୨୩ ଯାଏ ବଢ଼ିଲା କଟକଣା: ଏହି ସବୁ ଜିଲ୍ଲାରେ ଲାଗୁ ହେବ ‘ଟ୍ରିପଲ ଲକଡାଉନ’

ଥରୁବନନ୍ତପୁରମ: ମହମାରୀ କରୋନା ସଂକ୍ରମଣ କମୁ ନଥିବାରୁ ଆସନ୍ତା ୨୩ ତାରିଖ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି କେରଳ ସରକାର। ସମଗ୍ର ରାଜ୍ୟରେ ଆସନ୍ତା ୨୩ ତାରିଖ ଯାଏ ଲକଡାଉନ ପାଳନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଘୋଷଣା କରିଛନ୍ତି। ସେ କହିଛନ୍ତି, ୪ଟି ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ଥିବାରୁ ସେଠାରେ ଟ୍ରିପଲ ଲକଡାଉନ ବ୍ୟବସ୍ଥା ଲାଗୁ କରାଯିବ। ସେହି ଜିଲ୍ଲା ଗୁଡ଼ିକ ହେଲା ଥିରୁବନନ୍ତପୁରମ, ଥ୍ରୀସୁର, ଏର୍ଣ୍ଣାକୁଲମ ଓ ମାଲ୍ଲାପୁରମ। […]

LockDown

LockDown

Hemant Lenka
  • Published: Friday, 14 May 2021
  • Updated: 14 May 2021, 06:57 PM IST

Sports

Latest News

ଥରୁବନନ୍ତପୁରମ: ମହମାରୀ କରୋନା ସଂକ୍ରମଣ କମୁ ନଥିବାରୁ ଆସନ୍ତା ୨୩ ତାରିଖ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି କେରଳ ସରକାର। ସମଗ୍ର ରାଜ୍ୟରେ ଆସନ୍ତା ୨୩ ତାରିଖ ଯାଏ ଲକଡାଉନ ପାଳନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଘୋଷଣା କରିଛନ୍ତି।

ସେ କହିଛନ୍ତି, ୪ଟି ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ଥିବାରୁ ସେଠାରେ ଟ୍ରିପଲ ଲକଡାଉନ ବ୍ୟବସ୍ଥା ଲାଗୁ କରାଯିବ। ସେହି ଜିଲ୍ଲା ଗୁଡ଼ିକ ହେଲା ଥିରୁବନନ୍ତପୁରମ, ଥ୍ରୀସୁର, ଏର୍ଣ୍ଣାକୁଲମ ଓ ମାଲ୍ଲାପୁରମ। ଏହାରେ ରାଜ୍ୟର ଅନ୍ୟ ପ୍ରାନ୍ତଗୁଡ଼ିକ ତୁଳନାରେ କଟକଣା ଅଧିକ କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।

ଟ୍ରିପଲ ଲକଡାଉନ ଅର୍ଥ ତ୍ରି-ସ୍ତରୀୟ କଟକଣା। ଏହି ସମୟରେ କେହି ବି ଘରୁ ବାହାରିପାରିବେ ନାହିଁ। କେବଳ ମେଡିସିନ, କିଛି ହାତ ଗଣତି ଅନ୍ୟ ଜରୁରୀ ସାମଗ୍ରୀ ଦୋକାନ ଓ ହସ୍ପିଟାଲ ଖୋଲିବ। ଲୋକମାନେ କେବଳ ମେଡିସିନ କିଣିବାକୁ ଉପଯୁକ୍ତ ପ୍ରେସକ୍ରିପସନ ଦେଖାଇ ଦୋକାନକୁ ଯାଇପାରିବେ।

ଟ୍ରିପଲ ଲକଡାଉନ ବେଳେ ପୁଲିସ୍‌ ୨୪ ଘଣ୍ଟିଆ ପ୍ୟାଟ୍ରୋଲିଂ କରିବ। ସ୍ୱାସ୍ଥ୍ୟ ଅଧିକାରୀମାନେ ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦେବେ। ଏହା ଏକ ପ୍ରକାରର କଣ୍ଟେନମେଣ୍ଟ ଜୋନ ଭାବେ ବିବେଚନା କରାଯିବ। ଟ୍ରିପଲ ଲକଡାଉନ ଅଞ୍ଚଳରେ ରହୁଥିବା ଲୋକମାନେ ଜରୁରୀ ସାମଗ୍ରୀ ପୁଲିସ୍‌କୁ ଫୋନ କରି ମାଗିବେ। ପୁଲିସ୍‌ ଓ ସ୍ୱେଚ୍ଛାସେବୀ ଲୋକଙ୍କ ଘର ପାଖରେ ଜରୁରୀ ସାମଗ୍ରୀ ପହଞ୍ଚାଇବେ। ଘରୁ ବାହାରୁ ଥିବା ଲୋକମାନେ ଉପଯୁକ୍ତ ପରିଚୟପତ୍ର ଧରି ଆସିବେ। ଏହାକୁ ପୁଲିସ୍‌ ଯାଞ୍ଚ କରିବା ପରେ ସେମାନଙ୍କୁ ରାସ୍ତାରେ ଯିବାକୁ ଅନୁମତି ମିଳିବ। ଯଦି କେହି ନିୟମ ଭାଙ୍ଗିବେ, ତା’ହେଲେ ସେମାନଙ୍କ ବିରୋଧରେ ଫାଇନ କଟାଯିବା ସହ ଅପରାଧିକ ମାମଲା ହେବ।

ଗତବର୍ଷ ମଧ୍ୟ କେରଳ ସରକାର କେବଳ ରାଜଧାନୀ ଥିରୁବନନ୍ତପୁରମରେ ଟ୍ରିପଲ ଲକଡାଉନ ଲାଗୁ କରିଥିଲେ। ଏବେ କେରଳର ଥିରୁବନନ୍ତପୁରମ, ଥ୍ରୀସୁର, ଏର୍ଣ୍ଣାକୁଲମ ଓ ମାଲ୍ଲାପୁରମ ଜିଲ୍ଲାରେ ପଜିଟିଭିଟି ରେଟ୍‌ ୨୫% ଉପରେ ରହିଛି। ତେଣୁ ଏଠାରେ ଟ୍ରିପଲ ଲକଡାଉନ ଲାଗୁ କରାଯାଇଛି।

ପୂର୍ବରୁ ଏଠାରେ ଲକଡାଉନ ବେଳେ ଯେଉଁ କୋହଳ ନୀତି ଆପଣା ଯାଇଥିଲା, ତା’କୁ ପ୍ରତ୍ୟାହାର କରି ନିଆଯିବ। କେବଳ ଟ୍ରିପଲ ଲକଡାଉନ ନିୟମକୁ ପାଳନ କରାଯିବ।

କେରଳ ସରକାର ମେ’ ୮ରୁ ୧୬ ତାରିଖ ଯାଏ ସଂପୂର୍ଣ୍ଣ ରାଜ୍ୟରେ ଲକଡାଉନ ଲାଗୁ କରିଥିଲେ। ଏହାପୂର୍ବରୁ ମେ’ ୪ ତାରିଖ ଯାଏ ରାଜ୍ୟରେ ଲକଡାଉନ ଭଳି କଟକଣା ଲାଗୁ କରାଯାଇଥିଲା। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ଲକଡାଉନ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ଆଧାର କରି ୮ ତାରିଖରୁ ୧୬ ତାରିଖ ଯାଏ ପୂରା ରାଜ୍ୟରେ ଲକଡାଉନ ଲାଗୁ କରାଯାଇଥିଲା।

ଲକଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ବ୍ୟତୀତ ଆଉ ସବୁ କିଛି ବନ୍ଦ ରହିବ। ସେହିପରି ଜରୁରୀ ସେବାରେ ନିୟୋଜିତ କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ।

କେରଳ ପୂର୍ବରୁ ଦିଲ୍ଲୀ, ମହାରାଷ୍ଟ୍ର, ବିହାର ଓ ଝାରଖଣ୍ଡ ଭଳି ରାଜ୍ୟ ଗୁଡ଼ିକରେ ମଧ୍ୟ ଲକଡାଉନ ଅବଧି ବୃଦ୍ଧି କରାଯାଇଥିଲା। ଓଡ଼ିଶାରେ ଲାଗୁ ହୋଇଥିବା ଲକଡାଉନ ୧୯ ତାରିଖରେ ଶେଷ ହେବାକୁ ଯାଉଛି। ଏବେ ସବୁ ରାଜ୍ୟ ଲକଡାଉନ ବୃଦ୍ଧି କରୁଥିବାରୁ ଓଡ଼ିଶା ସରକାର ମଧ୍ୟ ମେ’ ୩୧ ଯାଏ ଲକଡାଉନ ବୃଦ୍ଧି କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story