ଏହି ଦୁଇ ରାଜ୍ୟରୁ ଆସିଲେ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି କର୍ଣ୍ଣାଟକା ସରକାର। ଏଣିକି ପଡ଼ୋଶୀ ମହାରାଷ୍ଟ୍ର ଓ କେରଳରୁ ରାଜ୍ୟକୁ ଆସୁଥିବା ଲୋକଙ୍କ ପାଇଁ ଆରିଟି ପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ। ୭୨ ଘଣ୍ଟା ପୂର୍ବର ନେଗେଟିଭ ରିପୋର୍ଟ ଦେଖାଇ ଜଣେ ବ୍ୟକ୍ତି ରାଜ୍ୟ ଭିତରକୁ ପ୍ରବେଶ କରିପାରିବ ବୋଲି କର୍ଣ୍ଣାଟକା ସରକାର ଗାଇଡଲାଇନରେ କହିଛନ୍ତି। ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ […]

Corona1

Corona1

Hemant Lenka
  • Published: Saturday, 31 July 2021
  • Updated: 31 July 2021, 08:45 PM IST

Sports

Latest News

ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି କର୍ଣ୍ଣାଟକା ସରକାର। ଏଣିକି ପଡ଼ୋଶୀ ମହାରାଷ୍ଟ୍ର ଓ କେରଳରୁ ରାଜ୍ୟକୁ ଆସୁଥିବା ଲୋକଙ୍କ ପାଇଁ ଆରିଟି ପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ।

୭୨ ଘଣ୍ଟା ପୂର୍ବର ନେଗେଟିଭ ରିପୋର୍ଟ ଦେଖାଇ ଜଣେ ବ୍ୟକ୍ତି ରାଜ୍ୟ ଭିତରକୁ ପ୍ରବେଶ କରିପାରିବ ବୋଲି କର୍ଣ୍ଣାଟକା ସରକାର ଗାଇଡଲାଇନରେ କହିଛନ୍ତି। ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବ।

ବିମାନ, ଟ୍ରେନ, ବସ୍‌ କିମ୍ବା ବ୍ୟକ୍ତିଗତ ଗାଡ଼ିରେ ମହାରାଷ୍ଟ୍ର ଓ କେରଳରୁ ଆସୁଥିବା ଲୋକମାନଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିମାନବନ୍ଦର କର୍ତ୍ତୃପକ୍ଷ, ରେଳବାଇ ଓ ବସ୍‌ କଣ୍ଡକ୍ଟରମାନଙ୍କୁ ଏ ସମ୍ପର୍କ ଅବଗତ କରାଯାଇଛି।

ଯେଉଁମାନଙ୍କ ପାଖରେ ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ନଥିବ, ସେମାନଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ବୋର୍ଡିଂ ପାସ୍‌ ଦେବେ ନାହିଁ। ଟ୍ରେନ ଓ ବସ୍‌ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ ହେବ। ମହାରାଷ୍ଟ୍ର ଓ କେରଳ ସୀମାକୁ ଲାଗିଥିବା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଯାଞ୍ଚ କରିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କର୍ଣ୍ଣାଟକାରେ ଏବେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି। ଦୁଇଦିନ ମଧ୍ୟରେ ସଂକ୍ରମଣ ୩୪% ବଢ଼ିବାରୁ କର୍ଣ୍ଣାଟକା ସରକାର ଏପରି ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ର ଓ କେରଳରୁ ଏବେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଗକୁ ତୃତୀୟ ୱେଭ ଆସିବାକୁ ଥିବା ବେଳେ ଏହାକୁ ରୋକିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story