ନିର୍ବାଚନ ଲଢ଼େଇରୁ ଓହରି ଗଲେ, ଜଣେ ମହିଳାଙ୍କୁ ନିଜ ଟିକେଟ ଦେଇଦେଲେ

ପାଣାଜୀ: ତୃଣମୂଳ କଂଗ୍ରେସର ଉପ ସଭାପତି ଲୁଇଜିନହୋ ଫାଲେରିଓ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦଳ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଥିଲେ ହେଁ ସେ ଏଥିରୁ ଓହରି ଯାଇଛନ୍ତି। ସେ ଗୋଆ ବିଧାନସଭା ନିର୍ବାଚନ ଲଢ଼େଇରୁ ଓହରି ଯିବା ସହ ନିଜ ଟିକେଟକୁ ଜଣେ ମହିଳା ଆଇନଜୀବୀଙ୍କୁ ଦେଇଛନ୍ତି। ଏବେ ଉକ୍ତ ମହିଳା ଜଣଙ୍କ ଗୋଆର ଫାତ୍ରୋଦା ବିଧାନସଭା ଆସନରୁ ପ୍ରାର୍ଥୀ ହେବେ। ଫାଲେରିଓ କହିଛନ୍ତି, “ଫାତ୍ରୋଦାରୁ ମୁଁ ଟିଏମସିର ପ୍ରାର୍ଥୀରୁ […]

Goa

Goa

Hemant Lenka
  • Published: Friday, 28 January 2022
  • Updated: 28 January 2022, 03:27 PM IST

Sports

Latest News

ପାଣାଜୀ: ତୃଣମୂଳ କଂଗ୍ରେସର ଉପ ସଭାପତି ଲୁଇଜିନହୋ ଫାଲେରିଓ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦଳ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଥିଲେ ହେଁ ସେ ଏଥିରୁ ଓହରି ଯାଇଛନ୍ତି। ସେ ଗୋଆ ବିଧାନସଭା ନିର୍ବାଚନ ଲଢ଼େଇରୁ ଓହରି ଯିବା ସହ ନିଜ ଟିକେଟକୁ ଜଣେ ମହିଳା ଆଇନଜୀବୀଙ୍କୁ ଦେଇଛନ୍ତି। ଏବେ ଉକ୍ତ ମହିଳା ଜଣଙ୍କ ଗୋଆର ଫାତ୍ରୋଦା ବିଧାନସଭା ଆସନରୁ ପ୍ରାର୍ଥୀ ହେବେ।

ଫାଲେରିଓ କହିଛନ୍ତି, “ଫାତ୍ରୋଦାରୁ ମୁଁ ଟିଏମସିର ପ୍ରାର୍ଥୀରୁ ଓହରିବାକୁ ଘୋଷଣା କରୁଛି। ଏବେ ମୋ ଟିକେଟକୁ ଜଣେ ଯୁବ ମହିଳା ଆଇନଜୀବୀଙ୍କୁ ଦେଉଛି। ମହିଳା ସଶକ୍ତିକରଣ ଦିଗରେ ଦଳ ପ୍ରଚଳନ କରିଥିବା ନୀତିର ଏହା ଏକ ଅଂଶବିଶେଷ। ଫାତ୍ରୋଦାରୁ ଟିଏମସିର ନୂଆ ପ୍ରାର୍ଥୀ ଭାବେ ସେଉଲା ଅଭିଲିଆ ଭାସ ନିର୍ବାଚନ ଲଢ଼ିବେ।”

ଏପରି ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କରେ ସେ ଦଳର ନେତାମାନଙ୍କ ସହ ଆଲୋଚନା କରିଥିବା ମଧ୍ୟ କହିଛନ୍ତି। ଫାଲେରିଓ କହିଛନ୍ତି, “ଟିଏସିର ଜାତୀୟ ଅଧ୍ୟକ୍ଷ ଓ ଅନ୍ୟମାନଙ୍କ ସହ ପ୍ରଥମେ ମୁଁ ଏ ସମ୍ପର୍କରେ ଆଲୋଚନା କରିଥିଲି। ଏହାପରେ ମୁଁ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି। ଗୋଆର ସବୁ ଆସନରେ ମୁଁ ଲଢ଼େଇ ଓ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବି। ଏହାଦ୍ୱାରା ସେମାନେ ଭଲ ପ୍ରଦର୍ଶନ କରିପାରିବେ। ଫାତ୍ରୋଦାରେ ମୁଁ ନିର୍ବାଚନ ଲଢ଼ିଲେ, ଏହି ଠାରେ ହିଁ ସୀମିତ ହୋଇ ରହିଯିବି।”

ଟିଏମସି ସାଂସଦ ମହୁଆ ମୌତ୍ର କହିଛନ୍ତି, “ଆମେ ଲଢ଼େଇ କରିବୁ ଓ ବିଜେପିକୁ ହରାଇବା ପାଇଁ ଫାତ୍ରୋଦା ଆସିଛୁ। ଫାତ୍ରୋଦାବାସୀ ବିଜେପିକୁ ଚାହୁଁନାହାନ୍ତି। ଲୋକଙ୍କ ଆଗରେ ଆମେ ଉପଯୁକ୍ତ ବିକଳ୍ପ ଯୋଗାଇ ଦେବୁ।

ଆମେ ବାଛି ଥିବା ମହିଳା ଜଣେ ଯୋଦ୍ଧା। ତାଙ୍କ କୌଣସି ରାଜନୀତିକ ବ୍ୟାକଗ୍ରାଉଣ୍ଡ ନାହିଁ। ସେ ହିଁ ବିଜେପିକୁ ଟକ୍କର ଦେବେ। ମମତା ବାନାର୍ଜୀ ମଧ୍ୟ ଠିକ୍‌ ସେହି କଥା ଚାହୁଁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story