କୃଷ୍ଣ ଜନ୍ମଭୂମିର ୧୦ କିମି ପରିଧି ମଧ୍ୟରେ ବିକ୍ରି ହୋପାରିବନି ମଦ ଓ ମାଂସ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ବୃନ୍ଦାବନ-ମଥୁରାରେ ଥିବା କୃଷ୍ଣ ଜନ୍ମଭୂମିର ୧୦ କିମି ପରିଧି ମଧ୍ୟରେ ଏଣିକି ମଦ କିମ୍ବା ମାଂସ ବିକ୍ରି ହୋଇପାରିବ ନାହିଁ। ମଦ ଓ ମାଂସର ବିକ୍ରି ଉପରେ ଆଜି ସରକାର ବ୍ୟାନ ଲଗାଇଛନ୍ତି। ଏହି ଅଞ୍ଚଳରେ ଥିବା ୨୨ଟି ୱାର୍ଡକୁ ତୀର୍ଥ ସ୍ଥଳ ଭାବେ ମଧ୍ୟ ଘୋଷଣା କରାଯାଇଛି। ବୃନ୍ଦାବନରେ ଶୁକ୍ରବାର ଗଣେଶ ଚତୁର୍ଥୀ ପାଳନ ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପରି […]

liquor

liquor

Hemant Lenka
  • Published: Friday, 10 September 2021
  • Updated: 10 September 2021, 08:32 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ବୃନ୍ଦାବନ-ମଥୁରାରେ ଥିବା କୃଷ୍ଣ ଜନ୍ମଭୂମିର ୧୦ କିମି ପରିଧି ମଧ୍ୟରେ ଏଣିକି ମଦ କିମ୍ବା ମାଂସ ବିକ୍ରି ହୋଇପାରିବ ନାହିଁ। ମଦ ଓ ମାଂସର ବିକ୍ରି ଉପରେ ଆଜି ସରକାର ବ୍ୟାନ ଲଗାଇଛନ୍ତି।

ଏହି ଅଞ୍ଚଳରେ ଥିବା ୨୨ଟି ୱାର୍ଡକୁ ତୀର୍ଥ ସ୍ଥଳ ଭାବେ ମଧ୍ୟ ଘୋଷଣା କରାଯାଇଛି। ବୃନ୍ଦାବନରେ ଶୁକ୍ରବାର ଗଣେଶ ଚତୁର୍ଥୀ ପାଳନ ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପରି ନିଷ୍ପତ୍ତି ନେଇଛନ୍ତି।

ଏହାପୂର୍ବରୁ ଅର୍ଥାତ ଜନ୍ମାଷ୍ଟମୀ ଦିନ ମଥୁରାରେ କୌଣସି ପ୍ରକାରର ମଦ ଓ ମାଂସ ବିକ୍ରି ହୋଇପାରିବ ନାହିଁ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ବ୍ରଜ ରିଜନର ସାଧୁସନ୍ଥମାନେ ମଥୁରାରେ ମଦ ଓ ମାଂସର ବିକ୍ରି ଉପରେ ରୋକ ଲଗାଇବାକୁ ଦୀର୍ଘ ଦିନରୁ ଦାବି କରୁଥିଲେ।

ତେଣୁ ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ରୋକ ଲଗାଯାଇଛି। ଏଥିସହ ବ୍ରଜ ରିଜନକୁ ମଦ ଓ ମାଂସ ବିକ୍ରିରୁ ମୁକ୍ତ ରଖିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମଦ ଓ ମାଂସ ବିକ୍ରି କାମରେ ନିୟୋଜିତ ଲୋକମାନଙ୍କୁ ଅନ୍ୟ କ୍ଷେତ୍ରରେ ସାମିଲ କରି ସେମାନଙ୍କୁ ରୋଜଗାର କ୍ଷମ କରିବାକୁ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ ପ୍ରଶାସନକୁ କହିଥିଲେ। ଯେଉଁମାନେ ମଦ ଓ ମାଂସ ବିକ୍ରି କରୁଥିଲେ ସେମାନଙ୍କୁ ଯୋଗୀ କ୍ଷୀର ବ୍ୟବସାୟ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story