ହଠାତ୍‌ ରାହୁଲ ଗାନ୍ଧିଙ୍କୁ ଭେଟିଲେ କହ୍ନେୟା କୁମାର, କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜେଏନ୍‌ୟୁର ପୂର୍ବତନ ସଭାପତି ତଥା ଛାତ୍ର ନେତା କହ୍ନେୟା କୁମାର ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ପରେ କହ୍ନେୟା କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିନ୍ତୁ ଏ ସମ୍ପର୍କରେ କହ୍ନେୟା କିମ୍ବା କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, “ଅନେକ ଲୋକ ରାହୁଲ ଗାନ୍ଧିଙ୍କୁ ଭେଟୁଛନ୍ତି ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ତେଣୁ କହ୍ନେୟାଙ୍କ ଭେଟଘାଟ ସମ୍ପର୍କରେ […]

Kanhaiya-Kumar

Kanhaiya-Kumar

Hemant Lenka
  • Published: Thursday, 16 September 2021
  • Updated: 16 September 2021, 04:59 PM IST

Sports

Latest News

ନୂଆଦିଲ୍ଲୀ: ଜେଏନ୍‌ୟୁର ପୂର୍ବତନ ସଭାପତି ତଥା ଛାତ୍ର ନେତା କହ୍ନେୟା କୁମାର ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ପରେ କହ୍ନେୟା କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିନ୍ତୁ ଏ ସମ୍ପର୍କରେ କହ୍ନେୟା କିମ୍ବା କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, “ଅନେକ ଲୋକ ରାହୁଲ ଗାନ୍ଧିଙ୍କୁ ଭେଟୁଛନ୍ତି ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ତେଣୁ କହ୍ନେୟାଙ୍କ ଭେଟଘାଟ ସମ୍ପର୍କରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ଯଦି ଚର୍ଚ୍ଚା ଅନୁସାରେ ସେମିତି କିଛି ଘଟିବ, ତା’ହେଲେ ଆମେ ଆପଣମାନଙ୍କୁ ନିଶ୍ଚିତ କହିବୁ।”

ସୂତ୍ର ଅନୁସାରେ, କଂଗ୍ରେସ ନିକଟରେ ନୂଆ ବିହାର ମୁଖ୍ୟଙ୍କ ନାଁ ଘୋଷଣା କରିବେ। ଏହି ଘୋଷଣା ପରେ କହ୍ନେୟା କଂଗ୍ରେସରେ ଯୋଗ ଦେଇପାରନ୍ତି। ଏହାବାଦ୍‌ ୨୦୨୫ ବିହାର ବିଧାନସଭା ନିର୍ବାଚନ ବେଳେ କହ୍ନେୟାଙ୍କୁ କଂଗ୍ରେସରେ ସାମିଲ ହେବାକୁ ମଧ୍ୟ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା। କଂଗ୍ରେସରେ ତାଙ୍କୁ ସ୍ୱତନ୍ତ୍ର ସ୍ଥାନ ଦେବାକୁ ଦଳ ବିଚାର କରୁଥିବା ଜଣାପଡ଼ିଛି।

ବର୍ତ୍ତମାନ କହ୍ନେୟା ସିପିଆଇର ସଦସ୍ୟ ରହିଛନ୍ତି। ନିଜର ବେଧଡ଼କ ଭାଷଣ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୨୦୧୯ ଲୋକସଭା ନିର୍ବାଚନ ବେଳେ ସିପିଆଇ ତାଙ୍କୁ ବେଗୁସରାଇରୁ ପ୍ରାର୍ଥୀ କରିଥିଲା। ହେଲେ ଏଠାରେ ତାଙ୍କୁ ବିଜେପି ହେଭିୱେଟ ଗିରିରାଜ ସିଂହଙ୍କ ଠାରୁ ପରାସ୍ତ ହେବାକୁ ପଡ଼ିଥିଲା। ଏବେ ସେ କଂଗ୍ରେସରେ ସାମିଲ ହୋଇ ନିଜ ଭାଗ୍ୟ ବଦଳାଇବାକୁ ଚେଷ୍ଟା କରୁଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story