କରୋନା ମୃତ୍ୟୁରେ ରେକର୍ଡ କଲା ମହାରାଷ୍ଟ୍ର, ଦିନକରେ ୫୬୮ ମୃତ

ମୁମ୍ବାଇ: ଦୈନିକ ସଂକ୍ରମଣରେ ରେକର୍ଡ କରୁଥିବା ମହାରାଷ୍ଟ୍ର ଆଜି ମୃତ୍ୟୁସଂଖ୍ୟାରେ ସବୁ ସୀମା ଟପି ଯାଇଛି। ଗୋଟିଏ ଦିନରେ କରୋନା ୫୬୮ ଜଣଙ୍କ ମୁଣ୍ଡ ନେଇଛି। ଏହା କରୋନା ପ୍ରବେଶ କରିବା ଦିନଠାରୁ ସର୍ବାଧିକ। ମହାମାରୀ କରୋନା ମହାରାଷ୍ଟ୍ରରେ ପାଦ ଥାପିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିନଥିଲା। ଆଜିର ମୃତ୍ୟୁସଂଖ୍ୟା ସବୁ ରେକର୍ଡ ଭାଙ୍ଗିବା ପରେ ଲୋକଙ୍କ ମନରେ ଛନକା ପଶିଛି। ଏଯାଏ କରୋନା ରାଜ୍ୟରେ ୬୧,୯୧୧ ଜଣଙ୍କ […]

Corona-Death

Corona-Death

Hemant Lenka
  • Published: Wednesday, 21 April 2021
  • Updated: 21 April 2021, 08:57 PM IST

ମୁମ୍ବାଇ: ଦୈନିକ ସଂକ୍ରମଣରେ ରେକର୍ଡ କରୁଥିବା ମହାରାଷ୍ଟ୍ର ଆଜି ମୃତ୍ୟୁସଂଖ୍ୟାରେ ସବୁ ସୀମା ଟପି ଯାଇଛି। ଗୋଟିଏ ଦିନରେ କରୋନା ୫୬୮ ଜଣଙ୍କ ମୁଣ୍ଡ ନେଇଛି। ଏହା କରୋନା ପ୍ରବେଶ କରିବା ଦିନଠାରୁ ସର୍ବାଧିକ। ମହାମାରୀ କରୋନା ମହାରାଷ୍ଟ୍ରରେ ପାଦ ଥାପିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିନଥିଲା।

ଆଜିର ମୃତ୍ୟୁସଂଖ୍ୟା ସବୁ ରେକର୍ଡ ଭାଙ୍ଗିବା ପରେ ଲୋକଙ୍କ ମନରେ ଛନକା ପଶିଛି। ଏଯାଏ କରୋନା ରାଜ୍ୟରେ ୬୧,୯୧୧ ଜଣଙ୍କ ମୁଣ୍ଡ ନେଲାଣି। ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୬,୯୫,୭୪୭ ରହିଛି। ସେହିପରି ୨୪ ଘଣ୍ଟାରେ ଆଉ ୬୭,୪୬୮ ଜଣ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ପୂର୍ବଭଳି ପୁଣେ ସଂକ୍ରମଣ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଜିଲ୍ଲା ମଧ୍ୟରେ ରହିଛି। ଏଠାରେ ୧୦,୮୫୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇରେ ୭,୬୮୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୭୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ନାଗପୁର ରହିଛି। ନାଗପୁରରେ ୨୪ ଘଣ୍ଟାରେ ୭,୫୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୧ ଜଣ ପ୍ରାଣ ହରାଇଛନ୍ତି।

ନାଶିକରେ ଆଜି ଅକ୍ସିଜେନ୍‌ ଲିକ୍‌ରେ ୨୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ। ୨୪ ଘଣ୍ଟା ମଧ୍ୟରେ ଏଠାରେ ଆଉ ୬,୭୦୩ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଓ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଦିନରେ ୫୪,୯୮୫ ଜଣ ଲୋକ ସୁସ୍ଥ ହେବାରୁ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨,୬୮,୪୪୯ ଛୁଇଁଛି।

ରାଜ୍ୟରେ ଆରୋଗ୍ୟ ହାର ୮୧.୧୫% ରହିଛି। ସରକାର କହିଛନ୍ତି, ଏଯାଏ ମୋଟ ୨,୪୬,୧୪,୪୮୦ଟି ନମୁନା ପରୀକ୍ଷା କରାଯାଇଛି। ଏହା ମଧ୍ୟରୁ ମୋଟ ୪୦,୨୭,୮୨୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାର ଅର୍ଥ ରାଜ୍ୟରେ ପଜିଟିଭ ରେଟ୍‌ ୧୬.୩୬% ରହିଛି। ବର୍ତ୍ତମାନ ୩୯,୧୫,୨୯୨ ଜଣ ହୋମ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୨୮,୩୮୪ ଜଣ ଇନଷ୍ଟିଚ୍ୟୁସନ କ୍ୱାରେଣ୍ଟାଇନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story