ମୋଦିଙ୍କୁ ନିଜ ଦଳରେ ମିଶିବାକୁ ଡାକିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଇସ୍ରାଏଲରେ ବେଶ ଅଧିକ। ଏକଥା ନିଜେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲି ବେନ୍ନେଟ୍ଟ ସର୍ବସମ୍ମୁଖରେ କହିଛନ୍ତି। ଇସ୍ରାଏଲରେ ଲୋକମାନେ ମୋଦିଙ୍କୁ ଭଲ ପାଉଥିବାରୁ ବେନ୍ନେଟ ତାଙ୍କୁ ନିଜ ଦଳରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି। ଗ୍ଲାସଗୋରେ ଚାଲିଥିବା COP26 ଜଳବାୟୁ ପରିବର୍ତ୍ତନ ସମ୍ମିଳନୀର ସାଇଡଲାଇନରେ ମୋଦି ଓ ବେନ୍ନେଟ୍ଟ ପରସ୍ପର ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଉଭୟ ପରସ୍ପରକୁ ଭେଟିବା ବେଳେ ବେନ୍ନେଟ୍ଟ ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଏହାର […]

Modi

Modi

Hemant Lenka
  • Published: Tuesday, 02 November 2021
  • Updated: 02 November 2021, 08:32 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଇସ୍ରାଏଲରେ ବେଶ ଅଧିକ। ଏକଥା ନିଜେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲି ବେନ୍ନେଟ୍ଟ ସର୍ବସମ୍ମୁଖରେ କହିଛନ୍ତି। ଇସ୍ରାଏଲରେ ଲୋକମାନେ ମୋଦିଙ୍କୁ ଭଲ ପାଉଥିବାରୁ ବେନ୍ନେଟ ତାଙ୍କୁ ନିଜ ଦଳରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି।

ଗ୍ଲାସଗୋରେ ଚାଲିଥିବା COP26 ଜଳବାୟୁ ପରିବର୍ତ୍ତନ ସମ୍ମିଳନୀର ସାଇଡଲାଇନରେ ମୋଦି ଓ ବେନ୍ନେଟ୍ଟ ପରସ୍ପର ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଉଭୟ ପରସ୍ପରକୁ ଭେଟିବା ବେଳେ ବେନ୍ନେଟ୍ଟ ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି।

ଏହାର ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଷ୍ଟେଜ୍‌ରେ ମୋଦି ଓ ବେନ୍ନେଟ୍ଟ ପରସ୍ପର ସହ ହାତ ମିଳାଇବା ସହ କଥା ହୋଇଥିଲେ। ଏହି ସମୟରେ ବେନ୍ନେଟ୍ଟ କହିଥିଲେ ଯେ “ଆପଣ(ମୋଦି) ଇସ୍ରାଏଲରେ ସବୁଠାରୁ ଲୋକପ୍ରିୟ ବ୍ୟକ୍ତି। ଆପଣ ଇସ୍ରାଏଲ ଆସନ୍ତୁ ଓ ମୋ ଦଳରେ ସାମିଲ ହୁଅନ୍ତୁ।” ଏହା ଶୁଣିବା ପରେ ମୋଦି ଖୁବ ଜୋର୍‌ରେ ହସିଥିଲେ।

ଚଳିତ ବର୍ଷ ଜୁନ୍‌ ମାସରେ ବେନ୍ନେଟ୍ଟ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ଏହା ମୋଦିଙ୍କ ସହ ତାଙ୍କର ପ୍ରଥମ ବୈଠକ। ବୈଠକରେ ଉଭୟ ନେତା ଅତ୍ୟାଧୁନିକ ଟେକ୍ନୋଲଜି ଓ ଉଦ୍ଭାବନ ଦିଗକୁ ମିଳିତ ଭାବେ ଆଗକୁ ନେବାକୁ କଥା ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଭାରତ-ଇସ୍ରାଏଲ ସମ୍ପର୍କକୁ ପୁଣିଥରେ ମଜବୁତ କରି ଆଗକୁ ନେଇଥିବାରୁ ବେନ୍ନେଟ୍ଟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ ଓ ଇହୁଦି ସଭ୍ୟତା ମଧ୍ୟରେ ଗଭୀର ସମ୍ପର୍କ ରହିଥିବା କଥା ସେ କହିଛନ୍ତି। ପିଏମଓ ପକ୍ଷରୁ ମଧ୍ୟ ବେନେଟ୍ଟଙ୍କ ସହ ବୈଠକ କରିବା ବେଳର ଫଟୋକୁ ଟ୍ୱିଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story