ବେଙ୍ଗଲରେ କଂଗ୍ରେସ-ବାମପନ୍ଥୀ ମେଣ୍ଟ, ସାମିଲ ହେବ ଆଇଏସଏଫ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବାମ ଦଳ ମେଣ୍ଟ କରିଛନ୍ତି। ବିଧିବଦ୍ଧ ଭାବେ ଆଜି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଏକଥା ଘୋଷଣା କରିଛନ୍ତି। ଏଥିସହ ଏହି ମେଣ୍ଟରେ ଫୁରଫୁରା ଶରିଫର ମୌଲବୀ ଆବାସ ସିଦ୍ଦିକିଙ୍କ ଆଇଏସଏଫ ମଧ୍ୟ ସାମିଲ ହେବ ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ଓ ବାମଦଳ ମେଣ୍ଟ କରିବାକୁ ରାଜି ହୋଇଛନ୍ତି। ଦେଶର ସୁରକ୍ଷା ପାଇଁ କେମିତି ଦୁଇଟି ଭିନ୍ନ ଚିନ୍ତାଧାରାର ଦଳ ଏକାଠି […]

Adhir

Adhir

Hemant Lenka
  • Published: Tuesday, 16 February 2021
  • Updated: 16 February 2021, 10:27 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବାମ ଦଳ ମେଣ୍ଟ କରିଛନ୍ତି। ବିଧିବଦ୍ଧ ଭାବେ ଆଜି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଏକଥା ଘୋଷଣା କରିଛନ୍ତି। ଏଥିସହ ଏହି ମେଣ୍ଟରେ ଫୁରଫୁରା ଶରିଫର ମୌଲବୀ ଆବାସ ସିଦ୍ଦିକିଙ୍କ ଆଇଏସଏଫ ମଧ୍ୟ ସାମିଲ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କଂଗ୍ରେସ ଓ ବାମଦଳ ମେଣ୍ଟ କରିବାକୁ ରାଜି ହୋଇଛନ୍ତି। ଦେଶର ସୁରକ୍ଷା ପାଇଁ କେମିତି ଦୁଇଟି ଭିନ୍ନ ଚିନ୍ତାଧାରାର ଦଳ ଏକାଠି ହୋଇ ଲଢ଼େଇ କରିପାରନ୍ତି, ତାହା ମଧ୍ୟ ବେଙ୍ଗଲ ନିର୍ବାଚନରେ ଦେଖିବାକୁ ମିଳିବ। ସିଟ୍‌ ଶେୟାରିଂ ଫର୍ମୁଲା ଖୁବଶୀଘ୍ର ସର୍ବସମ୍ମୁଖରେ ଘୋଷଣା କରାଯିବ। କାରଣ ଆହୁରି ଅନେକ ଧର୍ମନିରପେକ୍ଷ ଦଳ ମେଣ୍ଟରେ ସାମିଲ ହେବେ। ଏଥିରେ ଆରଜେଡି ମଧ୍ୟ ରହିବ ବୋଲି ସେ କହିଛନ୍ତି।

ଏଠାରେ ଅଧୀର ରଞ୍ଜନ ଚୌଧୁରୀ ଫୁରଫୁରା ଶରିଫର ମୌଲବୀ ଆବାସ ସିଦ୍ଦିକି ନୂଆ କରି ଗଠନ କରିଥିବା ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ (ଆଇଏସଏଫ) କଥା କହିଛନ୍ତି। ଜାନୁଆରୀ ମାସରେ ସେ ଏହି ଦଳ ଗଠନ କରିଥିଲେ। ଚଳିତ ମାସରେ କଂଗ୍ରେସ ଓ ସିପିଆଇ (ଏମ) ସିଦ୍ଦିକିଙ୍କୁ ଅସାଦୁଦ୍ଦିନ ଓୱେସୀଙ୍କ ସହ ମେଣ୍ଟ ନ କରିବାକୁ ପରାମର୍ଶ ଦେଇଥିଲେ। ତେବେ ଏ ସମ୍ପର୍କରେ ଓୱେସୀଙ୍କ ପାର୍ଟି କିମ୍ବା ଆଇଏସଏଫ ପକ୍ଷରୁ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆଜି ଚୌଧୁରୀ ଆହୁରି କହିଛନ୍ତି, ଆବାସ ସିଦ୍ଦିକିଙ୍କ ଆଇଏସଏଫ ସହ ଅନେକ ଧର୍ମନିରପେକ୍ଷ ପାର୍ଟି କଂଗ୍ରେସ ଓ ବାମ ଦଳ ମେଣ୍ଟରେ ସାମିଲ ହେବାକୁ ଆଗ୍ରହ ଦେଖାଉଛନ୍ତି। ଆମେ ଯେଉଁ ପର୍ଯ୍ୟନ୍ତ ସବୁ ଧର୍ମନିରପେକ୍ଷ ମେଣ୍ଟରେ ସାମିଲ ହୋଇନାହାନ୍ତି, ସେଯାଏ କୌଣସି ପ୍ରକାରର ସିଟ୍‌ ଶେୟାରିଂ ବିଷୟରେ ଘୋଷଣା କରାଯିବ ନାହିଁ।

ବେଙ୍ଗଲରେ ଦୁଇ ପାକ୍ଷିକ ନୁହେଁ ତ୍ରିପାକ୍ଷିକ ଲଢ଼େଇ ହେବ। ବିଜେପି ଓ ଟିଏମସି ଯେ କେବଳ ଲଢ଼େଇ କରିବେ ନାହିଁ। କଂଗ୍ରେସ ଓ ବାମ ଦଳ ମଧ୍ୟ ସେମାନଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story