ମଧ୍ୟାହ୍ନ ଭୋଜନରେ ରୁଟି ଓ ଲୁଣ ଘଟଣାର ପର୍ଦ୍ଦାଫାସ କରିଥିବା ସାମ୍ବାଦିକଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିର୍ଜାପୁର ଅନ୍ତର୍ଗତ ଗୋଟିଏ ସ୍କୁଲରେ ପିଲାମାନଙ୍କୁ ରୁଟି ଓ ଲୁଣ ଖାଇବାକୁ ଦିଆଯିବା ଘଟଣାର ଫର୍ଦ୍ଦାଫାସ କରିଥିବା ସାମ୍ବାଦିକ ପବନ ଜୈସୱାଲଙ୍କ ମୃତ୍ୟୁ ଘଟିଛି। ୨୦୧୯ ମସିହାରେ ସେ ମଧ୍ୟାହ୍ନ ଭୋଜନର ସତ ସାମ୍ନାକୁ ଆଣିଥିଲେ। ତେବେ ସେ ସରକାରଙ୍କୁ ବଦନାମ କରିବା ପାଇଁ ଜାଣିଶୁଣି ଏପରି କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଙ୍କ ନାଁରେ ମାମଲା ମଧ୍ୟ ହୋଇଥିଲା। ଏସବୁ ଭିତରେ ସାମ୍ବାଦିକ ଜୈସୱାଲ ଦୀର୍ଘଦିନ ହେଲା କର୍କଟ ରୋଗ ସହ […]

Journalist

Journalist

Hemant Lenka
  • Published: Thursday, 05 May 2022
  • Updated: 05 May 2022, 05:46 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିର୍ଜାପୁର ଅନ୍ତର୍ଗତ ଗୋଟିଏ ସ୍କୁଲରେ ପିଲାମାନଙ୍କୁ ରୁଟି ଓ ଲୁଣ ଖାଇବାକୁ ଦିଆଯିବା ଘଟଣାର ଫର୍ଦ୍ଦାଫାସ କରିଥିବା ସାମ୍ବାଦିକ ପବନ ଜୈସୱାଲଙ୍କ ମୃତ୍ୟୁ ଘଟିଛି। ୨୦୧୯ ମସିହାରେ ସେ ମଧ୍ୟାହ୍ନ ଭୋଜନର ସତ ସାମ୍ନାକୁ ଆଣିଥିଲେ। ତେବେ ସେ ସରକାରଙ୍କୁ ବଦନାମ କରିବା ପାଇଁ ଜାଣିଶୁଣି ଏପରି କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଙ୍କ ନାଁରେ ମାମଲା ମଧ୍ୟ ହୋଇଥିଲା।

ଏସବୁ ଭିତରେ ସାମ୍ବାଦିକ ଜୈସୱାଲ ଦୀର୍ଘଦିନ ହେଲା କର୍କଟ ରୋଗ ସହ ଲଢ଼େଇ କରି ଶେଷରେ ଆଜି ଆଖି ବୁଜିଛନ୍ତି। ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ହେଁ ଚିକତ୍ସା ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ କରିପାରି ନଥିଲେ। ଟଙ୍କା ପାଇଁ କିଛି ସଂଗଠନ ଓ ତାଙ୍କ ପରିବାର ଲୋକ କ୍ରାଉଫଣ୍ଡର ସହାୟତା ମଧ୍ୟ ନେଇଥିଲେ। ସମସ୍ତେ ମିଳିତ ଭାବେ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ। ହେଲେ ସବୁ ଉଦ୍ୟମ ସତ୍ତ୍ୱେ ସାମ୍ବାଦିକ ଜଣଙ୍କ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

ସାମ୍ବାଦିକ ପବନ ଜୈସଲୱାଲ ମିର୍ଜାପୁରରେ ଥିବା ସିଉର ପ୍ରାଥମିକ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଘଟଣାର ପର୍ଦ୍ଦାଫାସ କରିଥିଲେ। ସେ ଉତ୍ତୋଳନ କରିଥିବା ଭିଡିଓରେ ଛୋଟ ପିଲାମାନେ ତଳେ ବସି ରୁଟି ଓ ଲୁଣ ଖାଉଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବେଶ ହଇଚଇ ସୃଷ୍ଟି ହୋଇଥିଲା।

ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାରେ ପବନଙ୍କ ନାଁରେ ମାମଲା କରିଥିଲା। ହେଲେ ଏହା ପୂର୍ବରୁ ଉକ୍ତ ଭିଡିଓକୁ ଆଧାର କରି ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ ଓ ଗ୍ରାମ ପଞ୍ଚାୟତର ସୁପର ଭାଇଜରଙ୍କୁ ନିଲମ୍ବିତ କରିଥିଲା। ଘଟଣା ପରେ ବ୍ଲକ ଶିକ୍ଷା ଅଧିକାରୀ ପୁଲିସ୍‌ ନିକଟରେ କରିଥିବା ଅଭିଯୋଗରେ କହିଥିଲେ ଯେ ଉତ୍ତର ପ୍ରଦେଶ ସରକାରଙ୍କୁ ବଦନାମ କରିବା ପାଇଁ ସାମ୍ବାଦିକ ପବନ ଜୈସୱାଲ ଓ ଗାଁ ସରପଞ୍ଚ ଷଡ଼ଯନ୍ତ୍ର କରି ଏପରି ଏକ ଭିଡିଓ ଉତ୍ତୋଳନ କରିଥିଲେ।

ତେବେ ଏହାକୁ ପବନ ଜୈସୱାଲ ଖଣ୍ଡନ କରିଥିଲେ। ପ୍ରମାଣ ସହ ସେ ସବୁ ତଥ୍ୟ ସାମ୍ନାରେ ରଖିଥିଲେ। ଏଡିଟର୍ସ ଗିଲ୍ଡ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ସାମ୍ବାଦିକଙ୍କ ନାଁରେ ରୁଜୁ ମାମଲା ପ୍ରତ୍ୟାହାର ପାଇଁ ନିବେଦନ କରିଥିଲା। ଶେଷରେ ସରକାର ତଦନ୍ତ କରି ପୂରା ଘଟଣାରେ ସାମ୍ବାଦିକ ପବନଙ୍କୁ କ୍ଲିନ ଚିଟ୍‌ ଦେଇଥିଲେ। ହେଲେ କ୍ୟାନସର ଯୋଗୁ ଶ୍ରୀ ଜୈସୱାଲ ଆଜି ସକାଳ ୬.୪୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story