ତାଲିବାନ ସରକାରକୁ ମାନ୍ୟତା ଦେବେନି ଅନ୍ତର୍ଜାତୀୟ ସମୂହ!

ନୂଆଦିଲ୍ଲୀ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସରକାରକୁ ମାନ୍ୟତା ଦେବେନି ଅନ୍ତର୍ଜାତୀୟ ସମୂହ। ଅନ୍ତର୍ଜାତୀୟ ସମୂହର ଦାବି ମୁତାବକ ତାଲିବାନ ଅନ୍ତର୍ଭୁକ୍ତ ସରକାର ଗଠନ କରିବାରେ ବିଫଳ ହୋଇଛି। ସମୂହ ପକ୍ଷରୁ ସବୁପକ୍ଷଙ୍କୁ ନେଇ ସରକାର ଗଠନ କରିବାକୁ କୁହାଯାଇଥିଲା। ଏଥିସହ କୌଣସି ବାହ୍ୟ ରାଷ୍ଟ୍ର ଯେମିତି ଆଫଗାନର ତାଲିବାନୀ ସରକାରରେ ହସ୍ତକ୍ଷେପ ନ କରିବେ, ତା’ର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ତାଲିବାନ ଅନ୍ତର୍ଭୁକ୍ତ ସରକାର ଗଠନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ […]

Taliban

Taliban

Hemant Lenka
  • Published: Thursday, 23 September 2021
  • Updated: 23 September 2021, 01:42 PM IST

Sports

Latest News

ନୂଆଦିଲ୍ଲୀ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସରକାରକୁ ମାନ୍ୟତା ଦେବେନି ଅନ୍ତର୍ଜାତୀୟ ସମୂହ। ଅନ୍ତର୍ଜାତୀୟ ସମୂହର ଦାବି ମୁତାବକ ତାଲିବାନ ଅନ୍ତର୍ଭୁକ୍ତ ସରକାର ଗଠନ କରିବାରେ ବିଫଳ ହୋଇଛି। ସମୂହ ପକ୍ଷରୁ ସବୁପକ୍ଷଙ୍କୁ ନେଇ ସରକାର ଗଠନ କରିବାକୁ କୁହାଯାଇଥିଲା।

ଏଥିସହ କୌଣସି ବାହ୍ୟ ରାଷ୍ଟ୍ର ଯେମିତି ଆଫଗାନର ତାଲିବାନୀ ସରକାରରେ ହସ୍ତକ୍ଷେପ ନ କରିବେ, ତା’ର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ତାଲିବାନ ଅନ୍ତର୍ଭୁକ୍ତ ସରକାର ଗଠନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ଏଥିରେ ସଂଗଠନ ବିଫଳ ହୋଇଥିବାରୁ ଅନ୍ତର୍ଜାତୀୟ ସମୂହ ତାଲିବାନୀ ସରକାରକୁ ମାନ୍ୟତା ଦେବନି ବୋଲି ଜଣାପଡ଼ିଛି।

ସୂତ୍ର ଅନୁସାରେ, ବଳ ପୂର୍ବକୁ କ୍ଷମତାକୁ ଆସିଥିବା କୌଣସି ପକ୍ଷକୁ କେବେ ହେଲେ ଅନ୍ତର୍ଜାତୀୟ ସମୂହ ସରକାରୀ ମାନ୍ୟତା ଦେବନି। ସେହିପରି ଅନ୍ତର୍ଭୁକ୍ତ ସରକାର ଗଠନର ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇନି। ତାଲିବାନୀ ସରକାରରେ ଥିବା ୧୪ ଜଣ ସଦସ୍ୟ ଆତଙ୍କୀବାଦୀ ତାଲିକାରେ ରହିଛନ୍ତି।

ପାକିସ୍ତାନ ସରକାର ଗଠନ ପ୍ରକ୍ରିୟାରେ ହସ୍ତକ୍ଷେପ କରିଛି। ସରକାର ଗଠନ ବେଳେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ କାବୁଲରେ ଥିଲେ। ତାଙ୍କ ହସ୍ତକ୍ଷେପ ବଳରେ ସରକାର ଗଠନ ହୋଇଛି। ଏହି କାରଣରୁ ତାଲିବାନକୁ ଅନ୍ତର୍ଜାତୀୟ ସମୂହ ମାନ୍ୟତା ନ ଦେବାକୁ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story