ପ୍ରତ୍ୟାହାର ହେବ ଲକଡାଉନ ଉଲଙ୍ଘନକାରୀଙ୍କ ବିରୋଧରେ ରୁଜୁ ସମସ୍ତ ମାମଲା

ମୁମ୍ବାଇ: ମହାମାରୀ କରୋନା ପାଇଁ ଜାରି ଲକଡାଉନ ବେଳେ ଅନେକ ନିୟମ ଉଲ୍ଲଙ୍ଘନ କରିଥିଲେ। ଏନେଇ ସେମାନଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ ମାମଲା ମଧ୍ୟ କରାଯାଇଥିଲା। ତେବେ ମହାରାଷ୍ଟ୍ର ସରକାର ଲକଡାଉନ ଉଲଙ୍ଘନକାରୀଙ୍କ ବିରୋଧରେ ରୁଜୁ ସମସ୍ତ ମାମଲାକୁ ପ୍ରତ୍ୟାହାର ହେବ ବୋଲି କହିଛନ୍ତି। ମହାରାଷ୍ଟ୍ର ଗୃହ ବିଭାଗ ଏପରି ନିଷ୍ପତ୍ତି ନେଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ବିଭାଗ ପକ୍ଷରୁ ଚଳିତ ସପ୍ତାହରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଉପସ୍ଥାପନ କରାଯିବ। ପ୍ରସ୍ତାବ ଉପରେ […]

lockdown

lockdown

Hemant Lenka
  • Published: Tuesday, 29 March 2022
  • Updated: 29 March 2022, 07:55 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନା ପାଇଁ ଜାରି ଲକଡାଉନ ବେଳେ ଅନେକ ନିୟମ ଉଲ୍ଲଙ୍ଘନ କରିଥିଲେ। ଏନେଇ ସେମାନଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ ମାମଲା ମଧ୍ୟ କରାଯାଇଥିଲା। ତେବେ ମହାରାଷ୍ଟ୍ର ସରକାର ଲକଡାଉନ ଉଲଙ୍ଘନକାରୀଙ୍କ ବିରୋଧରେ ରୁଜୁ ସମସ୍ତ ମାମଲାକୁ ପ୍ରତ୍ୟାହାର ହେବ ବୋଲି କହିଛନ୍ତି।

ମହାରାଷ୍ଟ୍ର ଗୃହ ବିଭାଗ ଏପରି ନିଷ୍ପତ୍ତି ନେଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ବିଭାଗ ପକ୍ଷରୁ ଚଳିତ ସପ୍ତାହରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଉପସ୍ଥାପନ କରାଯିବ। ପ୍ରସ୍ତାବ ଉପରେ ମୋହର ବାଜିବା କ୍ଷଣି ମାମଲା ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯିବ।

୨୦୨୦ ମସିହା ମାର୍ଚ୍ଚ ୨୪ ତାରିଖରେ ଦେଶରେ ୨୧ ଦିନ ପାଇଁ ଲକଡାଉନ ଲାଗୁ କରାଯାଇଥିଲା। ଏହାପରେ ଏହାକୁ ପର୍ଯ୍ୟାୟକ୍ରମେ ବୃଦ୍ଧି କରାଯାଇଥିଲା। କରୋନା ଯୋଗୁ ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟସ୍ତରରେ କିଛି କଟକଣା ଲଗାଇଥିଲେ। ତଥାପି ଅନେକ ସମୟରେ ଅମାନିଆଙ୍କୁ ରାସ୍ତାରେ ଦେଖିବାକୁ ମିଳିଥିଲା। ଏଥିପାଇଁ ବିଭିନ୍ନ ଲୋକଙ୍କ ନାଁରେ ମହାମାରୀ ଆଇନ ଓ ଆଇପିସିର ୧୮୮ ଅନୁଯାୟୀ ପୁଲିସ୍‌ ମାମଲା କରିଥିଲା। ଏବେ କରୋନା ସ୍ଥିତି ନିୟନ୍ତ୍ରଣ ମଧ୍ୟକୁ ଆସି ଯାଇଥିବାରୁ ରାଜ୍ୟ ସରକାର ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story