କରୋନା କାଳରେ ବିଶ୍ୱ ହିନ୍ଦୁ ପରିଷଦ ନେତାଙ୍କ ଦଲାଲୀ, ବିକ୍ରି କରୁଥିଲେ ନକଲି ରେମଡେସିଭିର

ଜବଲପୁର: ମହାମାରୀ କରୋନା ଯୋଗୁ ଲୋକମାନେ ହାହାକାର ସ୍ଥିତର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କୁ ସହଯୋଗ କରିବା ପରବର୍ତ୍ତେ ସେମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବିଶ୍ୱ ହିନ୍ଦୁ ପରିଷଦର କିଛି ନେତା। କରୋନାର ଉପଶମ କରୁଥିବା ରେମଡେସିଭିର୍‌ର ଇଞ୍ଜେକସନ ନାଁରେ ନକଲି ଭିଆଲ୍ସ ତିଆରି କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଜବଲପୁର ବିଶ୍ୱ ହିନ୍ଦୁ ପରିଷଦର ସଭାପତିଙ୍କ ସମେତ ଆଉ ଦୁଇ ଜଣଙ୍କ ନାଁରେ ପୁଲିସ୍‌ ମାମଲା କରିଛି। ପୁଲିସ୍‌ ଜଣଙ୍କୁ […]

VHP

VHP

Hemant Lenka
  • Published: Monday, 10 May 2021
  • Updated: 10 May 2021, 05:51 PM IST

Sports

Latest News

ଜବଲପୁର: ମହାମାରୀ କରୋନା ଯୋଗୁ ଲୋକମାନେ ହାହାକାର ସ୍ଥିତର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କୁ ସହଯୋଗ କରିବା ପରବର୍ତ୍ତେ ସେମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବିଶ୍ୱ ହିନ୍ଦୁ ପରିଷଦର କିଛି ନେତା। କରୋନାର ଉପଶମ କରୁଥିବା ରେମଡେସିଭିର୍‌ର ଇଞ୍ଜେକସନ ନାଁରେ ନକଲି ଭିଆଲ୍ସ ତିଆରି କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଜବଲପୁର ବିଶ୍ୱ ହିନ୍ଦୁ ପରିଷଦର ସଭାପତିଙ୍କ ସମେତ ଆଉ ଦୁଇ ଜଣଙ୍କ ନାଁରେ ପୁଲିସ୍‌ ମାମଲା କରିଛି।

ପୁଲିସ୍‌ ଜଣଙ୍କୁ ଗିରଫ କରିଥିବା ବେଳେ ବିଶ୍ୱହିନ୍ଦୁ ପରିଷଦର ମୁଖ୍ୟ ଓ ଆଉ ଜଣେ ଫେରାର ହୋଇଯାଇଛନ୍ତି। ଏମାନେ ନକଲି ରେମଡେସିଭିର ଇଞ୍ଜେକସନ ବିକ୍ରି କରି ପୁଲିସ୍‌ ପଞ୍ଝାରେ ପଡ଼ିଛନ୍ତି। ମହାମାରୀ ସମୟରେ ରେମଡେସିଭିର ପାଉ ନଥିବା ନିରୀହ ଲୋକଙ୍କୁ ୧ ଲକ୍ଷରୁ ଅଧି ନକଲି ଇଞ୍ଜେକସନ ବିକ୍ରି ସେମାନଙ୍କ ସହ ବିଶ୍ୱାସଘାତକତା କରୁଥିବା ରାକେଟ୍‌ ସହ ଏମାନେ ସାମିଲ ଥିବା ପୁଲିସ ଜାଣିବାକୁ ପାଇଛି।

ଜବଲପୁର ଆଡିସନାଲ ଏସ୍‌ପି ରୋହିତ କଶୱାନି କହିଛନ୍ତି, ନକଲି ରେମଡେସିଭିର ବିକ୍ରି ଘଟଣାର ଅଭିଯୁକ୍ତମାନେ ହେଲେ ସରବଜୀତ ସିଂହ ମୋଖା, ଦେବେନ୍ଦ୍ର ଚୌରାସିଆ ଓ ସ୍ୱପ୍ନ ଜୈନ। ସେମାନଙ୍କୁ ୧ ଲକ୍ଷରୁ ଅଧିକ ନକଲି ରେମଡେସିଭିର ଇଞ୍ଜେକସନ ବିକ୍ରି କରିବା ସ୍କାମରେ ସାମିଲ ଅଛନ୍ତି। ସମସ୍ତଙ୍କ ନାଁରେ ୨୭୪,୨୭୫,୩୦୮ ଓ ୪୦୨ ଦଫାରେ ମାମଲା କରାଯାଇଛି।

ଏଥିସହ ବିପର୍ଯ୍ୟୟ ପରିଚାଳନା ଆଇନ ଓ କଷମେଟିକ୍ସ ଆଇନରେ ମାମଲା ମଧ୍ୟ କରାଯାଇଛି। ସରବଜୀତ ହେଉଛନ୍ତି ଜବଲପୁର ବିଶ୍ୱ ହିନ୍ଦୁ ପରିଷଦର ମୁଖ୍ୟ ଓ ତାଙ୍କ ମାଲିକାନାରେ ସିଟି ହସ୍ପିଟାଲ ରହିଛି। ଦେବେନ୍ଦ୍ର ସେଠାରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ସ୍ୱପ୍ନ ଜୈନ ଫାର୍ମା କମ୍ପାନୀର ଡିଲରଶିପ୍‌ କାମ ତଦାରଖ କରୁଥିଲେ। ସୁରତ ପୁଲିସ୍‌ ସ୍ୱପ୍ନଙ୍କୁ ଗିରଫ କରିଥିବା ବେଳେ ସରବଜୀତ ଓ ଦେବେନ୍ଦ୍ର ଫେରାର ଅଛନ୍ତି ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ, ସରବଜୀତ ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରର ଜଣେ ମନ୍ତ୍ରୀଙ୍କ ପୁଅଙ୍କ ସହାୟତାରେ ଇନ୍ଦୋରରୁ ୫୦୦ ନକଲି ରେମଡେସିଭିର ଇଞ୍ଜେକସନ ଆଣିଥିଲେ। ଏହାପରେ ଏହାକୁ ସେ ନିଜ ହସ୍ପିଟାଲରେ ରୋଗୀଙ୍କୁ ୩୫ରୁ ୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ। ପର୍ଯ୍ୟାୟକ୍ରମେ ସେ ଏହି ସଂଖ୍ୟା ବୃଦ୍ଧି କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ କଂଗ୍ରେସ ନକଲି ରେମଡେସିଭିର କାରନାମାର ସିବିଆଇ ତଦନ୍ତ ଦାବି କରିଛି। ଲୁଣ ଓ ଗ୍ଲୁକୋଜ ବ୍ୟବହାର କରି ପୂରା ଦେଶରେ ଗୋଟିଏ ରାକେଟ୍‌ ଲକ୍ଷେରୁ ଅଧିକ ରେମଡିସିଭିର ଇଞ୍ଜେକସନ ବିକ୍ରି କରିଥିବା ଦଳ ଅଭିଯୋଗ କରିଛି। କଂଗ୍ରେସର ରାଜ୍ୟସଭା ସଦସ୍ୟ ବିବେକ ଟଙ୍ଖା କହିଛନ୍ତି, “ଏହି ଦୁର୍ନୀତି ଏକାଧିକ ରାଜ୍ୟରେ ଘଟିଛି। ୩ ହଜାର ନକଲି ଇଞ୍ଜେକସନ ଇନ୍ଦୋରରେ ପହଞ୍ଚିଥିବା ବେଳେ ୩୫ଶହ ଇଞ୍ଜେକସନ ଜବଲପୁରରେ ପହଞ୍ଚିଥିଲା। କେଉଁମାନଙ୍କୁ ଏଭଳି ଇଞ୍ଜେକସନ ଦିଆଯାଇଛି? ଯଦି ସିବିଆଇ ଘଟଣାର ତଦନ୍ତ ନ କରିବ, ତା’ହେଲେ ଆମେ କୋର୍ଟର ଦ୍ୱାରସ୍ଥ ହେବୁ।”

ଅନ୍ୟପକ୍ଷରେ ନକଲି ରେମଡେସିଭିର ଇଞ୍ଜେକସନ କାରବାରରେ ଇନ୍ଦୋର ପୁଲିସ୍‌ ଏଯାଏ ଗିରଫ କରିଥିବା ୧୧ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ନାଁରେ ଏନଏସ୍‌ଏ ଲାଗୁ କରିଛି। ଏହାପୂର୍ବରୁ ଗୁଜରାଟ ପୁଲିସ୍‌ ନକଲି ରେମଡେସିଭିର ଇଞ୍ଜେକସନ କାରବାରର ପର୍ଦ୍ଦାଫାସ କରି ସୁରତର ଗୋଟିଏ ଫାର୍ମ ହାଉସରୁ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏହି ଫାର୍ମ ହାଉସରେ ଲୁଣ ଓ ଗ୍ଲୁକୋଜରେ ପ୍ରାୟ ୧ ଲକ୍ଷରୁ ଅଧିକ ନକଲି ରେମଡେସିଭିର ଇଞ୍ଜେକସନ ତିଆରି କରାଯାଇଥିଲା। ଏହି ଇଞ୍ଜେକସନ ଦେଶର ବିଭିନ୍ନ ପ୍ରାନ୍ତକୁ ମଧ୍ୟ ପଠା ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story