ହିଜାବ ଓ ତିଳକ ପାଇଁ ୨ ଜଣ ଛାତ୍ରୀଙ୍କୁ ପିଟି ଅଡ଼ୁଆରେ ସ୍କୁଲ ଶିକ୍ଷକ

ରଜୌରୀ: ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ଥିବା ଗୋଟିଏ ସ୍କୁଲର ସରକାରୀ ଶିକ୍ଷକ ଅଡ଼ୁଆରେ ପଡ଼ିଛନ୍ତି। ସେ ସ୍କୁଲକୁ ହିଜାବ ଓ ତିଳକ ଲଗାଇ ଆସିଥିବା ଦୁଇ ଜଣ ଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଏଥିପାଇଁ ନିଲମ୍ବିତ କରାଯାଇଛି। ଏଥିସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ହିଜାବ ଓ ତିଳକ ଧାର୍ମିକ ସଙ୍କେତ ହୋଇଥିବାରୁ ଏହାକୁ ଶିକ୍ଷକ ଜଣଙ୍କ ବିରୋଧ କରି ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ମାଡ଼ ଖାଇଥିବା ଦୁଇ ଛାତ୍ରୀ ୪ର୍ଥ […]

teacher

teacher

Hemant Lenka
  • Published: Thursday, 07 April 2022
  • Updated: 07 April 2022, 12:26 PM IST

Sports

Latest News

ରଜୌରୀ: ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ଥିବା ଗୋଟିଏ ସ୍କୁଲର ସରକାରୀ ଶିକ୍ଷକ ଅଡ଼ୁଆରେ ପଡ଼ିଛନ୍ତି। ସେ ସ୍କୁଲକୁ ହିଜାବ ଓ ତିଳକ ଲଗାଇ ଆସିଥିବା ଦୁଇ ଜଣ ଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଏଥିପାଇଁ ନିଲମ୍ବିତ କରାଯାଇଛି। ଏଥିସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ହିଜାବ ଓ ତିଳକ ଧାର୍ମିକ ସଙ୍କେତ ହୋଇଥିବାରୁ ଏହାକୁ ଶିକ୍ଷକ ଜଣଙ୍କ ବିରୋଧ କରି ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

ମାଡ଼ ଖାଇଥିବା ଦୁଇ ଛାତ୍ରୀ ୪ର୍ଥ ଶ୍ରେଣୀରେ ପଢ଼ନ୍ତି। ଜଣେ ହିନ୍ଦୁ ଧର୍ମର ହୋଇଥିବାରୁ ସେ ତାଙ୍କ କପାଳରେ ଟୀକା ବା ତିଳକ ଲଗାଇଥିଲେ। ସେହିପରି ଆଉ ଜଣେ ଛାତ୍ରୀ ମୁସଲିମ ହୋଇଥିବାରୁ ହିଜାବ ପିନ୍ଧି ସ୍କୁଲ ଯାଇଥିଲେ। ଏହି ସାମନ୍ୟ କାରଣ ପାଇଁ ସରକାରୀ ସ୍କୁଲର ଶିକ୍ଷକ ନିସାର ଅହମଦ ଉଭୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ ଉଭୟ ଛାତ୍ରୀଙ୍କ ବାପା ଏକାଠି ଗୋଟିଏ ଭିଡିଓ ରେକର୍ଡ କରିଛନ୍ତି। ଏହି ସମୟରେ ସେମାନଙ୍କ ଝିଅମାନେ ମଧ୍ୟ ରହିଥିଲେ। ଭିଡିଓ ଭାଇରାଲ ହେବା ପରେ ରଜୌରୀ ଜିଲ୍ଲା ପ୍ରଶାସନ ଶିକ୍ଷକ ନାସିର ଅହମଦଙ୍କୁ ତୁରନ୍ତ ନିଲମ୍ବନ କରିଛି। ସେହିପରି ପୁଲିସ୍‌ ମଧ୍ୟ ତାଙ୍କୁ ଅଟକ ରଖିଛି। ଏବେ ଘଟଣାର ତଦନ୍ତ କୋଟରାଙ୍କାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ କରିବେ। ତଦନ୍ତ ଶେଷ ନହେବା ଯାଏ ନାସିର ସ୍କୁଲରେ ଯୋଗ ଦେଇପାରିବେ ନାହିଁ।

ପ୍ରଥମେ ଶିକ୍ଷକ ଜଣଙ୍କ କେବଳ ହିନ୍ଦୁ ଛାତ୍ରୀଙ୍କୁ ନିସ୍ତୁତ ମାଡ଼ ମାରିଥିବା ଅଭିଯୋଗ କରି କିଛି ଲୋକ ଏହାକୁ ଧାର୍ମିକ ରଙ୍ଗ ଦେବାକୁ ଚେଷ୍ଟା କରିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ହିଜାବ ପରିଧାନ କରିଥିବା ଜଣେ ଛାତ୍ରୀଙ୍କୁ ମଧ୍ୟ ସେ ମାଡ଼ ମାରିଥିବା ଅଭିଯୋଗ ହେବା ପରେ ଅପପ୍ରଚାର କରୁଥିବା ଲୋକଙ୍କ ଯୋଜନା ଫସର ଫାଟିଛି। ସେହିପରି ପୁଲିସ୍‌ ମଧ୍ୟ ଘଟଣାରେ ଏଯାଏ କୌଣସି ସାଂପ୍ରଦାୟିକ ଦିଗ ଠାବ କରିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story