ଡ୍ରଗସ୍‌ ବେପାରୀଙ୍କ ଗ୍ୟାଙ୍ଗ ୱାରରେ ବଳି ପଡ଼ିଲେ ଭାରତୀୟ ତରୁଣୀ

ନୂଆଦିଲ୍ଲୀ: ମେକ୍ସିକୋରେ ଜଣେ ଭାରତୀୟ ତରୁଣୀଙ୍କୁ ଗୁଳି କରି ହତ୍ୟା। ଦୁଇ ଡ୍ରଗସ୍‌ ପେଡେଲର ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ ଘଟିବା ବେଳେ ବଳିପଡ଼ିଛନ୍ତି ଭାରତୀୟ ଯୁବତୀ। ସମ୍ପୃକ୍ତ ଯୁବତୀ ହେଉଛନ୍ତି  ଭାରତୀୟ ବଂଶୋଦ୍ଭୋବ ଏବଂ ସେ କାଲିଫର୍ଣ୍ଣିଆରେ ରୁହନ୍ତି। ଯୁବତୀ ଜଣକ ଜନ୍ମଦିନ ପାଳନ ପାଇଁ ମେକ୍ସୋକୋ ଯାଇଥିବା ବେଳେ ସେଠାରେ ଏକ ରେଷ୍ଟୁରାଣ୍ଟରେ ଡ୍ରଗସ୍‌ ବେପାରୀଙ୍କ ମଧ୍ୟରେ ଗ୍ୟାଙ୍ଗୱାରରେ ବଳି ପଡ଼ିଥିଲେ। ବୃତ୍ତିରେ ଯୁବତୀର ଜଣକ ଜଣେ ଟ୍ରାଭେଲ ବ୍ଲଗର ହୋଇଥିବା ବେଳେ ତାଙ୍କ ନାଁ […]

590

590

Tapas Behera
  • Published: Saturday, 23 October 2021
  • Updated: 24 October 2021, 07:18 AM IST

Sports

Latest News

ନୂଆଦିଲ୍ଲୀ: ମେକ୍ସିକୋରେ ଜଣେ ଭାରତୀୟ ତରୁଣୀଙ୍କୁ ଗୁଳି କରି ହତ୍ୟା। ଦୁଇ ଡ୍ରଗସ୍‌ ପେଡେଲର ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ ଘଟିବା ବେଳେ ବଳିପଡ଼ିଛନ୍ତି ଭାରତୀୟ ଯୁବତୀ। ସମ୍ପୃକ୍ତ ଯୁବତୀ ହେଉଛନ୍ତି  ଭାରତୀୟ ବଂଶୋଦ୍ଭୋବ ଏବଂ ସେ କାଲିଫର୍ଣ୍ଣିଆରେ ରୁହନ୍ତି। ଯୁବତୀ ଜଣକ ଜନ୍ମଦିନ ପାଳନ ପାଇଁ ମେକ୍ସୋକୋ ଯାଇଥିବା ବେଳେ ସେଠାରେ ଏକ ରେଷ୍ଟୁରାଣ୍ଟରେ ଡ୍ରଗସ୍‌ ବେପାରୀଙ୍କ ମଧ୍ୟରେ ଗ୍ୟାଙ୍ଗୱାରରେ ବଳି ପଡ଼ିଥିଲେ। ବୃତ୍ତିରେ ଯୁବତୀର ଜଣକ ଜଣେ ଟ୍ରାଭେଲ ବ୍ଲଗର ହୋଇଥିବା ବେଳେ ତାଙ୍କ ନାଁ ହେଉଛି ଅଞ୍ଜଳି ରୟୋଟ।

୨୫ ବର୍ଷୀୟ ଅଞ୍ଜଳି ଆମେରିକାର କାଲିଫର୍ଣ୍ଣିଆର ସନ୍ ଜୋସରେ ରହୁଥିଲେ। କାଲିଫର୍ଣ୍ଣିଆନୱାଇଷ୍ଟାଇମ୍ସ ଡଟ୍ କମ୍‌ରେ ଏହି  ରିପୋର୍ଟ ପ୍ରକାଶ ପାଇଛି। ଅଞ୍ଜଳି ହେଉଛନ୍ତି ଜଣେ  ଟ୍ରାଭେଲ ବ୍ଲଗର୍।  ଜନ୍ମଦିନ ପୂର୍ବରୁ  ଅକ୍ଟୋବର ୨୨ରେ ସୋମବାର ତୁଲୁମରେ ପହଞ୍ଚିଥିଲେ ଅଞ୍ଜଳି। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସମ୍ପୂର୍ଣ୍ଣ ପରିଚୟ ରହିଛି। ଅଞ୍ଜଳି ହିମାଚଳପ୍ରଦେଶର ହୋଇଥିବା ବେଳେ ସେ ସନ ଜୋସରେ ରହୁଥିଲେ। ଅଞ୍ଜଲି ଜୁଲାଇରୁ ଲିଙ୍କଡିନ୍‌ରେ ଜଣେ ସିନିୟର ସାଇଟ୍ ରିଲାଏବିଲିଟି  ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଆସୁଥିଲେ |

ସେ ପୂର୍ବରୁ ୟାହୁ ଦ୍ୱାରା ନିଯୁକ୍ତି ପାଇଥିଲେ। କିନ୍ତୁ ସେ ଟ୍ରାଭେଲ ବ୍ଲଗଲର ଭାବେ ମଧ୍ୟ କାର୍ଯ୍ୟକରନ୍ତି।  ବୁଧବାର ରାତି ପ୍ରାୟ ୩ଟା ୩୦ରେ ଅଞ୍ଜଳି  La Malquerida restaurant ଭୋଜନ କରୁଥିବା ବେଳେ ଅନ୍ୟ ୪ ଜଣ ମଧ୍ୟ ଉପସ୍ଥିତ  ଥିଲେ।  ତେବେ ସମ୍ପୃକ୍ତ ୪ ଜଣ ଡ୍ରଗ୍‌ସ ପେଡେଲର ଥିଲେ। ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ସଂଘର୍ଷ ହୋଇଥିଲା। ତେବେ ଏହି ସମୟରେ ଜଣକ ବନ୍ଧୁକ ଗୁଳି ଅଞ୍ଜଳିଙ୍କ ଦେହରେ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story