କଂଗ୍ରେସ ବିନା ୟୁପିଏର ଅର୍ଥ ଆତ୍ମା ବିନା ଶରୀର, ମମତାଙ୍କୁ କାଉଣ୍ଟର କଲେ କପିଲ ଶିବଲ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ୟୁପିଏ’ ଆଉ ନାହିଁ ବୋଲି କହିବା ପରଠାରୁ ରାଜନୀତିକ ହଟଚମଟ ଆରମ୍ଭ ହୋଇଯାଇଛି। ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିବା ପରେ ମମତା ୟୁପିଏକୁ ନେଇ ଏମିତି ବୟାନ ଦେବେ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷ କରି କଂଗ୍ରେସ ନେତାମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଏହିକ୍ରମରେ ବରିଷ୍ଠ ନେତା କପିଲ ଶିବଲ ଆଜି ମମତାଙ୍କ ବୟାନକୁ କାଉଣ୍ଟର କରିଛନ୍ତି। କଂଗ୍ରେସ ବିନା ୟୁପିଏ ଗଠନ କରିବା […]

Kapil-sibal

Kapil-sibal

Hemant Lenka
  • Published: Thursday, 02 December 2021
  • Updated: 02 December 2021, 01:42 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ୟୁପିଏ’ ଆଉ ନାହିଁ ବୋଲି କହିବା ପରଠାରୁ ରାଜନୀତିକ ହଟଚମଟ ଆରମ୍ଭ ହୋଇଯାଇଛି। ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିବା ପରେ ମମତା ୟୁପିଏକୁ ନେଇ ଏମିତି ବୟାନ ଦେବେ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ବିଶେଷ କରି କଂଗ୍ରେସ ନେତାମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଏହିକ୍ରମରେ ବରିଷ୍ଠ ନେତା କପିଲ ଶିବଲ ଆଜି ମମତାଙ୍କ ବୟାନକୁ କାଉଣ୍ଟର କରିଛନ୍ତି। କଂଗ୍ରେସ ବିନା ୟୁପିଏ ଗଠନ କରିବା ଯିବାର ଅର୍ଥ ହେଉଛି ଆତ୍ମା ବିନା ଶରୀର। କଂଗ୍ରେସ ବିନା ୟୁପିଏର କୌଣସି ମୂଲ୍ୟ ନାହିଁ। ବିରୋଧୀ ଦଳଗୁଡ଼ିକୁ ଏକତା ଦେଖାଇବାର ସମୟ ଆସି ଯାଇଛି ବୋଲି ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ଶ୍ରୀ ଶିବଲ ଟ୍ୱିଟ ଯୋଗେ ୟୁପିଏ ପାଇଁ କଂଗ୍ରେସର ଯୋଗଦାନ କେତେ ଗୁରୁତ୍ୱପୂର୍ଣ୍ଣ ସେକଥା ଜଣାଇବାକୁ ଚାହିଁଛନ୍ତି।

ବୁଧବାର ମମତା ବାନାର୍ଜୀ ମୁମ୍ବାଇରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟ ମଜବୁତ ବିରୋଧୀ ସାମ୍ମୁଖ୍ୟ ଗଠନ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ସାମ୍ବାଦିକମାନେ ମମତା ବାନାର୍ଜୀଙ୍କୁ ପ୍ରଶ୍ନ କରିଥିଲେ। ସେମାନେ କହିଥିଲେ କି କ’ଣ ଶରଦ ପାୱାର ୟୁପିଏର ଅଧ୍ୟକ୍ଷ ହେବାକୁ ମମତା ଚାହୁଁଛନ୍ତି?

ଏହାର ଜବାବରେ ମମତା କହିଥିଲେ ଯେ “ୟୁପିଏ କ’ଣ? ଏବେ ଆଉ ୟୁପିଏ ବୋଲି କିଛି ନାହିଁ। ଆମେ ଗୋଟିଏ ମଜବୁତ ବିକଳ୍ପ ଚାହୁଁଛୁ।” ଏପରି ବୟାନ ଦେଇ ମମତା କଂଗ୍ରେସକୁ ଟାର୍ଗେଟ କରିଥିଲେ। କାରଣ କଂଗ୍ରେସ ନେତୃତ୍ୱରେ ହିଁ ୟୁପିଏ ଗଠନ ହୋଇଥିଲା।

ଏକଦା ମମତା ମଧ୍ୟ ୟୁପିଏର ଅଂଶ ଥିଲେ। କିନ୍ତୁ ଏବେ ମମତା କଂଗ୍ରେସ ଠାରୁ ଦୂରେଇ ଯାଇଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ବେଳେ ବି ସେ କଂଗ୍ରେସ ସହ କୌଣସି ଗଠବନ୍ଧନ କରି ନଥିଲେ।

କଂଗ୍ରେସ ବେଙ୍ଗଲରେ ବାମ ଦଳ ସହ ମେଣ୍ଟ କରି ବିଜେପି ଓ ମମତାଙ୍କ ଟିଏମସି ବିରୋଧରେ ଲଢ଼ିଥିଲା। ବେଙ୍ଗଲରେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ବେଳେ ଦିନି ହ୍ୟାଟ୍ରିକ ବିଜୟ ସହ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story