତର ୭୨%ରୁ ୯୭%କୁ ବୃଦ୍ଧି ପାଇବ। ଏପରି ସ୍ଥିତି ଆଞ୍ଚଳିକ ସ୍ଥିରତାକୁ ମଧ୍ୟ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି। ବର୍ତ୍ତମାନ ଆଫଗାନିସ୍ତାନ ଗୋଟିଏ ସଙ୍କଟମୟ ଓ ଚ୍ୟାଲେଞ୍ଜିଂ ସ୍ତର ଦେଇ ଗତି କରୁଛି। ସେଠାକାର ଲୋକମାନେ ବର୍ଦ୍ଧିତ ଗରିବୀର ବିପଦକୁ ସାମ୍ନା କରିବାକୁ ଯାଉଛନ୍ତି।”

ନିଜର ସମ୍ବୋଧନ ବେଳେ ବୈଧ ଦସ୍ତାବିଜ୍ ସହ ବିଦେଶ ଯିବାକୁ ଚାହୁଁଥିବା ଆଫଗାନ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ଉପରେ ମଧ୍ୟ ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, “ଯେଉଁମାନେ ଆଫଗାନରୁ ଓ ଆଫଗାନକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ବିନା ବାଧାରେ ଏହି ସୁବିଧା ମିଳିବା ଦରକାର। ଏହି ପ୍ରକ୍ରିୟାରେ ଆଦୌ ବିଳମ୍ବ କରାଯିବା ଉଚିତ ନୁହେଁ। କାବୁଲ ଏୟାରପୋର୍ଟରୁ ନିୟମିତ ବିମାନ ଚଳାଚଳ ହେବା ଦରକାର।

ଏହାଦ୍ୱାରା ରିଲିଫ ସାମଗ୍ରୀ ମଧ୍ୟ ଠିକ ଭାବେ ପହଞ୍ଚି ପାରିବ। ଭାରତ ଓ ଆଫଗାନ ମଧ୍ୟରେ ବହୁତ ନିବିଡ଼ ସମ୍ପର୍କ ରହିଛି। ଏହି ସମ୍ପର୍କର ଉଦାହରଣ ଭାବେ ୩୪ଟି ପ୍ରଦେଶରେ ଭାରତ କରିଥିବା ବିକାଶ ମୂଳକ କାର୍ଯ୍ୟକ୍ରମକୁ ନିଆଯାଇ ପାରେ। ବର୍ତ୍ତମାନ ଏକ ଜରୁରୀ କାଳୀନ ସମୟରେ ଭାରତ ସର୍ବଦା ଆଫଗାନୀଙ୍କ ସହ ଛିଡ଼ା ହୋଇଛି।

ପୂର୍ବରୁ ଭାରତ ଯେଉଁଭଳି ଆଫଗାନୀଙ୍କୁ ସହଯୋଗ କରୁଥିଲା ଏବେ ମଧ୍ୟ ସମାନ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛି। ଆଫଗାନରେ ସବୁଠାରୁ ଭଲ ପରିବେଶ ସୃଷ୍ଟି କରିବା ପାଇଁ ଅନ୍ତର୍ଜାତୀୟ ସମୂହ ଆଗକୁ ଆସିବା ଦରକାର। ଆଫଗାନକୁ ଯାଉଥିବା ରିଲିଫ ସାମଗ୍ରୀ ସବୁ ବର୍ଗର ଲୋକମାନଙ୍କ ପାଖରେ ଯେମିତି ପହଞ୍ଚି ପାରିବ, ତା’ର ବ୍ୟବସ୍ଥା ସବୁ ରାଷ୍ଟ୍ର ମିଳିତ ଭାବେ କରିବା ଉଚିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story