ପୁଣି ଗୋଟିଏ ସହରର ନାଁ ବଦଳବି, ହୋଶଙ୍ଗାବାଦ ହେବ ନର୍ମଦାପୁରମ

ଭୋପାଲ: ପୁଣିଥରେ ଗୋଟିଏ ସହରର ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟରେ ଥିବା ହୋଶଙ୍ଗାବାଦ ସହରର ନାଁକୁ ବଦଳାଇ ନର୍ମଦାପୁରମ କରାଯିବ ବୋଲି ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଗୋଟିଏ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ବୋଲି ସେ କହିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ହୋଶଙ୍ଗାବାଦରେ ଆୟୋଜିତ ନର୍ମଦା ଜୟନ୍ତୀ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ। ଏହି ସମୟରେ ନର୍ମଦା କୂଳରେ ସେ କହିଛନ୍ତି, କ’ଣ ସରକାର ହୋଶଙ୍ଗାବାଦର ନାଁ […]

MP-CM

MP-CM

Hemant Lenka
  • Published: Saturday, 20 February 2021
  • Updated: 20 February 2021, 06:32 PM IST

Sports

Latest News

ଭୋପାଲ: ପୁଣିଥରେ ଗୋଟିଏ ସହରର ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟରେ ଥିବା ହୋଶଙ୍ଗାବାଦ ସହରର ନାଁକୁ ବଦଳାଇ ନର୍ମଦାପୁରମ କରାଯିବ ବୋଲି ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଗୋଟିଏ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ବୋଲି ସେ କହିଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ହୋଶଙ୍ଗାବାଦରେ ଆୟୋଜିତ ନର୍ମଦା ଜୟନ୍ତୀ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ। ଏହି ସମୟରେ ନର୍ମଦା କୂଳରେ ସେ କହିଛନ୍ତି, କ’ଣ ସରକାର ହୋଶଙ୍ଗାବାଦର ନାଁ ବଦଳାଇବା ଦରକାର କି? ଲୋକମାନେ ଜୋରରେ ହଁ କହିଥିଲେ। ଏହାପରେ ସେ କହିଥିଲେ ଯେ ଏହାର ନାଁ କ’ଣ ହେବା ଦରକାର? ଏହାର ଜବାବରେ ଲୋକମାନେ ନର୍ମଦାପୁରମ ବୋଲି କହିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ଚୌହାନ କହିଥିଲେ, “ଆମେ ଏବେ ଏ ସଂକ୍ରାନ୍ତରେ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବୁ। ହୋଶଙ୍ଗାବାଦର ନାଁ ନର୍ମଦାପୁରମ କରିବାକୁ ଏହି ପ୍ରସ୍ତାବରେ ଉଲ୍ଲେଖ ରହିବ। ରାଜ୍ୟ ସରକାର ନର୍ମଦା କୂଳରେ କେବେ ହେଲେ ସିମେଣ୍ଟରେ ହେଉଥିବା ନିର୍ମାଣ କାମକୁ ପ୍ରଶ୍ରୟ ଦେବେନାହିଁ।”

ଅନ୍ୟପକ୍ଷରେ ବିଜେପି ନେତା ତଥା ପ୍ରୋ-ଟମ୍‌ ବିଧାନସଭା ବାଚସ୍ପତି ରାମେଶ୍ୱର ଶର୍ମା ଏହି ଘୋଷଣାରେ ଖୁସି ବ୍ୟକ୍ତି କରିବା ସହ ବାଣ ଫୁଟାଇ ଏହାକୁ ସ୍ୱାଗତ କରିଛନ୍ତି। ରାମେଶ୍ୱର ଶର୍ମା ହିଁ ପ୍ରଥମେ ହୋଶଙ୍ଗାବାଦର ନାଁ ବଦଳାଇବାକୁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story