ବିଜେପିରେ ସାମିଲ ହେବାକୁ ଥିବା ନେତାଙ୍କୁ ହତ୍ୟା, ଗୁପ୍ତାଙ୍ଗରେ ରହିଛି କ୍ଷତ ଚିହ୍ନ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଭୟଙ୍କର ହତ୍ୟାକାଣ୍ଡ ଘଟିଛି। ବିଜେପିରେ ସାମିଲ ହେବାକୁ ଥିବା ଜେଡିଏସ୍‌ର ଜଣେ ପୂର୍ବତନ ନେତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ୬୪ ବର୍ଷୀୟ ମଲ୍ଲିକାର୍ଜୁନ ମୁଥୟାଲଙ୍କ ଗୁପ୍ତାଙ୍ଗରେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିବା ଭଳି କ୍ଷତ ଚିହ୍ନ ରହିଛି। ହତ୍ୟାର ଗୋଟିଏ ଦିନ ପୂର୍ବରୁ ମୁୟୟାଲ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ କିଛି ଦିନ ପୂର୍ବରେ ଜେଡିଏସ ଛାଡ଼ି ଥିବା ବେଳେ ବିଜେପିରେ […]

BJP

BJP

Hemant Lenka
  • Published: Wednesday, 16 November 2022
  • Updated: 16 November 2022, 05:02 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଭୟଙ୍କର ହତ୍ୟାକାଣ୍ଡ ଘଟିଛି। ବିଜେପିରେ ସାମିଲ ହେବାକୁ ଥିବା ଜେଡିଏସ୍‌ର ଜଣେ ପୂର୍ବତନ ନେତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ୬୪ ବର୍ଷୀୟ ମଲ୍ଲିକାର୍ଜୁନ ମୁଥୟାଲଙ୍କ ଗୁପ୍ତାଙ୍ଗରେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିବା ଭଳି କ୍ଷତ ଚିହ୍ନ ରହିଛି।

ହତ୍ୟାର ଗୋଟିଏ ଦିନ ପୂର୍ବରୁ ମୁୟୟାଲ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ କିଛି ଦିନ ପୂର୍ବରେ ଜେଡିଏସ ଛାଡ଼ି ଥିବା ବେଳେ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିଜେପିରେ ସାମିଲ ହେବା ପୂର୍ବରୁ କଳବର୍ଗି ଜିଲ୍ଲାର ଏହି ନେତାଙ୍କୁ ହତ୍ୟା କରାଯାଇଛି।

ପୁଲିସ୍‌ ମୁ‌ଥୟାଲଙ୍କ ରକ୍ତାକ୍ତ ମୃତଦେହକୁ ତାଙ୍କ ଦୋକାନ ଭିତରୁ ଠାବ କରିଛି। ଦୋକାନରେ ଥିବା କ୍ୟାଶ ମଧ୍ୟ ନାହିଁ। ତେଣୁ ଏହା ପଛରେ ଲୁଟପାଟ କାରଣ ରହିଥାଏ ବୋଲି ଆଶଙ୍କା କରାଯାଉଛି। ତେବେ ପୁଲିସ୍‌ ସବୁ ଦିଗକୁ ବିଚାରକୁ ନେଇ ତଦନ୍ତ କରୁଛି।

ମୁଥୟାଲଙ୍କ ପୁଅ ଭେଙ୍କଟେଶ କହିଛନ୍ତି, “ପୂର୍ବରୁ ଦୋକାନରେ ଚୋରି ହୋଇଥିବାରୁ ବାପା ରାତିରେ ସେହିଠାରେ ଶୋଉଥିଲେ। ଏହି ହତ୍ୟା ପଛରେ ଚୋରିର କାରଣ ରହିଥିବା ମୁଁ ସନ୍ଦେହ କରୁଛି। ସେମାନେ ମୋ ବାପାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ସହ ସବୁ ଟଙ୍କା ନେଇ ଯାଇଛନ୍ତି। ସେହିପରି ଦୋକାନରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତବିଜକୁ ମଧ୍ୟ ସେମାନେ ନଷ୍ଟ କରି ଦେଇଛନ୍ତି।”

ମୁଥୟାଲ କଳବର୍ଗି ତାଲୁକାର ସେଡମ କୋଲି କାବ୍ବାଲିଗା ସଂପ୍ରଦାୟର ସଭାପତି ଭାବେ କାର୍ଯ୍ୟ କରୁଥିଲେ। ତେଣୁ ତାଙ୍କ ହତ୍ୟାକୁ ନେଇ ପୂରା ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି।

ପୁଲିସ କହିଛି, “ମୁଥୟାଲଙ୍କର ଗୋଟିଏ ଇଲେକ୍ଟ୍ରୋନିକ ଦୋକାନ ଥିଲା। ସେ ସୋମବାର ରାତିରେ ଦୋକାନ ଭିତରେ ଶୋଇଥିଲେ। କିନ୍ତୁ ମଙ୍ଗଳବାର ସକାଳୁ ତାଙ୍କ ରକ୍ତାକ୍ତ ମୃତଦେ ମିଳିଥିଲା। ତାଙ୍କ ପ୍ରାଇଭେଟ ପାର୍ଟରେ କ୍ଷତ ଚିହ୍ନ ରହିଛି। ଲାଗୁଛି ତାଙ୍କୁ ପଥର ଦ୍ୱାରା ଆକ୍ରମଣ କରି ହତ୍ୟା କରାଯାଇଛି।”

ମୁଥୟାଲ କିଛି ଦିନ ତଳେ ଜେଡିଏସକୁ ବାଏବାଏ କହିଥିଲେ। ସେ ଖୁବଶୀଘ୍ର ବିଜେପିରେ ସାମିଲ ହୋଇଥାଆନ୍ତେ। ଜେଡିଏସ ଛାଡ଼ିବା ପରଠାରୁ ସେ ବେଶ ସକ୍ରିୟ ଭାବେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସ୍ଥାନୀୟ ଲୋକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story