କରୋନା ଲଢ଼େଇ: ମୋଦିଙ୍କୁ ଚିଠି ଲେଖି ୯ଟି ପ୍ରସ୍ତାବ ଦେଲେ ୧୨ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୨ଟି ବିରୋଧୀ ଦଳର ସଦସ୍ୟ ମିଳିତ ଭାବେ ଚିଠି ଲେଖି ୯ଟି ପ୍ରସ୍ତାବ ଦେଇଛନ୍ତି। ୯ଟି ପ୍ରସ୍ତାବ ଅନୁସାରେ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟ କରି କରୋନାର ଦ୍ୱିତୀୟ ୱେଭ ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରନ୍ତୁ ବୋଲି ସେମାନେ କହିଛନ୍ତି। ଦେଶରେ ସଂକ୍ରମଣ ବଢ଼ୁଥିବାରୁ ଚିକିତ୍ସା ପାଇଁ ଲୋକଙ୍କୁ ବେଡ୍‌ ମିଳୁନାହିଁ। ସେହିପରି ହଜାର ହଜାର ଲୋକ ଦୈନିକ […]

Modi

Modi

Hemant Lenka
  • Published: Wednesday, 12 May 2021
  • Updated: 12 May 2021, 08:40 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୨ଟି ବିରୋଧୀ ଦଳର ସଦସ୍ୟ ମିଳିତ ଭାବେ ଚିଠି ଲେଖି ୯ଟି ପ୍ରସ୍ତାବ ଦେଇଛନ୍ତି। ୯ଟି ପ୍ରସ୍ତାବ ଅନୁସାରେ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟ କରି କରୋନାର ଦ୍ୱିତୀୟ ୱେଭ ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରନ୍ତୁ ବୋଲି ସେମାନେ କହିଛନ୍ତି।

ଦେଶରେ ସଂକ୍ରମଣ ବଢ଼ୁଥିବାରୁ ଚିକିତ୍ସା ପାଇଁ ଲୋକଙ୍କୁ ବେଡ୍‌ ମିଳୁନାହିଁ। ସେହିପରି ହଜାର ହଜାର ଲୋକ ଦୈନିକ କରୋନା ଯୋଗୁ ପ୍ରାଣ ମଧ୍ୟ ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ସମେତ ୧୨ଟି ବିରୋଧୀ ଦଳର ନେତା ମିଳିତ ଭାବେ ଚିଠି ଲେଖିଛନ୍ତି।

ଏଥିରରେ ସେମାନେ କରୋନାକୁ ମୁକାବିଲା କରିବାକୁ ହେଲେ ମାଗଣା ଟିକାକରଣ, ସେଣ୍ଟ୍ରାଲ ଭିସ୍ତାର କାମ ବନ୍ଦ କରିବା ଓ କୃଷି ଆଇନକୁ ପ୍ରତ୍ୟାହାର କରିବା ଭଳି ୯ଟି ପ୍ରସ୍ତାବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗରେ ଉପସ୍ଥାପନ କରିଛନ୍ତି।

ସେମାନେ କହିଛନ୍ତି, “ଆମେମାନେ ବାରମ୍ବାର ଆପଣଙ୍କୁ ବ୍ୟକ୍ତିଗତ ଓ ମିଳିତ ଭାବେ ଏକାଧିକ ପଦକ୍ଷେପ ଗ୍ରହଣ କରିବାକୁ କହି ଆସିଛୁ। ଦୁର୍ଭାଗ୍ୟବଶତଃ ଆପଣଙ୍କ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଛି ନଚେତ ଅଣଦେଖା କରିଛି। ଏହି କାରଣରୁ ବର୍ତ୍ତମାନ ଭୟଙ୍କର ମାନବ ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ତେଣୁ ତୁରନ୍ତ ବର୍ତ୍ତମାନେ ଆମେ ଦେଉଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରି ଦେଶକୁ କରୋନା କବଳରୁ ରକ୍ଷା କରନ୍ତୁ।”

ବିରୋଧୀ ଦଳ ଦେଇଥିବା ୯ ସୂତ୍ରୀ ମନ୍ତ୍ରଗୁଡ଼ିକ ହେଲା

୧- ଘରୋଇ ଓ ଅନ୍ତର୍ଜତୀୟ ବଜାରରେ ଉପଲବ୍ଧ ହେଉଥିବା ସମସ୍ତ ସ୍ଥାନରୁ ଟିକା କେନ୍ଦ୍ର ସରକାର କିଣନ୍ତୁ।

୨-ତୁରନ୍ତ ମାଗଣା ଓ ଦେଶବ୍ୟାପି ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତୁ।

୩- ଦେଶରେ ଟିକା ଉତ୍ପାଦନ ବୃଦ୍ଧି କରିବା ପାଇଁ ବାଧ୍ୟତାମୂଳକ ଲାଇସେନ୍ସ ଦିଆଯାଉ

୪-ବଜେଟରେ ବ୍ୟବସ୍ଥା ହୋଇଥିବା ୩୫ ହଜାର କୋଟି ଟଙ୍କାକୁ ଟିକା ପାଇଁ ବ୍ୟବହାର କରାଯାଉ।

୫-ସେଣ୍ଟ୍ରାଲ ଭିସ୍ତା କାମକୁ ତୁରନ୍ତ ବନ୍ଦ କରନ୍ତୁ। ଏଥିରେ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ଟିକା ଓ ଅକ୍ସିଜେନ ପାଇଁ ବ୍ୟବହାର କରନ୍ତୁ।

୬- ହସିବା ରଖାଯାଉ ନଥିବା ପିଏମ କେୟାର୍ସ ଭଳି ସମସ୍ତ ଘରୋଇ ଟ୍ରଷ୍ଟ ପାଣ୍ଠିରେ ପଡ଼ି ରହିଥିବା ଟଙ୍କାକୁ ଟିକା, ଅକ୍ସିଜେନ ଓ ଔଷଧ ଉପକରଣ କିଣାରେ ବ୍ୟବହାର କରାଯାଉ।

୭-ବେକାର ହୋଇ ରହିଥିବା ଲୋକଙ୍କୁ ୬ ହଜାର ଲେଖାଏ ଟଙ୍କା ଦିଅନ୍ତୁ।

୮-ଜରୁରୀ ଥିବା ଲୋକଙ୍କୁ ରାସନ ଯୋଗାଇ ଦିଆଯାଉ

୯-ଚାଷୀମାନଙ୍କୁ କରୋନା ପଞ୍ଝାରୁ ରକ୍ଷା କରିବା ପାଇଁ ତୁରନ୍ତ କୃଷି ଆଇନକୁ ପ୍ରତ୍ୟାହାର କରାଯାଉ।

ଏହି ଚିଠିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଜେଡିଏସ୍‌ ପ୍ରତିଷ୍ଠାତା ଏଚ୍‌ଡି ଦେବଗୌଡ଼ା, ଏନସିପିର ଶରଦ ପାୱାର, ଶିବସେନାର ଉଦ୍ଧବ ଠାକରେ, ଟିଏମସିର ମମତା ବାନାର୍ଜୀ, ଡିଏମକେର ଏମକେ ଷ୍ଟାଲିନ, ଜେଏମଏମର ହେମନ୍ତ ସୋରେନ, ଜେକେପିଏର ଫାରୁକ ଅବଦୁଲ୍ଲା, ସପାର ଅଖିଲେଶ ଯାଦବ, ଆରଜେଡିର ତେଜସ୍ୱୀ ଯାଦବ, ସିପିଆଇର ଡି ରାଜା ଓ ସିପିଆଇ-ଏମର ସୀତାରାମ ୟେଚୁରୀଙ୍କ ନାଁ ରହିଛି।

ତେବେ ବିଏସ୍‌ପିର ମାୟାବତୀ ଓ ଆମ ଆଦମୀର ଅରବିନ୍ଦ କେଜ୍ରିୱାଲଙ୍କ ନାଁ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story