ଭାରତରେ ଉପଲବ୍ଧ ହେବ ସିଙ୍ଗଲ ଡୋଜ୍‌ କରୋନା ଟିକା! ଆବେଦନ କଲା ଏହି କମ୍ପାନୀ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଭାରତରେ କରୋନା ବିରୋଧୀ ସିଙ୍ଗଲ ଡୋଜ୍‌ ଟିକା ବ୍ୟବହାର ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆମେରିକୀୟ କମ୍ପାନୀ ଜନସନ ଆଣ୍ଡ ଜନସନ ତିଆରି କରିଥିବା କରୋନା ବିରୋଧୀ ସିଙ୍ଗଲ ଡୋଜ୍‌ ଟିକାର ଜରୁରୀ କାଳୀନ ବ୍ୟବହାର ଭାରତରେ କରିବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ଭାରତ ସରକାରଙ୍କ ନିକଟରେ ଆବେଦନ ମଧ୍ୟ କରିଛି। ଯଦି ଭାରତ ସରକାର ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦିଅନ୍ତି, ତା’ହେଲେ ଏହା ଲୋକଙ୍କୁ ଦିଆଯିବ। ସେହିପରି […]

Vaccine

Vaccine

Hemant Lenka
  • Published: Friday, 06 August 2021
  • Updated: 06 August 2021, 03:13 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଭାରତରେ କରୋନା ବିରୋଧୀ ସିଙ୍ଗଲ ଡୋଜ୍‌ ଟିକା ବ୍ୟବହାର ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆମେରିକୀୟ କମ୍ପାନୀ ଜନସନ ଆଣ୍ଡ ଜନସନ ତିଆରି କରିଥିବା କରୋନା ବିରୋଧୀ ସିଙ୍ଗଲ ଡୋଜ୍‌ ଟିକାର ଜରୁରୀ କାଳୀନ ବ୍ୟବହାର ଭାରତରେ କରିବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ଭାରତ ସରକାରଙ୍କ ନିକଟରେ ଆବେଦନ ମଧ୍ୟ କରିଛି।

ଯଦି ଭାରତ ସରକାର ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦିଅନ୍ତି, ତା’ହେଲେ ଏହା ଲୋକଙ୍କୁ ଦିଆଯିବ। ସେହିପରି ଭାରତରେ ପ୍ରଥମଥର ପାଇଁ କୌଣସି କମ୍ପାନୀର ସିଙ୍ଗଲ ଡୋଜ୍‌ ଟିକାର ବ୍ୟବହାର ହେବ।

ଜନସନ ଆଣ୍ଡ ଜନସନର ଭାରତୀୟ ମୁଖପାତ୍ର ଗୋଟିଏ ବିବୃତିରେ କହିଛନ୍ତି, “ଅଗଷ୍ଟ ୫ ତାରିଖରେ ଜନସନ ଆଣ୍ତ ଜନସନ ତା’ର ସିଙ୍ଗଲ ଡୋଜ୍‌ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଭାରତ ସରକାରଙ୍କ ନିକଟରେ ଆବେଦନ କରିଛି। ଆମର ଆଶା ଖୁବଶୀଘ୍ର ଏହାକୁ ବ୍ୟବହାର ପାଇଁ ଅନୁମତି ମିଳିବ। ବାୟୋଲଜିକାଲ ଇ ଆମର ବିଶ୍ୱସ୍ତରୀୟ ସପ୍ଲାଏ ଚେନ୍‌ର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି କମ୍ପାନୀର ସହାୟତାରେ ଜନସନ ଆଣ୍ଡ ଜନସନ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ଟିକା ପଠାଇ ପାରୁଛି।”

ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଜନସନ ଆଣ୍ଡ ଜନସନର କରୋନା ଟିକାର କ୍ଲିନକାଲ ଟ୍ରାଏଲ ରିପୋର୍ଟ ପ୍ରକାଶ ପାଇଥିଲା। କମ୍ପାନୀର ସିଙ୍ଗଲ ଡୋଜ୍‌ ଟିକା କରୋନା ବିରୋଧରେ ୮୫% ପ୍ରଭାବୀ ବୋଲି ଜଣାପଡ଼ିଛି। ତେଣୁ ଭାରତରେ ଏହାର ବ୍ୟବହାର ପାଇଁ ଅନୁମତି ମିଳିଲେ ଏହା ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

କାରଣ ଏହା ସବୁ ପ୍ରକାରର କରୋନା ଭାରିଏଣ୍ଟ ବିରୋଧରେ ଫଳପ୍ରଦ ହେବା ସହ ଜଣଙ୍କୁ ଗୁରୁତର ହେବାରୁ ରକ୍ଷା କରୁଛି। ଟିକା ନେବାର ୨୮ ଦିନ ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ୍‌ ଟିକା ଆଣ୍ଟିବଡି ସୃଷ୍ଟି କରୁଥିବା ବିଶେଷଜ୍ଞମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story