ରାଜଧାନୀର ଏୟାରପୋର୍ଟରୁ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏୟାରପୋର୍ଟରୁ ଜମ୍ମୁ-କଶ୍ମୀର ପୁଲିସ୍‌ ଜଣେ ଆତଙ୍କବାଦୀକୁ ଗିରଫ କରିଛି। ସେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ପାଇଁ କାର୍ଯ୍ୟକରୁଥିଲା। ଗିରଫ ଆତଙ୍କବାଦୀ ମୁନୀବ ଅହମଦ ସୋଫି ଘର କଶ୍ମୀରର ଅନନ୍ତନାଗରେ ହୋଇଥିଲେ ହେଁ ସେ କତାରରେ ରହୁଥିଲା। ସେଠାରୁ ହିଁ ସେ ତା’ର ନେଟୱର୍କ ଚଳାଇଥିଲା ଓ ଜୈଶ ପାଇଁ ପାଣ୍ଠି ସଂଗ୍ରହ କରୁଥିଲା। ଜୈଶ ଆତଙ୍କୀ ୱାଲେଦ ଭାଇ ସହ ତା’ର ନିବିଡ଼ତା ଥିଲା। ପାକିସ୍ତାନରେ ରହି ୱାଲେଦ ଯାହା କହୁଥିଲା […]

c

c

Hemant Lenka
  • Published: Friday, 05 February 2021
  • Updated: 05 February 2021, 02:59 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏୟାରପୋର୍ଟରୁ ଜମ୍ମୁ-କଶ୍ମୀର ପୁଲିସ୍‌ ଜଣେ ଆତଙ୍କବାଦୀକୁ ଗିରଫ କରିଛି। ସେ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ପାଇଁ କାର୍ଯ୍ୟକରୁଥିଲା। ଗିରଫ ଆତଙ୍କବାଦୀ ମୁନୀବ ଅହମଦ ସୋଫି ଘର କଶ୍ମୀରର ଅନନ୍ତନାଗରେ ହୋଇଥିଲେ ହେଁ ସେ କତାରରେ ରହୁଥିଲା।

ସେଠାରୁ ହିଁ ସେ ତା’ର ନେଟୱର୍କ ଚଳାଇଥିଲା ଓ ଜୈଶ ପାଇଁ ପାଣ୍ଠି ସଂଗ୍ରହ କରୁଥିଲା। ଜୈଶ ଆତଙ୍କୀ ୱାଲେଦ ଭାଇ ସହ ତା’ର ନିବିଡ଼ତା ଥିଲା। ପାକିସ୍ତାନରେ ରହି ୱାଲେଦ ଯାହା କହୁଥିଲା ମୁନୀବ ସେଇଆ ହିଁ କରୁଥିଲା। ତେବେ ଗତବର୍ଷ ଜୁଲାଇରେ ଆଇଇଡି ଏକ୍ସଫୋର୍ଟ ଭାବେ କାମ କରୁଥିବା ୱାଲେଦ ସହ ଆଉ ୩ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଖତମ କରିଥିଲେ।

ୱାଲେଦ ନିହତ ହୋଇଥିଲେ ହେଁ ମୁନୀବ ତା’ର କାର୍ଯ୍ୟ କତାରରେ ରହି କରୁଥିଲା। ଏକଥା ଜଣାପଡ଼ିବା ପରେ କତାର ସରକାର ମୁନୀବକୁ ନିଜ ଦେଶରୁ ବିଦା କରିଥିଲେ। ସେଠାରୁ ତଡ଼ା ଖାଇ ଭାରତରେ ଓହ୍ଲାଇ ଥିବା ମୁନୀବକୁ ପୁଲିସ୍‌ ଗିରଫ କରିଛି।

ଜଣେ ଅଧିକାରୀ କହିଛନ୍ତି, ମୁନୀବ ଜୈଶ ପାଇଁ ପାଣ୍ଠି ସଂଗ୍ରହ କରି ୱାଲେଦକୁ ଦେଉଥିଲା। ଏହି ଅର୍ଥରେ ପାକିସ୍ତାନରୁ ଆତଙ୍କବାଦୀଙ୍କ ପାଇଁ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର କିଣା ଯାଉଥିଲା। କଶ୍ମୀରରେ ମଧ୍ୟ ତା’ର ନେଟୱର୍କ ରହିଛି। ଏଥିପାଇଁ ଗୋଟିଏ ସ୍ଥାନୀୟ କୋର୍ଟ ମୁନୀବ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।

ତା’କୁ ଧରିବା ପାଇଁ ଲୁକ ଆଉଟ ନୋଟିସ୍‌ ମଧ୍ୟ ଜାରି କରାଯାଇଥିଲା। ଏବେ ଶେଷରେ ସେ ଦିଲ୍ଲୀରୁ ଗିରଫ ହୋଇଛି। ତା’କୁ ଅଧିକ ଜେରା କରିବା ପାଇଁ କଶ୍ମୀର ଅଣାଯାଇଥିବା ମଧ୍ୟ ଅଧିକାରୀ ଜଣଙ୍କ ନିଜ ନାଁ ଗୋପନ ରଖି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story