କେନ୍ଦ୍ର ଆଇନ୍‌ ମନ୍ତ୍ରୀଙ୍କ ଆଗରେ ନ୍ୟାୟପାଳିକା ଭିତ୍ତିଭୂମିର ନଗ୍ନ ଚିତ୍ର ବଖାଣିଲେ ପ୍ରଧାନ ବିଚାରପତି

ଔରଙ୍ଗାବାଦ: କେନ୍ଦ୍ର ଆଇନ୍‌ ମନ୍ତ୍ରୀଙ୍କ ଆଗରେ ନ୍ୟାୟପାଳିକାରେ ଥିବା ଯାବତୀୟ ଅବ୍ୟବସ୍ତା ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନ ବିଚାରପତି। ବିଶେଷ କରି ନ୍ୟାୟିକ ଢାଞ୍ଚାରେ ଥିବା ଦୁର୍ବଳ ଭିତ୍ତିଭୂମି ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପ୍ରଧାନ ବିଚାରପତି। କେନ୍ଦ୍ର ଆଇନ୍‌ ମନ୍ତ୍ରୀ କିରଣ ରିଜିଜ୍ଜୁଙ୍କ ସହ ଗୋଟିଏ ଷ୍ଟେଜ୍‌ରେ ଉପସ୍ଥିତ ଥିବା ପ୍ରଧାନ ବିଚାରପତି ଏନ୍‌ଭି ରମଣ ନ୍ୟାୟପାଳିକାର ସମସ୍ୟ୍ୟା ବହୁଳ ପ୍ରସଙ୍ଗ ଉଠାଇ  ଚିନ୍ତା ପ୍ରକଟ କରିଛନ୍ତି। ସେହିପରି  ସଂସଦର ଶୀତକାଳୀନ ଅଧିବେଶନରେ ଜାତୀୟ […]

6hn

6hn

Tapas Behera
  • Published: Saturday, 23 October 2021
  • Updated: 23 October 2021, 05:20 PM IST

Sports

Latest News

ଔରଙ୍ଗାବାଦ: କେନ୍ଦ୍ର ଆଇନ୍‌ ମନ୍ତ୍ରୀଙ୍କ ଆଗରେ ନ୍ୟାୟପାଳିକାରେ ଥିବା ଯାବତୀୟ ଅବ୍ୟବସ୍ତା ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନ ବିଚାରପତି। ବିଶେଷ କରି ନ୍ୟାୟିକ ଢାଞ୍ଚାରେ ଥିବା ଦୁର୍ବଳ ଭିତ୍ତିଭୂମି ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପ୍ରଧାନ ବିଚାରପତି। କେନ୍ଦ୍ର ଆଇନ୍‌ ମନ୍ତ୍ରୀ କିରଣ ରିଜିଜ୍ଜୁଙ୍କ ସହ ଗୋଟିଏ ଷ୍ଟେଜ୍‌ରେ ଉପସ୍ଥିତ ଥିବା ପ୍ରଧାନ ବିଚାରପତି ଏନ୍‌ଭି ରମଣ ନ୍ୟାୟପାଳିକାର ସମସ୍ୟ୍ୟା ବହୁଳ ପ୍ରସଙ୍ଗ ଉଠାଇ  ଚିନ୍ତା ପ୍ରକଟ କରିଛନ୍ତି। ସେହିପରି  ସଂସଦର ଶୀତକାଳୀନ ଅଧିବେଶନରେ ଜାତୀୟ ନ୍ୟାୟିକ ଭିତ୍ତିଭୂମି ପ୍ରାଧିକରଣ (ନ୍ୟାଶନାଲ ଜୁଡ଼ିସିଆରି ଇନଫ୍ରାଷ୍ଟ୍ରଚର ଅଥରିଟି) ଗଠନ ନେଇ ସେ  ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି ଯେ, କୋର୍ଟ ଗୁଡ଼ିର ନ୍ୟାୟିକ ଭିତ୍ତିଭୂମି ପ୍ରତି ସରକାରୀ ଅବହେଳା ଅତ୍ୟନ୍ତ ଚିନ୍ତାଜନକ ବିଷୟ।  ସେ କହିଛନ୍ତି ଯେ, କେବଳ ୫ ପ୍ରତିଶତ କୋର୍ଟ କମ୍ପ୍ଲେକ୍ସରେ ବେଶିକ୍‌ ମେଡିକାଲ ଆଡ୍‌ ରହିଛି।  ୨୬ ପ୍ରତିଶତ କୋର୍ଟରେ ମହିଳାଙ୍କ ପାଇଁ ଅଲଗା ଶୌଚାଳୟ ବ୍ୟବସ୍ଥା ନାହିଁ।  ୧୬ ପ୍ରତିଶତ କୋର୍ଟରେ ପୁରୁଷଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ନାହିଁ। ୫୦ ପ୍ରତିଶତ କୋର୍ଟରେ ଲାଇବ୍ରେରି ନାହିଁ।  ୪୬ ପ୍ରତିଶତ କୋର୍ଟରେ ସ୍ୱଚ୍ଛ ଜଳର ବ୍ୟବସ୍ଥା ନାହିଁ। ଏସବୁ ସମସ୍ୟାର ଆଇନମନ୍ତ୍ରୀ ସମାଧାନ କରିବା ନେଇ ମୁଁ ଅଶା ପ୍ରକଟ କରୁଛି ବୋଲି ପ୍ରଧାନ ବିଚାରପତି  ଏନ୍‌ଭି ରମଣ କହିଛନ୍ତି।

ସେ କହିଛନ୍ତି ଯେ, ଏହା ଏକ ଧାରଣା ଯେ, କେବଳ ଅପରାଧୀ କିମ୍ବା ଅପରାଧର ଶିକାର ହୋଇଥିବା ବ୍ୟକ୍ତି କୋର୍ଟଙ୍କ ନିକଟକୁ ଆସନ୍ତି। ହେଲେ କୋର୍ଟ କେବଳ ଅପରାଧୀଙ୍କ ପାଇଁ ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ ବୋଲି ପ୍ରଧାନ ବିଚାରପତି କହିଥିଲେ।  ଔରଙ୍ଗବାଦରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଯୋଗ ଦେଇଥିଲେ। ନ୍ୟାୟପାଳିକା କଥା ଉଠିଲେ ଆଦୌ ରାଜନୀତି ହେବା କଥା ନୁହେଁ ବୋଲି ଆଇନମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story