ଏହି ସବୁ ବାହାନା ଦେଖାଇ ମାସ୍କ ପିନ୍ଧୁ ନାହାନ୍ତି ଲୋକେ

ନୂଆଦିଲ୍ଲୀ: ମହାମାରୀ କରୋନା ଭୟଙ୍କର ତାଣ୍ଡବ ରଚୁଥିବା ବେଳେ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ଲୋକମାନଙ୍କୁ ବାରମ୍ବାର ମାସ୍କ ପିନ୍ଧିବାକୁ ନିବଦେନ କରୁଛନ୍ତି। ତଥାପି ଲୋକମାନେ ବିଭିନ୍ନ ଆଳ ଦେଖାଇ ମାସ୍କ ପିନ୍ଧୁ ନାହାନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକମାନେ କେଉଁ ସବୁ ବାହାନା ଦେଖାଇ ମାସ୍କ ପିନ୍ଧୁ ନାହାନ୍ତି, ସେ ବିଷୟରେ ସୂଚନା ଦିଆଯାଇଛି। ଲୋକମାନେ କାହିଁକି ମାସ୍କ ପିନ୍ଧିବାକୁ କୁଣ୍ଠାବୋଧ କରୁଛନ୍ତି, ତା’ର କାରଣ ଜାଣିବା ପାଇଁ ଗୋଟିଏ ସର୍ଭେ […]

Mask

Mask

Hemant Lenka
  • Published: Tuesday, 13 July 2021
  • Updated: 13 July 2021, 09:29 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭୟଙ୍କର ତାଣ୍ଡବ ରଚୁଥିବା ବେଳେ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା ଲୋକମାନଙ୍କୁ ବାରମ୍ବାର ମାସ୍କ ପିନ୍ଧିବାକୁ ନିବଦେନ କରୁଛନ୍ତି। ତଥାପି ଲୋକମାନେ ବିଭିନ୍ନ ଆଳ ଦେଖାଇ ମାସ୍କ ପିନ୍ଧୁ ନାହାନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକମାନେ କେଉଁ ସବୁ ବାହାନା ଦେଖାଇ ମାସ୍କ ପିନ୍ଧୁ ନାହାନ୍ତି, ସେ ବିଷୟରେ ସୂଚନା ଦିଆଯାଇଛି।

ଲୋକମାନେ କାହିଁକି ମାସ୍କ ପିନ୍ଧିବାକୁ କୁଣ୍ଠାବୋଧ କରୁଛନ୍ତି, ତା’ର କାରଣ ଜାଣିବା ପାଇଁ ଗୋଟିଏ ସର୍ଭେ କରାଯାଇଥିଲା। ଏହି ସମୟରେ ଲୋକମାନେ କିଛି ବାହାନା ଦେଖାଇ ମାସ୍କ ପିନ୍ଧିବାକୁ ପସନ୍ଦ କରୁ ନଥିବା ଜଣାପଡ଼ିଛି।

ସେହି ବାହାନାଗୁଡ଼ିକ ହେଲା-

୧-ଲୋକମାନେ ଶ୍ୱାସକ୍ରିୟାରେ ଅସୁବିଧା ଭୋଗୁଥିବାର ବାହାନା ଦେଖାଇ ମାସ୍କ ପିନ୍ଧୁ ନାହାନ୍ତି।

୨-କିଛି ଲୋକ ମାସ୍କ ପିନ୍ଧିବା ପରେ ଅସହଜ ଅନୁଭବ କରୁଥିବା ବାହାନା କରି ଏହାକୁ ପରିଧାନ କରୁନାହାନ୍ତି।

୩- ଲୋକମାନେ ସାମାଜିକ ଦୂରତା ଅବଲମ୍ବନ କରୁଥିବାରୁ ମାସ୍କ ପିନ୍ଧିବାର ଆବଶ୍ୟକ ନାହିଁ ବୋଲି ଭାବୁଛନ୍ତି।

୪-କିଛି ଲୋକ ଭାବୁଛନ୍ତି ଯେ ମାସ୍କ କରୋନାରୁ ସୁରକ୍ଷା ଦେବାରେ ଅକ୍ଷମ। ତେଣୁ ସେମାନେ ଏହାକୁ ପିନ୍ଧୁ ନାହାନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଲୋକମାନେ ସତର୍କ ସୂଚନାକୁ କେମିତି ଅଣଦେଖା କରୁଛନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି। ଅଧିକାରୀମାନେ କହିଛନ୍ତି, ସରକାର ବାରମ୍ବାର ସମ୍ଭାବ୍ୟ ତୃତୀୟ ୱେଭକୁ ନେଇ ସତର୍କ ସୂଚନା ଜାରି କରୁଥିବା ବେଳେ ଲୋକମାନେ ଏହାକୁ ଗୁରୁତ୍ୱର ସହ ନେଉ ନାହାନ୍ତି। ସେମାନେ କରୋନା ସତର୍କ ସୂଚନାକୁ ପାଣିପାଗର ଅପଡେଟ ଭଳି ମନେ କରୁଛନ୍ତି। ଏହି କାରଣ ପାଇଁ ସେମାନେ କରୋନା ସଂକ୍ରମଣକୁ ରୋକିବାକୁ ଜାରି କଟକଣାକୁ ଉଲ୍ଲଙ୍ଘନ କରିବାରେ ଲାଗିଛନ୍ତି।

ନୀତି ଆୟୋଗ ସଦସ୍ୟ ଡା ଭିକେ ପଲ କହିଛନ୍ତି, କରୋନାର ତୃତୀୟ ୱେଭକୁ ବିଶ୍ୱ ସମ୍ମୁଖୀନ ହେଉଛି। ଆମେ ସେମାନଙ୍କ ସହ ହାତ ମିଳାଇ ଭାରତକୁ ଯେମିତି ତୃତୀୟ ୱେଭ ନ ଆସିବ, ସେ ଦିଗରେ କାମ କରିବା ଉଚିତ। ପ୍ରଧାନମନ୍ତ୍ରୀ ଆଜି ସ୍ପଷ୍ଟ ଭାବେ କହିଛନ୍ତି ଯେ ତୃତୀୟ ୱେଭ ଭାରତକୁ କେବେ ଆସିବ, ତା’ ଉପରେ ଆଲୋଚନା କରିବା ବଦଳରେ ଏହା ପାଖରେ ଅଛି ବୋଲି ଭାବି ଆମେ କାମ କରିବା। ତେଣୁ ଆମକୁ ଏହା ଉପରେ ନଜର ରଖି କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story