ସମୁଦ୍ର ଭିତରେ ଓ ବାହାରେ ଲୋକଙ୍କ ବିଶାଳ ବିକ୍ଷୋଭ, ଜାଣନ୍ତୁ କାରଣ

ଥିରୁଭନନ୍ତପୁରମ: ବିବାଦୀୟ ପ୍ରସ୍ତାବିତ ନୂଆ ଆଇନକୁ ନେଇ ଲାକ୍ଷାଦ୍ୱୀପରେ ସାଂଘାତିକ ବିକ୍ଷୋଭ ଦେଖିବାକୁ ମିଳିଛି। ପ୍ରସ୍ତାବିତ ନୂଆ ଆଇନକୁ ନେଇ ଆଜି ଲାକ୍ଷାଦ୍ୱୀପର ହଜାର ହଜାର ଲୋକ ସେମାନଙ୍କ ଘର ଆଗରେ, ସମୁଦ୍ର କୂଳରେ ଓ ପାଣି ଭିତରେ ପ୍ଲାକାର୍ଡ ଧରି ୧୨ ଘଣ୍ଟିଆ ଅନଶନ କରିଛନ୍ତି। ନୂଆ ପ୍ରସ୍ତାବିତ ଆଇନ ମାଳଦ୍ୱୀପ ଭଳି ଲାକ୍ଷାଦ୍ୱୀପକୁ ଗଢ଼ି ତୋଳିବ ବୋଲି ଆଡମିନଷ୍ଟ୍ରେଟର ପ୍ରଫୁଲ୍ଲ ଖୋଡା ପଟେଲ କହୁଥିଲେ ହେଁ ଲୋକମାନେ ଏହାକୁ ବିରୋଧ କରୁଛନ୍ତି। ବିକ୍ଷୋଭକାରୀ କହିଛନ୍ତି, […]

protest

protest

Hemant Lenka
  • Published: Monday, 07 June 2021
  • Updated: 07 June 2021, 05:05 PM IST

Sports

Latest News

ଥିରୁଭନନ୍ତପୁରମ: ବିବାଦୀୟ ପ୍ରସ୍ତାବିତ ନୂଆ ଆଇନକୁ ନେଇ ଲାକ୍ଷାଦ୍ୱୀପରେ ସାଂଘାତିକ ବିକ୍ଷୋଭ ଦେଖିବାକୁ ମିଳିଛି। ପ୍ରସ୍ତାବିତ ନୂଆ ଆଇନକୁ ନେଇ ଆଜି ଲାକ୍ଷାଦ୍ୱୀପର ହଜାର ହଜାର ଲୋକ ସେମାନଙ୍କ ଘର ଆଗରେ, ସମୁଦ୍ର କୂଳରେ ଓ ପାଣି ଭିତରେ ପ୍ଲାକାର୍ଡ ଧରି ୧୨ ଘଣ୍ଟିଆ ଅନଶନ କରିଛନ୍ତି।

ନୂଆ ପ୍ରସ୍ତାବିତ ଆଇନ ମାଳଦ୍ୱୀପ ଭଳି ଲାକ୍ଷାଦ୍ୱୀପକୁ ଗଢ଼ି ତୋଳିବ ବୋଲି ଆଡମିନଷ୍ଟ୍ରେଟର ପ୍ରଫୁଲ୍ଲ ଖୋଡା ପଟେଲ କହୁଥିଲେ ହେଁ ଲୋକମାନେ ଏହାକୁ ବିରୋଧ କରୁଛନ୍ତି। ବିକ୍ଷୋଭକାରୀ କହିଛନ୍ତି, ପ୍ରଶାସନ ପକ୍ଷରୁ ନୂଆ ଅଟକ ଆଇନ ଡ୍ରାଫ୍ଟ କରାଯାଇଛି। the Prevention of Anti-Social Activities ଆଇନ ବଳରେ ପ୍ରଶାସନ ନିଜ ଇଚ୍ଛାରେ ବର୍ଷକ ଯାଏ ବିନା କୌଣସି ଶୁଣାଣିରେ କାହାକୁ ବି ଅଟକ ରଖିପାରିବ।

ପ୍ରସ୍ତାବିତ ଲାକ୍ଷାଦ୍ୱୀପ Development Authority Regulation (2021) ଏଠାକାର ଐତିହାସିକ ଓ ଅଭିନବ ସଂସ୍କୃତି ଏବଂ ପରମ୍ପରାକୁ ନଷ୍ଟ କରିଦେବ। ପ୍ରଶାସନକୁ ଏହି ଆଇନ ଲୋକଙ୍କ ଜମି ଦଖଲ କରିବାର ସୁଯୋଗ ଯୋଗାଇ ଦେବ।

ବୋଭାଇନ ପଶୁର ହତ୍ୟା ଉପରେ ବ୍ୟାନ ଲଗାଇବାକୁ ପ୍ରଶାସନ ଉଦ୍ୟମ କରୁଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଗୋ ମାଂସର ସଂରକ୍ଷଣ ବିକ୍ରି ଓ ଭକ୍ଷଣ ଉପରେ ରୋକ ଲଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏପରି କରି ପ୍ରଶାସନ ଲୋକଙ୍କ ଖାଦ୍ୟାଭ୍ୟାସକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିଛନ୍ତି।

ସେହିପରି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପରିବର୍ତ୍ତନ କରାଯିବ। ଲାକ୍ଷାଦ୍ୱୀପରେ ଯାହାର ୨ରୁ ଅଧିକ ସନ୍ତାନ ଅଛନ୍ତି, ସେମାନେ ଗ୍ରାମ ପଞ୍ଚାୟତ ନିର୍ବାଚନ ଲଢ଼ିପାରିବେ ନାହିଁ। ଏହି ସବୁ ଘଟଣାକୁ ନେଇ ଲୋକମାନେ ବିକ୍ଷୋଭ ଆରମ୍ଭ କରିଛନ୍ତି। ବିଭିନ୍ନ ରାଜନୀତିକ ଦଳର ନେତାମାନେ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି।

ଲାକ୍ଷାଦ୍ୱୀପ ପ୍ରଶାସନ ଏହାକୁ ପ୍ରସ୍ତୁତ କରିଥିବା ବେଳେ ଅନୁମୋଦନ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଛି। ତେବେ ଏହା ଉପରେ ମୋହର ନ ମାରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବୁଦ୍ଧିଜୀବୀମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏହାକୁ କାର୍ଯ୍ୟକାରୀ ନ କରିବାକୁ ଚିଠି ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story