୪୦ ଦିନ ପରେ ୨ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ସ୍ଥିତି ସୁଧୁରିବାରେ ଲାଗିଛି। ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ କରୋନା ପ୍ରକୋପ କମୁଥିବା ଆଶା ସଞ୍ଚାର ହୋଇଛି। ଦୀର୍ଘ ୪୦ ଦିନ ପରେ ଦେଶର ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ୧,୯୬,୪୨୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏପ୍ରିଲ ୧୫ରେ ଦେଶରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପର ଠାରୁ ସଂକ୍ରମଣ ବଢ଼ିବାରେ ଲାଗିଥିଲା। ଏପରି କି […]

Corona

Corona

Hemant Lenka
  • Published: Tuesday, 25 May 2021
  • Updated: 25 May 2021, 03:00 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ସ୍ଥିତି ସୁଧୁରିବାରେ ଲାଗିଛି। ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ କରୋନା ପ୍ରକୋପ କମୁଥିବା ଆଶା ସଞ୍ଚାର ହୋଇଛି। ଦୀର୍ଘ ୪୦ ଦିନ ପରେ ଦେଶର ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ୧,୯୬,୪୨୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଏପ୍ରିଲ ୧୫ରେ ଦେଶରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପର ଠାରୁ ସଂକ୍ରମଣ ବଢ଼ିବାରେ ଲାଗିଥିଲା। ଏପରି କି ଦୈନିକ ସଂକ୍ରମଣ ୪ ଲକ୍ଷ ମଧ୍ୟ ଟପି ଯାଇଥିଲା। ହେଲେ ଆଜି ଏହା ୨ ଲକ୍ଷ ତଳକୁ ଖସିଛି। ମେ’ ୧୭ରେ ଅର୍ଥାତ ଦୀର୍ଘ ୨୬ ଦିନ ପରେ ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ତଳକୁ ଖସିଥିଲା।

ଦୈନିକ ସଂକ୍ରମଣ ହ୍ରାସ ପାଇଥିଲେ ହେଁ ମୃତ୍ୟୁର ଗ୍ରାଫ ଉପରମୁହାଁ ହୋଇ ରହିଛି। ଦିନକରେ କରୋନା ୩,୫୧୧ ଜଣଙ୍କ ମୁଣ୍ଡ ନେଇଛି। ମେ’ ୧୯ରେ ଭାରତରେ ରେକର୍ଡ ୪୫୨୯ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ୧୨ମ ଦିନ ପାଇଁ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହିଛି। ଫଳରେ ଆକ୍ଟିଭ କେସ୍ ସଂଖ୍ୟା ହ୍ରାସ ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧,୯୬,୪୨୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୬୯,୪୮,୮୭୪ ହୋଇଯାଇଛି।

ଦିନକରେ ୩,୨୬,୮୫୦ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୪୦,୫୪,୮୬୧ରେ ପହଞ୍ଚି ଯାଇଛି। ଏବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୫,୮୬,୭୮୨ ରହିଛି।

୨୪ ଘଣ୍ଟାରେ କରୋନା ୩,୫୧୧ ଜଣଙ୍କ ମୁଣ୍ଡ ନେବାରୁ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୦୭,୨୩୧ ଛୁଇଁଛି। ବିଶ୍ୱରେ ଏହା ତୃତୀୟ ସର୍ବାଧିକ କରୋନା ଜନିତ ମୃତ୍ୟୁ। ପ୍ରଥମ ସ୍ଥାନରେ ଆମେରିକା ଓ ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ରହିଛି। ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ସର୍ବାଧିକ ୫୯୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୨୯ ମୃତ୍ୟୁ ସହ କର୍ଣ୍ଣାଟକା ଦ୍ୱିତୀୟ ସ୍ଥାନରେ ରହିଛି।

ସଂକ୍ରମଣ କଥା ଦେଖିଲେ, ତାମିଲନାଡୁରେ ସର୍ବାଧିକ ୩୪,୮୬୭, କର୍ଣ୍ଣାଟକାରେ ୨୫,୩୧୧, ମହରାଷ୍ଟ୍ରରେ ୨୨,୧୨୨, ପଶ୍ଚିମବଙ୍ଗରେ ୧୭,୮୮୩ ଓ କେରଳରେ ୧୭,୮୨୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହି ୫ ରାଜ୍ୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୬.୦୭% ଲୋକ ରହିଛନ୍ତି। କେବଳ ତାମିଲନାଡୁରେ ଏହା ୧୭.୭୫% ରହିଛି। ଏଯାଏ ୧୯,୮୫,୩୮,୯୯୯ ଜଣଙ୍କୁ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ଦିଆଯାଇ ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story