ନିଜକୁ ବେଙ୍ଗଲର ଝିଅ କହି ବିଜେପି ବିରୋଧରେ ଲଢ଼େଇ ଆରମ୍ଭ କଲେ ମମତା

କୋଲକାତା: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କ୍ଷମତାସୀନ ଟିଏମସି ତା’ର ନୂଆ ନାରା ଆରମ୍ଭ କରିଛି। ଏହି ନାରାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବେଙ୍ଗଲ ଝିଅ ଦର୍ଶାଯାଇଛି। ବେଙ୍ଗଲ ଚାହୁଁଛି ନିଜର ଝିଅ ନାରା ଦେଇ ଟିଏମସି ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥର ବେଙ୍ଗଲ ଝିଅ ଓ ବିଜେପି ମଧ୍ୟରେ ଲଢ଼େଇ ହେବ ବୋଲି ଟିଏମସି କହିଛି। ବେଙ୍ଗଲର ଝିଅ ନାରା ଲେଖାଥିବା ହୋର୍ଡିଂ ସମଗ୍ର କୋଲକାତାରେ ଲଗାଯାଇଛି। ଏଥିରେ ମମତାଙ୍କ ଫଟୋ ମଧ୍ୟ […]

mamata

mamata

Hemant Lenka
  • Published: Saturday, 20 February 2021
  • Updated: 20 February 2021, 07:14 PM IST

Sports

Latest News

କୋଲକାତା: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କ୍ଷମତାସୀନ ଟିଏମସି ତା’ର ନୂଆ ନାରା ଆରମ୍ଭ କରିଛି। ଏହି ନାରାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବେଙ୍ଗଲ ଝିଅ ଦର୍ଶାଯାଇଛି। ବେଙ୍ଗଲ ଚାହୁଁଛି ନିଜର ଝିଅ ନାରା ଦେଇ ଟିଏମସି ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥର ବେଙ୍ଗଲ ଝିଅ ଓ ବିଜେପି ମଧ୍ୟରେ ଲଢ଼େଇ ହେବ ବୋଲି ଟିଏମସି କହିଛି।

ବେଙ୍ଗଲର ଝିଅ ନାରା ଲେଖାଥିବା ହୋର୍ଡିଂ ସମଗ୍ର କୋଲକାତାରେ ଲଗାଯାଇଛି। ଏଥିରେ ମମତାଙ୍କ ଫଟୋ ମଧ୍ୟ ରହିଛି। ଟିମଏସିର କାର୍ଯ୍ୟାଳୟଗୁଡ଼ିକରେ ଏହି ହୋର୍ଡିଂ ଲାଗିଛି। ଟିଏମସି ସମ୍ପାଦକ ପ୍ରାର୍ଥ ଚାଟାର୍ଜୀ କହିଛନ୍ତି, ରାଜ୍ୟବାସୀ ସେମାନଙ୍କର ନିଜ ଝିଅକୁ ଚାହୁଁଛନ୍ତି।

ବେଙ୍ଗଲର ଝିଅ ଭାବେ ରାଜ୍ୟବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ରୂପେ ଦୀର୍ଘବର୍ଷ ହେଲାଣି ରହିଆସିଛନ୍ତି। ଆମେ ବାହାର ଲୋକଙ୍କୁ କେବେ ହେଲେ ଏହି ପଦ ଦେଇପାରିବୁ ନାହିଁ ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ଟିଏମସି ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ବିଜେପିକୁ ଆଉଟ ସାଇଡର ବା ବାହାର ଲୋକ କହି ଟିଏମସି ତୀବ୍ର ସମାଲୋଚନା କରୁଛି। ତଥାପି ବେଙ୍ଗଲରେ ବିଜେପି ତା’ର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏକାଧିକ ଟିଏମସି ବିଧାୟକ ଓ ମନ୍ତ୍ରୀ ଦଳ ଛାଡ଼ି ବିଜେପିରେ ମଧ୍ୟ ମିଶିବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story