୧୦୦% ଟିକାକରଣ କରିବାରେ ଦେଶର ପ୍ରଥମ ଜିଲ୍ଲା

କିନ୍ନାଉର: ହିମାଚଳପ୍ରଦେଶର ଆଦିବାସୀ ବହୁଳ ଜିଲ୍ଲା କିନ୍ନାଉର କୋଭିଡ ବିରୋଧୀ ଟିକାକରଣରେ ନୂଆ ରେକର୍ଡ କରିଛି। ଦେଶର ପ୍ରଥମ ଜିଲ୍ଲା ଭାବେ କିନ୍ନାଉର୍‌ରେ ୧୦୦% ଯୋଗ୍ୟ ଲୋକଙ୍କୁ ଟିକାର ଡବଲ ଦିଆଯାଇ ପାରିଛି। ଜିଲ୍ଲାରେ ରହୁଥିବା ସମସ୍ତ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ଦେବାକୁ ପ୍ରଶାସନ ସକ୍ଷମ ହୋଇଥିବା ସୂଚନା ଦେଇଛି। କିନ୍ନାଉର୍‌ର ଡେପୁଟି କମିଶନର ଆବିଦ ହୁସେନ ସିଦ୍ଦିକ କହିଛନ୍ତି, ଏହା ସମଗ୍ର ଦେଶ ପାଇଁ ଗୋଟିଏ ଭଲ ଖବର। […]

Vaccine

Vaccine

Hemant Lenka
  • Published: Saturday, 16 October 2021
  • Updated: 16 October 2021, 03:34 PM IST

Sports

Latest News

କିନ୍ନାଉର: ହିମାଚଳପ୍ରଦେଶର ଆଦିବାସୀ ବହୁଳ ଜିଲ୍ଲା କିନ୍ନାଉର କୋଭିଡ ବିରୋଧୀ ଟିକାକରଣରେ ନୂଆ ରେକର୍ଡ କରିଛି। ଦେଶର ପ୍ରଥମ ଜିଲ୍ଲା ଭାବେ କିନ୍ନାଉର୍‌ରେ ୧୦୦% ଯୋଗ୍ୟ ଲୋକଙ୍କୁ ଟିକାର ଡବଲ ଦିଆଯାଇ ପାରିଛି। ଜିଲ୍ଲାରେ ରହୁଥିବା ସମସ୍ତ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ଦେବାକୁ ପ୍ରଶାସନ ସକ୍ଷମ ହୋଇଥିବା ସୂଚନା ଦେଇଛି।

କିନ୍ନାଉର୍‌ର ଡେପୁଟି କମିଶନର ଆବିଦ ହୁସେନ ସିଦ୍ଦିକ କହିଛନ୍ତି, ଏହା ସମଗ୍ର ଦେଶ ପାଇଁ ଗୋଟିଏ ଭଲ ଖବର। ଆମେ ଗୋଟିଏ ମାସ ପୂର୍ବରୁ ଜିଲ୍ଲାରେ ଥିବା ସମସ୍ତ ୬୦,୩୦୫ ଜଣ ଟିକା ନେବାକୁ ଯୋଗ୍ୟ ଥିବା ଲୋକଙ୍କ ଟିକାକରଣ କରିପାରିଛୁ। ଏହା ଏକ ପାହାଡ଼ିଆ ଜିଲ୍ଲା ହୋଇଥିବା ବେଳେ ଏଠାରେ ଛୋଟ ଛୋଟ ୮,୯୦୦ଟି ଗାଁ ରହିଛି। ତଥାପି ଲୋକଙ୍କ ସହଯୋଗ ବଳରେ ୧୦୦% ଲୋକଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ଦିଆଯାଇ ପାରିଛି। ନଭେମ୍ବର ୩୦ ସୁଦ୍ଧା ୧୦୦% ଟିକାକରଣ କରିବାକୁ ରାଜ୍ୟ ସରକାର ସମୟ ଧାର୍ଯ୍ୟ କରିଥିଲେ। କିନ୍ତୁ ଏହାପୂର୍ବରୁ ହିଁ ଲୋକଙ୍କୁ ଟିକା ଦିଆଯାଇ ପାରିଛି।

ଟିକାକରଣ କାର୍ଯ୍ୟକ୍ରମରେ ୨୦୦ ପାରାମେଡିକାଲ ଷ୍ଟାଫ, ଆଶା କର୍ମୀ ଓ ମେଡିକାଲ ଟିମ ନିୟୋଜିତ ହୋଇଥିଲେ। ସେମାନେ ଚାଲିଚାଲି ପାହାଡ଼ିଆ ଓ ସଂକୀର୍ଣ୍ଣ ରାସ୍ତା ଅତିକ୍ରମ କରି ଜିଲ୍ଲାରେ ଲୋକଙ୍କ ଟିକାକରଣ କରିଥିବା ହୁସେନ କହିଛନ୍ତି।

ଆଜି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଟ୍ୱିଟ କରି କିନ୍ନାଉର୍‌ରେ ୧୦୦% ଯୋଗ୍ୟ ଲୋକଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ଦିଆଯାଇଥିବା ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଗୋଟିଏ ଭିଡିଓ ମଧ୍ୟ ସେ ପୋଷ୍ଟ କରିଛନ୍ତି। ଏଥିରେ ଟିକାକରଣ କେଉଁଭଳି କରାଯାଉଥିଲା, ତା’ର କିଛି ଝଲକ ରହିଛି।

ସେ କହିଛନ୍ତି, “କିନ୍ନାଉର ଜିଲ୍ଲା ସମସ୍ତ ଯୋଗ୍ୟ ଲୋକଙ୍କୁ ଟିକାର ଡବଲ ଡୋଜ୍‌ ପ୍ରଦାନ କରି ନୂଆ ଇତିହାସ ରଚିଛି। ଦୁର୍ଗମ ଅଞ୍ଚଳରେ ଅନେକ ସମସ୍ୟା ସତ୍ତ୍ୱେ ବଡ଼ ସଫଳତା ମିଳିଛି। ଏଠାରେ ରହୁଥିବା ୬୦,୩୦୫ ଜଣଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story