ରାଜନୀତିକ ଚାପରୁ ନ୍ୟାୟପାଳିକା ସବୁବେଳେ ମୁକ୍ତ ରହିବା ଦରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତରେ ନ୍ୟାୟପାଳିକା ଦୁଇଟି ସିଷ୍ଟମରେ ଚାଲି ପାରିବ ନାହିଁ। ନ୍ୟାୟପାଳିକାର ଗୋଟିଏ ବ୍ୟବସ୍ଥା ଧନୀଙ୍କ ପାଇଁ ଓ ଗରିବଙ୍କ ପାଇଁ ଆଉ ଗୋଟିଏ ସିଷ୍ଟମକୁ କାର୍ଯ୍ୟକାରୀ କରିପାରିବ ନାହିଁ। ନ୍ୟାୟପାଳିକା ସବୁବେଳେ ରାଜନୀତିକ ଚାପରୁ ମୁକ୍ତ ହୋଇ କାମ କରିବା ଦରକାର ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ପୁଲିସକୁ ତୀବ୍ର ଭର୍ତ୍ସନା କରିଛନ୍ତି। ପୁଲିସ୍ କଂଗ୍ରେସ ନେତା ଦେବେନ୍ଦ୍ର ଚୌରାସିଆଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ବହୁଜନ ସମାଜ ପାର୍ଟିର ଜଣେ ବିଧାୟକଙ୍କ […]

SC

SC

Hemant Lenka
  • Published: Thursday, 22 July 2021
  • Updated: 22 July 2021, 05:42 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ନ୍ୟାୟପାଳିକା ଦୁଇଟି ସିଷ୍ଟମରେ ଚାଲି ପାରିବ ନାହିଁ। ନ୍ୟାୟପାଳିକାର ଗୋଟିଏ ବ୍ୟବସ୍ଥା ଧନୀଙ୍କ ପାଇଁ ଓ ଗରିବଙ୍କ ପାଇଁ ଆଉ ଗୋଟିଏ ସିଷ୍ଟମକୁ କାର୍ଯ୍ୟକାରୀ କରିପାରିବ ନାହିଁ। ନ୍ୟାୟପାଳିକା ସବୁବେଳେ ରାଜନୀତିକ ଚାପରୁ ମୁକ୍ତ ହୋଇ କାମ କରିବା ଦରକାର ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।

ଏଥିସହ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ପୁଲିସକୁ ତୀବ୍ର ଭର୍ତ୍ସନା କରିଛନ୍ତି। ପୁଲିସ୍ କଂଗ୍ରେସ ନେତା ଦେବେନ୍ଦ୍ର ଚୌରାସିଆଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ବହୁଜନ ସମାଜ ପାର୍ଟିର ଜଣେ ବିଧାୟକଙ୍କ ସ୍ୱାମୀ ଗୋବିନ୍ଦ ସିଂହଙ୍କୁ ସୁରକ୍ଷା ଯୋଗାଇ ଦେଉଥିବାରୁ ମଧ୍ୟପ୍ରଦେଶ ପୁଲିସ୍‌କୁ କୋର୍ଟ ସମାଲୋଚନା କରିଛନ୍ତି।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ନ୍ୟାୟପାଳିକା ଗୋଟିଏ ସ୍ୱାଧୀନ ସଂସ୍ଥା। ଏହା ସବୁବେଳେ ରାଜନୀତକ ଚାପ ଓ ପ୍ରଭାବରୁ ମୁକ୍ତ ରହି କାର୍ଯ୍ୟ କରିବା ଉଚିତ। ପୁଲିସ୍‌ ଦେବେନ୍ଦ୍ର ଚୌରାସିଆଙ୍କ ହତ୍ୟା ଘଟଣାର ତଦନ୍ତ ଠିକ୍‌ ଭାବେ ଶେଷ କରିନାହିଁ। ଏହି କାରଣରୁ ସୁପ୍ରମକୋର୍ଟ ଶ୍ରୀ ସିଂହଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।

ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ପୁଲିସ୍‌ ଟ୍ରାଏଲ କୋର୍ଟର ବିଚାରପତିଙ୍କ ଉପରେ ଚାପ ପକାଉଥିବାର ପ୍ରମାଣ ମିଳିବାକୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମଧ୍ୟପ୍ରଦେଶ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବାକୁ ସବୁ ପ୍ରକାରର ପ୍ରୟାସ କରୁଛି। ଏହା ସତ୍ତ୍ୱେ ଡିଜିପି ନିଜ ପୁଲିସ୍‌ ବଳର ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି କୋର୍ଟ କହିଛନ୍ତି।

ଦେବେନ୍ଦ୍ରଙ୍କ ପୁଅ ଆବେଦନରେ କହିଥିଲେ ଯେ ଟ୍ରାଏଲ କୋର୍ଟ ବିଚାରପତିଙ୍କ ଉପରେ ଗୋବିନ୍ଦ ସିଂହଙ୍କୁ ସୁରକ୍ଷା ଦେବା ପାଇଁ ବିଏସ୍‌ପି ବିଧାୟକ ଚାପ ପକାଉଛନ୍ତି। ପୁଲିସ୍‌ ମଧ୍ୟ ଏଥିରେ ସହଯୋଗ କରୁଛି। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି, ନ୍ୟାୟପାଳିକାର ସ୍ୱାଧୀନତା ଏହାର ପ୍ରତ୍ୟେକ ବିଚାରପତିଙ୍କ ସ୍ୱାଧୀନତା। ତେଣୁ ସେମାନେ ମଧ୍ୟ ନିଷ୍ପତ୍ତି ନେବାରେ ସର୍ବୋଚ୍ଚ ସ୍ୱାଧୀନତାର ଅଧିକାର ରଖିଛନ୍ତି। ଜିଲ୍ଲାସ୍ତରୀୟ ନ୍ୟାୟପାଳିକାରେ ଚାଲିଥିବା ବ୍ରିଟିଶ ମାନସିକତାରେ ପରିବର୍ତ୍ତନ ହେବା ଦରକାର।

ସୁପ୍ରିମକୋର୍ଟ ପୂର୍ବରୁ ଏହି ଘଟଣାରେ ଅଭିଯୁକ୍ତ ଶ୍ରୀ ସିଂହଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଆଗରେ ଏପ୍ରିଲ ୫ ଯାଏ ସମୟସୀମା ଧାର୍ଯ୍ୟ କରିଥିଲେ। ହେଲେ ପୁଲିସ୍‌ ତାଙ୍କୁ ମେ’ ୨୮ରେ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story