କେଉଁ ମନ୍ତ୍ରଣାଳୟକୁ ବଜେଟ୍‌ରେ କେତେ ଟଙ୍କା ମିଳିଲା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ମୋଟ ୩୪.୮୩ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି। ସବୁ ମନ୍ତ୍ରଣାଳୟ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟୟବରାଦ ମଧ୍ୟ କରାଯାଇଛି। କେନ୍ଦ୍ର ସରକାର ବଜେଟ୍‌ରେ ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୨,୨୩୮୪୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ୨୦୨୦-୨୧ରେ ସ୍ୱାସ୍ଥ୍ୟ ସେବା ପାଇଁ ୯୪,୪୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଏହାର ଅର୍ଥ କରୋନା ପାଇଁ ସ୍ୱାସ୍ଥ୍ୟ ବଜେଟ୍‌କୁ ୧୩୭% ବୃଦ୍ଧି କରାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ମନ୍ତ୍ରଣାଳୟକୁ […]

cf

cf

Hemant Lenka
  • Published: Monday, 01 February 2021
  • Updated: 02 February 2021, 01:22 PM IST

Sports

Latest News

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ମୋଟ ୩୪.୮୩ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି। ସବୁ ମନ୍ତ୍ରଣାଳୟ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟୟବରାଦ ମଧ୍ୟ କରାଯାଇଛି। କେନ୍ଦ୍ର ସରକାର ବଜେଟ୍‌ରେ ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୨,୨୩୮୪୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

୨୦୨୦-୨୧ରେ ସ୍ୱାସ୍ଥ୍ୟ ସେବା ପାଇଁ ୯୪,୪୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଏହାର ଅର୍ଥ କରୋନା ପାଇଁ ସ୍ୱାସ୍ଥ୍ୟ ବଜେଟ୍‌କୁ ୧୩୭% ବୃଦ୍ଧି କରାଯାଇଛି।

ତେବେ ଆସନ୍ତୁ ଜାଣିବା କେଉଁ ମନ୍ତ୍ରଣାଳୟକୁ କେତେ ଟଙ୍କା ମିଳିଛି

୧-ଗୃହ ଓ ସହରାଞ୍ଚଳ ବ୍ୟାପର- ୫୪,୫୮୧ କୋଟି

୨-ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ- ୭୩,୯୩୨

୩-ଶିକ୍ଷା ମନ୍ତ୍ରଣାଳୟ-୯୩,୨୨୪ କୋଟି

୪-ରେଳ ମନ୍ତ୍ରଣାଳୟ-୧,୧୦,୦୫୫ କୋଟି

୫-ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ- ୧,୧୮,୧୦୧ କୋଟି

୬- କୃଷି ଓ ଚାଷୀ କଲ୍ୟାଣ ମନ୍ତ୍ରଣାଳୟ-୧,୩୩,୬୯୦ କୋଟି

୭-ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ-୧,୬୬,୫୪୭ କୋଟି

୮-ଖାଉଟି ବ୍ୟାପାର ମନ୍ତ୍ରଣାଳୟ- ୨,୫୬,୯୪୮ କୋଟି

୯-ପ୍ରତିରକ୍ଷା ମନ୍ତ୍ରଣାଳୟ- ୪,୭୮,୧୯୬ କୋଟି ଟଙ୍କା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story