ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସରେ ବଢ଼ିଲା ବିବାଦ, ପଦ ଛାଡ଼ିଲେ ଆଶିଷ ଦେଶମୁଖ

ମୁମ୍ବାଇ: ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପ୍ରଥମେ ରାଜସ୍ଥାନରେ ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ଦଳୀୟ ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ମହାରାଷ୍ଟ୍ରରେ ମଧ୍ୟ ସାମାନ ସ୍ଥିତି ଉପୁଜିଛି। କଂଗ୍ରେସ ମହାରାଷ୍ଟ୍ରରୁ ଉତ୍ତର ପ୍ରଦେଶର ଇମ୍ରାନ ପ୍ରତାପଗଡ଼ିକୁ ରାଜ୍ୟସଭା ପଠାଇବାକୁ ଘୋଷଣା କରିଛି। ଏହାକୁ ବିରୋଧ କରି ମହାରାଷ୍ଟ୍ର କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଆଶିଷ ଦେଶମୁଖ ଆଜି ଇସ୍ତଫା ଦେଇଛନ୍ତି। ସେ ନିଜ […]

congress

congress

Hemant Lenka
  • Published: Tuesday, 31 May 2022
  • Updated: 31 May 2022, 05:10 PM IST

Sports

Latest News

ମୁମ୍ବାଇ: ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପ୍ରଥମେ ରାଜସ୍ଥାନରେ ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ଦଳୀୟ ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ମହାରାଷ୍ଟ୍ରରେ ମଧ୍ୟ ସାମାନ ସ୍ଥିତି ଉପୁଜିଛି। କଂଗ୍ରେସ ମହାରାଷ୍ଟ୍ରରୁ ଉତ୍ତର ପ୍ରଦେଶର ଇମ୍ରାନ ପ୍ରତାପଗଡ଼ିକୁ ରାଜ୍ୟସଭା ପଠାଇବାକୁ ଘୋଷଣା କରିଛି। ଏହାକୁ ବିରୋଧ କରି ମହାରାଷ୍ଟ୍ର କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଆଶିଷ ଦେଶମୁଖ ଆଜି ଇସ୍ତଫା ଦେଇଛନ୍ତି।

ସେ ନିଜ ଇସ୍ତଫାପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି। ଏଥିସହ ଖୋଲାଖୋଲି ଭାବେ ଇମ୍ରାନଙ୍କ ପ୍ରାର୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବାହାର ରାଜ୍ୟର ଲୋକଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ପଠାଇ କଂଗ୍ରେସ ହାଇକମାଣ୍ଡ ଏଠାକାର ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗି ଦେଉଥିବା ସେ କହିଛନ୍ତି। ଏହାପୂର୍ବରୁ କଂଗ୍ରେସର ଅନ୍ୟତମ ନେତ୍ରୀ ନଗମା ମଧ୍ୟ ମହାରାଷ୍ଟ୍ରରୁ ପ୍ରତାପଗଡ଼ିଙ୍କୁ ରାଜ୍ୟସଭାକୁ ପଠାଯାଉଥିବା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ଆଜି ଆଶିଷ ଦେଶମୁଖ କହିଛନ୍ତି, “ଜଣେ ବାହାର ନେତାଙ୍କୁ ଏଠାରୁ ପ୍ରାର୍ଥୀ କରିବା ଆଦୌ କଂଗ୍ରେସକୁ ଆଗକୁ ନେବନାହିଁ। ମହାରାଷ୍ଟ୍ରରେ ଥିବା କଂଗ୍ରେସ କର୍ମୀଙ୍କ ସହ ଏହା ଅନ୍ୟାୟ। ତେବେ ମୁଁ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଦଳ ପାଇଁ ପୂର୍ବଭଳି କାମ କରିବି। ଜଣେ ବିଶ୍ୱସ୍ତ କଂଗ୍ରେସ କର୍ମୀ ଭାବେ ମୁଁ ମୋର କର୍ତ୍ତବ୍ୟ ସମ୍ପାଦନ କରିବି।

ସ୍ଥାନୀୟ ନେତାଙ୍କୁ ରାଜ୍ୟସଭାକୁ ପଠା ଯାଇଥିଲେ କଂଗ୍ରେସ ଅଧିକ ମଜବୁତ ହୋଇଥାଆନ୍ତା। ହେଲେ ବାହାର ରାଜ୍ୟରୁ ଜଣେ ସାଧାରଣ ନେତାଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ପଠାଇବା କର୍ମୀମାନଙ୍କୁ ନିରାଶ କରିଛି।”

୨୦୧୯ରେ ପ୍ରତାପଗଡ଼ି ଉତ୍ତର ପ୍ରଦେଶର ମୋରଦାବାଦରୁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ବିଜେପି ପ୍ରାର୍ଥୀଙ୍କ ଠାରୁ ହାରିବାକୁ ପଡ଼ିଥିଲା। ଏବେ ତାଙ୍କୁ ମହାରାଷ୍ଟ୍ରରୁ କଂଗ୍ରେସ ରାଜ୍ୟସଭାକୁ ପଠାଉ ଥିବାରୁ ଦଳୀୟ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ରାଜସ୍ଥାନରୁ କଂଗ୍ରେସ ରାଜ୍ୟସଭା ପାଇଁ ଯେଉଁ ୩ ଜଣଙ୍କୁ ପ୍ରାର୍ଥୀ କରିଛି, ସେମାନେ ମଧ୍ୟ ବାହାର ରାଜ୍ୟର ନେତା। ଏହାକୁ ନେଇ ପ୍ରଥମେ ରାଜସ୍ଥାନର ବରିଷ୍ଠ ନେତା ପବନ ଖେଡା ପ୍ରଶ୍ନ ଉଠାଇଥିଲେ। ତାଙ୍କୁ ନଗମା ସମର୍ଥନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story