କ’ଣ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ମେଳି କରୁଛନ୍ତି କି ବିରୋଧୀ?

ନୂଆଦିଲ୍ଲୀ: ବିଜେପିକୁ ଚେକ୍‌ ଦେବାକୁ ଏନସିପି ସୁପ୍ରିମୋ ଶରଦ ପାୱାର ଆଜି ପ୍ରାୟ ୧୫ଟି ରାଜନୀତିକ ଦଳର ନେତାଙ୍କୁ ନେଇ ବୈଠକ କରିବେ। ଅପରାହ୍ନ ୪ଟାରେ ବସିବାକୁ ଥିବା ଏହି ବୈଠକ ବେଶ ଗୁରୁତ୍ୱବହନ କରୁଛି। ଅନ୍ୟପଟେ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ବିରୋଧୀ ଅଣ୍ଟା ଭିଡ଼ୁଥିବା ଚର୍ଚ୍ଚା ହେଉଥିବା ବେଳେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ଶରଦ ପାୱାର। ସେ କହିଛନ୍ତି, କୌଣସି ପ୍ରକାରର ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ବୈଠକ ହେଉନାହିଁ। ବର୍ତ୍ତମାନ ଘଟୁଥିବା […]

Sharad-Pawar

Sharad-Pawar

Hemant Lenka
  • Published: Tuesday, 22 June 2021
  • Updated: 22 June 2021, 01:31 PM IST

Sports

Latest News

ନୂଆଦିଲ୍ଲୀ: ବିଜେପିକୁ ଚେକ୍‌ ଦେବାକୁ ଏନସିପି ସୁପ୍ରିମୋ ଶରଦ ପାୱାର ଆଜି ପ୍ରାୟ ୧୫ଟି ରାଜନୀତିକ ଦଳର ନେତାଙ୍କୁ ନେଇ ବୈଠକ କରିବେ। ଅପରାହ୍ନ ୪ଟାରେ ବସିବାକୁ ଥିବା ଏହି ବୈଠକ ବେଶ ଗୁରୁତ୍ୱବହନ କରୁଛି। ଅନ୍ୟପଟେ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ବିରୋଧୀ ଅଣ୍ଟା ଭିଡ଼ୁଥିବା ଚର୍ଚ୍ଚା ହେଉଥିବା ବେଳେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ଶରଦ ପାୱାର।

ସେ କହିଛନ୍ତି, କୌଣସି ପ୍ରକାରର ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ବୈଠକ ହେଉନାହିଁ। ବର୍ତ୍ତମାନ ଘଟୁଥିବା ଘଟଣା ଉପରେ ଆଲୋଚନା କରିବା ପାଇଁ ରାଜନେତା ଓ ବୁଦ୍ଧିଜୀବୀଙ୍କୁ ନେଇ ବୈଠକ କରାଯାଉଛି ବୋଲି ସେ କହିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମସି ନେତା ଯଶବନ୍ତ ସିହ୍ନା ଟ୍ୱିଟ କରି କହିଥିଲେ ଯେ ଏନସିପି ସୁପ୍ରିମୋ ଶରଦ ପାୱାର ତାଙ୍କ ରାଷ୍ଟ୍ର ମଞ୍ଚର ଗୋଟିଏ ବୈଠକ କରିଥିଲେ। ୨୦୧୮ରେ ରାଜନୀତିକ ଆକ୍ସନ ଗ୍ରୁପ୍ ଭାବେ ଏହାକୁ ଗଠନ କରାଯାଇଥିଲା। ଏହି ବୈଠକରେ ଯୋଗ ଦେଇଥିବା ନେତାମାନେ କୌଣସି ପ୍ରକାରର ୨୦୨୪ ନିର୍ବାଚନ ପୂର୍ବରୁ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଆଲୋଚନା ହୋଇ ନଥିବା କହିଥିଲେ।

ଆଜିର ବୈଠକ ପୂର୍ବରୁ ମଧ୍ୟ ସମାନ ତୃତୀୟ ସାମ୍ମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ହେଲେ ଏଥରେ ଯୋଗ ଦେଇଥିବା ଦଳଗୁଡ଼ିକ ଏ ବିଷୟରେ କିଛି ବି କହିନାହାନ୍ତି।

ଅନ୍ୟପକ୍ଷରେ ଶିବସେନା ନେତା ସଞ୍ଜୟ ରାଉତ ଏହି ମେଳିକୁ ବିରୋଧୀ ଦଳଗୁଡ଼ିକର ବୈଠକ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି, ଏହା କେବେ ହେଲେ ବିରୋଧୀଙ୍କ ବୈଠକ ହୋଇ ନପାରେ। କାରଣ ଏଥିରେ ଶିବସେନା, ସପା, ବିଏସ୍‌ପି ଓ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଭଳି ଦଳ ନାହାନ୍ତି। ଏହା ସମ୍ଭବତଃ ବିରୋଧୀଙ୍କୁ ଏକାଠି କରିବାର ପ୍ରଥମ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story