ପୁଣିଥରେ କେସିଆରଙ୍କ ଝିଅ କବିତାଙ୍କୁ ସମନ କଲା ସିବିଆଇ

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ କେ କବିତାଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏହି ଘଟଣାରେ ସିବିଆଇ ତାଙ୍କୁ ଦ୍ୱିତୀୟ ଥର ପାଇଁ ହାଜର ହେବାକୁ ସମନ କରିଛି। ତାଙ୍କୁ ଡିସେମ୍ବର ୧୧ରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ ମଧ୍ୟ ସିବିଆଇ ତାଙ୍କୁ ସମନ କରି ଆଜି ହାଜର ହେବାକୁ କହିଥିଲା। ହେଲେ ବର୍ତ୍ତମାନ ତେଲେଙ୍ଗାନର ଜଣେ ବିଧାୟକ ଭାବେ କାର୍ଯ୍ୟ କରୁଥିବା କେ କବିତା […]

Kavitha

Kavitha

Hemant Lenka
  • Published: Tuesday, 06 December 2022
  • Updated: 06 December 2022, 06:16 PM IST

Sports

Latest News

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ କେ କବିତାଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏହି ଘଟଣାରେ ସିବିଆଇ ତାଙ୍କୁ ଦ୍ୱିତୀୟ ଥର ପାଇଁ ହାଜର ହେବାକୁ ସମନ କରିଛି। ତାଙ୍କୁ ଡିସେମ୍ବର ୧୧ରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

ପୂର୍ବରୁ ମଧ୍ୟ ସିବିଆଇ ତାଙ୍କୁ ସମନ କରି ଆଜି ହାଜର ହେବାକୁ କହିଥିଲା। ହେଲେ ବର୍ତ୍ତମାନ ତେଲେଙ୍ଗାନର ଜଣେ ବିଧାୟକ ଭାବେ କାର୍ଯ୍ୟ କରୁଥିବା କେ କବିତା ସମନ ଅନୁସାରେ ହାଇଦ୍ରାବାଦ କିମ୍ବା ଦିଲ୍ଲୀ ସିବିଆଇରେ ହାଜର ହୋଇ ନଥିଲେ।
ସେ ସମନର ଜବାବରେ ସିବିଆଇକୁ ଚିଠି ଲେଖି ଜେରା ପାଇଁ ୧୧ରୁ ୧୫ ମଧ୍ୟରେ କୌଣସି ତାରିଖ ବାଛିବାକୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ଗ୍ରହଣ କରି ସିବିଆଇ ତାଙ୍କୁ ଡିସେମ୍ବର ୧୧ରେ ହାଜର ହେବାକୁ କହିଛି।

ଡିସେମ୍ବର ୨ରେ ସିବିଆଇ କେ କବିତାଙ୍କୁ ସମନ କରି ୬ ତାରିଖରେ ହାଜର ହେବାକୁ କହିଥିଲା। କବିତା ନିଜ ଇଚ୍ଛା ଅନୁସାରେ ହାଇଦ୍ରାବାଦ କିମ୍ବା ଦିଲ୍ଲୀରେ ଥିବା ସିବିଆଇ ମୁଖ୍ୟାଳୟରେ ହାଜର ହୋଇ ନିଜର ପକ୍ଷ ଦିନ ୧୧ଟା ବେଳକୁ ରଖି ପାରିବେ ବୋଲି ସମନରେ ସିବିଆଇ କହିଥିଲା। ହେଲେ ସେ ଆଜି ହାଜର ନ ହେବାରୁ ତାଙ୍କୁ ଦ୍ୱିତୀୟ ଥର ପାଇଁ ସମନ କରାଯାଇଛି।

ସିବିଆଇ ପ୍ରଥମ ସମନରେ କହିଥିଲା ଯେ “ତଦନ୍ତ ବେଳେ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଆପଣଙ୍କ(କବିତା) ପକ୍ଷ ଜାଣିବା ଜରୁରୀ। ତଦନ୍ତ ପ୍ରକ୍ରିୟାରେ ଆପଣଙ୍କ ତଥ୍ୟର ବେଶ ଗୁରୁତ୍ୱ ରହିଛି। ତେଣୁ ଆପଣ ସିବିଆଇ ମୁଖ୍ୟାଳୟ କିମ୍ବା ହାଇଦ୍ରାବାଦ କାର୍ଯ୍ୟାଳୟରେ ହାଜର ହୁଅନ୍ତୁ।”

ଇଡି ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗତ ବୁଧବାର ଗୁରୁଗ୍ରାମରୁ ବ୍ୟବସାୟୀ ଅମିତ ଅରୋରାଙ୍କୁ ଗିରଫ କରିଥିଲା। ତାଙ୍କୁ ଗିରଫ ପରେ ଇଡି ଅଧିକାରୀମାନେ ଜେରା କରିଥିଲେ। ଏହି ସମୟରେ ସେ ଦେଇଥିବା ବୟାନକୁ ଆଧାର କରି କେସିଆରଙ୍କ ଝିଅ କବିତାଙ୍କ ନାଁ ମାମଲାରେ ଯୋଡ଼ା ଯାଇଥିଲା।

ଅବକାରୀ ନୀତି ସହ ସାଉଥ ଗ୍ରୁପର ଲିଙ୍କ ରହିଛି। ଏହି ଗ୍ରୁପର ପ୍ରମୁଖ ସଦସ୍ୟ ହେଉଛନ୍ତି କବିତା। ଅନ୍ୟତମ ଗିରଫ ବ୍ୟବସାୟୀ ବିଜୟ ନାୟରଙ୍କ ମାଧ୍ୟମରେ ସାଉଥ ଗ୍ରୁପ ଦିଲ୍ଲୀର କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ) ନେତାମାନଙ୍କୁ ଅତି କମରେ ୧୦୦ କୋଟି ଟଙ୍କା ଦେଇଥିବା ଇଡି ଦାବି କରିଛି। ଇଡିର ଏପରି ଦାବି ପରେ ସିବିଆଇ ଏବେ କବିତାଙ୍କୁ ସମନ କରିଥିବା ଜଣାପଡ଼ିଛି।

ଦିଲ୍ଲୀରେ ଲାଗୁ ହୋଇ ପରେ ପ୍ରତ୍ୟାହାର ହୋଇ ସାରିଥିବା ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ସୁପାରିସକ୍ରମେ ସିବିଆଇ ପ୍ରଥମେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା।

କିନ୍ତୁ ସିବିଆଇ ଦାଖଲ କରିଥିବା ଚାର୍ଜଶିଟରେ ସିସୋଦିଆଙ୍କ ନାଁ ନଥିଲା। ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ମଧ୍ୟ ରୁଜୁ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story