ଭୟଙ୍କର ହେଲାଣି ଏହି ରାଜ୍ୟର କରୋନା ସ୍ଥିତି, ଦିନକରେ ୫୦ ହଜାରରୁ ଅଧିକ ସଂକ୍ରମିତ

ବେଙ୍ଗାଲୁରୁ: ମହାମାରୀ କରୋନାର ଦ୍ୱିତୀୟ ଲହର କର୍ଣ୍ଣାଟକାର ସ୍ଥିତିକୁ ଦିନକୁ ବେହାଲ କରିବାରେ ଲାଗିଛି। ଏମିତି ହେଲାଣି ଯେ କର୍ଣ୍ଣାଟକର କରୋନା ସ୍ଥିତି ମହାରାଷ୍ଟ୍ରକୁ ଅତିକ୍ରମ ବସିଲାଣି। ଦିନକରେ ପୂରା ରାଜ୍ୟରରୁ ରେକର୍ଡ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା କର୍ଣ୍ଣାଟକାରେ କରୋନାର ସର୍ବକାଳୀନ ରେକର୍ଡ। ରାଜଧାନୀ ବେଙ୍ଗାଲୁରୁରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଦୈନିକ ପଜିଟିଭିଟି ରେଟ୍‌ ୫୫% ରହିଥିବା ବେଳେ ଆଜି ୨୩ ହଜାରରୁ ଅଧିକ ଲୋକଙ୍କ ଟେଷ୍ଟ ରିପୋର୍ଟ […]

Corona2

Corona2

Hemant Lenka
  • Published: Wednesday, 05 May 2021
  • Updated: 05 May 2021, 09:13 PM IST

Sports

Latest News

ବେଙ୍ଗାଲୁରୁ: ମହାମାରୀ କରୋନାର ଦ୍ୱିତୀୟ ଲହର କର୍ଣ୍ଣାଟକାର ସ୍ଥିତିକୁ ଦିନକୁ ବେହାଲ କରିବାରେ ଲାଗିଛି। ଏମିତି ହେଲାଣି ଯେ କର୍ଣ୍ଣାଟକର କରୋନା ସ୍ଥିତି ମହାରାଷ୍ଟ୍ରକୁ ଅତିକ୍ରମ ବସିଲାଣି। ଦିନକରେ ପୂରା ରାଜ୍ୟରରୁ ରେକର୍ଡ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହା କର୍ଣ୍ଣାଟକାରେ କରୋନାର ସର୍ବକାଳୀନ ରେକର୍ଡ। ରାଜଧାନୀ ବେଙ୍ଗାଲୁରୁରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଦୈନିକ ପଜିଟିଭିଟି ରେଟ୍‌ ୫୫% ରହିଥିବା ବେଳେ ଆଜି ୨୩ ହଜାରରୁ ଅଧିକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କେବଳ ସଂକ୍ରମଣ ନୁହେଁ, ମୃତ୍ୟୁସଂଖ୍ୟା ମଧ୍ୟ ରାଜ୍ୟରେ ବଢ଼ିବାରେ ଲାଗିଛି।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୫୦,୧୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ବେଙ୍ଗାଲୁରୁରୁ ୨୩,୧୦୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ପୂରା ରାଜ୍ୟରେ ୩୪୬ ଜଣଙ୍କ ମୁଣ୍ଡ ନେଇଛି କରୋନା।

କର୍ଣ୍ଣାଟକାରେ ପଜିଟିଭିଟି ରେଟ୍‌ ୩୨% ରହିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଆଜି ୫୦,୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ୨୬,୮୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୪,୮୭,୨୮୮ ରହିଛି। କେବଳ ବେଙ୍ଗାଲୁରୁରେ ଏହି ସଂଖ୍ୟା ୩ ଲକ୍ଷ ଉପରେ ରହିଛି।

କର୍ଣ୍ଣାଟକାରେ ପ୍ରଥମ କରୋନା ଆକ୍ରାନ୍ତ ୨୦୨୦ ମସିହା ମାର୍ଚ୍ଚ୮ରେ ଚିହ୍ନଟ ହୋଇଥିଲେ। ସେବେଠାରୁ ଇତି ମଧ୍ୟରେ ମୋଟ ୧୭,୪୧,୦୪୬ ଜଣ ଏଥିରେ ଆକ୍ରାନ୍ତ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରୁ ୧୨,୩୬,୮୫୪ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ୧୬,୮୮୪ ଜଣ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ରାଜ୍ୟରେ ୪୪,୩୩୧ ଜଣ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ଓ ୨୯୨ ଜଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story