କ୍ଷୀର ଦେଲାନି ମଇଁଷି, ଥାନାରେ ପହଞ୍ଚିଲେ ଚାଷୀ

ଭୋପାଲ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏପରି ଘଟଣା ଘଟିଛି। ଜଣେ ଚାଷୀଙ୍କ ପାଖରେ ଥିବା ଗୋଟିଏ ମଇଁଷି କ୍ଷୀର ନ ଦେବାରୁ ସେ ସିଧା ସାହାଯ୍ୟ ପାଇଁ ଥାନାରେ ପହଞ୍ଚିଛନ୍ତି। କ୍ଷୀର ଦେଉ ନଥିବା ମଇଁଷିଟିକୁ ମଧ୍ୟ ଚାଷୀ ଜଣଙ୍କ ନିଜ ସହ ଥାନାକୁ ନେଇଥିଲେ। ଏହା ଦେଖି ପୁଲିସ୍‌ ବାବୁମାନେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ଜଣେ ପ୍ରାଣୀ ଚିକିତ୍ସକଙ୍କ ସହ ଭେଟ କରାଇଥିଲା। ପ୍ରାଣୀ […]

Buffalo

Buffalo

Hemant Lenka
  • Published: Sunday, 14 November 2021
  • Updated: 14 November 2021, 05:31 PM IST

ଭୋପାଲ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏପରି ଘଟଣା ଘଟିଛି। ଜଣେ ଚାଷୀଙ୍କ ପାଖରେ ଥିବା ଗୋଟିଏ ମଇଁଷି କ୍ଷୀର ନ ଦେବାରୁ ସେ ସିଧା ସାହାଯ୍ୟ ପାଇଁ ଥାନାରେ ପହଞ୍ଚିଛନ୍ତି। କ୍ଷୀର ଦେଉ ନଥିବା ମଇଁଷିଟିକୁ ମଧ୍ୟ ଚାଷୀ ଜଣଙ୍କ ନିଜ ସହ ଥାନାକୁ ନେଇଥିଲେ।

ଏହା ଦେଖି ପୁଲିସ୍‌ ବାବୁମାନେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ଜଣେ ପ୍ରାଣୀ ଚିକିତ୍ସକଙ୍କ ସହ ଭେଟ କରାଇଥିଲା। ପ୍ରାଣୀ ଚିକିତ୍ସିତଙ୍କ ସହ ଆଲୋଚନା କରିବା ବେଳେ ମଇଁଷିଟି କଳାଯାଦୁର ଶିକାର ହୋଇଥିବା ଚାଷୀ ଜଣଙ୍କ ଅଭିଯୋଗ କରିଛନ୍ତି।

ଭିଣ୍ତର ନୟାଗାଓଁର ଚାଷୀ ଜଣଙ୍କ ନିଜ ମଇଁଷିକୁ ଧରି ପୁଲିସ୍‌ ଠାରୁ ସାହାଯ୍ୟ ମାଗୁଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ବାବୁଲାଲ ଯାଦବ(୪୫) ନାମକ ଜଣେ ବ୍ୟକ୍ତି ନୟାଗାଓଁ ପୁଲିସ୍‌ ଷ୍ଟେସନରେ ଶନିବାର ଦିନ ଏପରି ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ପୂର୍ବରୁ ତାଙ୍କ ମଇଁଷି ଭଲ ଭାବେ କ୍ଷୀର ଦେଉଥିଲା। କିନ୍ତୁ କିଛି ଦିନ ହେବ ମଇଁଷିଟି କ୍ଷୀର ଦୁହିଁବା ପାଇଁ ନିଜ ଚିରରେ ଆଦୌ ହାତ ମରାଇ ଦେଉନି। ବାବୁଲାଲ ତା’ ପାଖକୁ ଯିବା ମାତ୍ରେ ସେ ଛିଟିକି ଯାଉଛି। ମଇଁଷିଟିକୁ କେହି ଗୁଣି କରିଥିବାରୁ ସେ କ୍ଷୀର ଦୁହିଁବା ଦେଖାଉ ନଥିବା ଗାଁର କିଛି ଲୋକ ବାବୁଲାଲଙ୍କୁ କହିଥିଲେ।

ଫଳରେ ସେ ବାଧ୍ୟ ହୋଇ ଥାନାକୁ ଆସି ସହଯୋଗ ମାଗିଥିଲେ। ପ୍ରଥମେ ସେ ଏକାକୀ ଆସି ଅଭିଯୋଗ ଦାଖଲ କରିଥିଲେ। କିନ୍ତୁ ଏହାର ୪ ଘଣ୍ଟା ପରେ ନିଜ ମିଇଁଷ ସହ ସେ ପୁଣି ଥାନାରେ ପହଞ୍ଚିଥିଲେ। ମଇଁଷିଟିକୁ ପୁଲିସ୍‌ ଅଧିକାରୀଙ୍କ ଆଗରେ ହାଜର କରାଇ ସମସ୍ୟାର ସମାଧାନ କରିବାକୁ ନେହୁରା ହୋଇଥିଲେ।

ଡେପୁଟି ଏସ୍‌ପି ଅରବିନ୍ଦ ଶାହ କହିଛନ୍ତି, “ଶନିବାର ଠାରୁ ଆମ ପାଖରେ ଅଭିଯୋଗ ପହଞ୍ଚିଛି। ମୁଁ ନିଜେ ଥାନା ଅଧିକାରୀଙ୍କୁ ଏହାର ସମାଧାନ କରିବାକୁ କହିଥିଲି। ଚାଷୀଙ୍କୁ ଜଣେ ପ୍ରାଣୀ ଚିକିତ୍ସକଙ୍କ ଆଲୋଚନର କରିବାର ବ୍ୟବସ୍ଥା କରାଯାଇଥିଲା। ପରାମର୍ଶ ପାଇବା ପରେ ସେ ମଇଁଷି ସହ ଘରକୁ ଚାଲି ଯାଇଥିଲେ। ଆଜି ସକାଳୁ ବାବୁଲାଲ ଥାନାକୁ ଆସି ପୁଲିସ୍‌କୁ ଧନ୍ୟବାଦ ଜଣାଇଛନ୍ତି। କାରଣ ରବିବାର ସକାଳୁ ତାଙ୍କ ମଇଁଷି କ୍ଷୀର ଦେବା ଆରମ୍ଭ କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story