ଆଶ୍ଚର୍ଯ୍ୟ: ମୃତ ଘୋଷଣା ପରେ ଶବାଗାରରେ ଥିବା ବ୍ୟକ୍ତି ଦିନକ ପରେ ବଞ୍ଚି ଉଠିଲେ

ଲକ୍ଷ୍ନୌ: ମେଡିକାଲ ଇତିହାସରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ପ୍ରଥମେ ଗୋଟିଏ ଘରୋଇ ଓ ପରେ ସରକାର ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଜୀବନ ଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ବ୍ୟକ୍ତି ଜଣଙ୍କ ମୃତ ଘୋଷିତ ହୋଇଥିବାରୁ ତାଙ୍କୁ ଗୋଟିଏ ରାତି ହସ୍ପିଟାଲର ଶବାଗାର ଫ୍ରିଜରରେ ରଖାଯାଇଥିଲା। ତେବେ ପରଦିନ ସକାଳେ ତାଙ୍କ ନିଃଶ୍ୱାସ ଚାଲୁଥିବା ଡାକ୍ତରମାନେ ଦେଖି ସ୍ତବ୍ଧ ହୋଇଯାଇଛନ୍ତି। ଉତ୍ତର ପ୍ରଦେଶର […]

dead-Body

dead-Body

Hemant Lenka
  • Published: Sunday, 21 November 2021
  • Updated: 21 November 2021, 09:53 PM IST

ଲକ୍ଷ୍ନୌ: ମେଡିକାଲ ଇତିହାସରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ପ୍ରଥମେ ଗୋଟିଏ ଘରୋଇ ଓ ପରେ ସରକାର ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଜୀବନ ଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ବ୍ୟକ୍ତି ଜଣଙ୍କ ମୃତ ଘୋଷିତ ହୋଇଥିବାରୁ ତାଙ୍କୁ ଗୋଟିଏ ରାତି ହସ୍ପିଟାଲର ଶବାଗାର ଫ୍ରିଜରରେ ରଖାଯାଇଥିଲା। ତେବେ ପରଦିନ ସକାଳେ ତାଙ୍କ ନିଃଶ୍ୱାସ ଚାଲୁଥିବା ଡାକ୍ତରମାନେ ଦେଖି ସ୍ତବ୍ଧ ହୋଇଯାଇଛନ୍ତି। ଉତ୍ତର ପ୍ରଦେଶର ମୋରଦାବାଦରେ ଏପରି ଘଟଣା ଘଟିଛି।

୪୫ ବର୍ଷୀୟ ଶ୍ରୀକେଶ କୁମାର ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଏଥିପାଇଁ ମୋରଦାବାଦର ଗୋଟିଏ କ୍ଲିନିକକୁ ଅଣାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିବା ପରେ ତୁରନ୍ତ ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ଶବ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇ ଦେଇଥିଲେ।

ସେଠାରେ ଜରୁରୀ କାଳୀନ ସେବାରେ ଥିବା ଜଣେ ଡାକ୍ତର ପରୀକ୍ଷା କରି କୁମାରଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ପୁଲିସ୍‌କୁ ଖବର ଦିଆଯାଇଥିଲା ଓ ପରିବାର ଲୋକ ଆସିବା ପର୍ଯ୍ୟନ୍ତ ଏହାକୁ ହସ୍ପିଟାଲର ଶବାଗାରରେ ଥିବା ଫ୍ରିଜ୍‌ରେ ରଖାଯାଇଥିଲା।

ପରିବାର ଲୋକ ୬ ଘଣ୍ଟା ପରେ ଆସିଥିଲେ। ରାତି ହୋଇଯାଥିବାରୁ ଶବ ବ୍ୟବଚ୍ଛେଦ ହୋଇ ନଥିଲା। ତା’ ପରଦିନ ସକାଳେ ପୁଲିସ୍‌ ଟିମ୍‌ ଓ ପରିବାର ଲୋକ ଶବ ବ୍ୟବଚ୍ଛେଦ ପାଇଁ କାଗଜପତ୍ର କାମ କରୁଥିବା ବେଳେ ହଠାତ୍‌ କୁମାରଙ୍କ ଶରୀରରେ ଜୀବନ ଥିବା ଜଣାପଡ଼ିଥିଲା।

ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିସହ କୁମାରଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ସେ ବଞ୍ଚିଥିଲେ ମଧ୍ୟ କୋମାରେ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏହା କୌଣସି ଚମତ୍କାରିତା ଠାରୁ କମ ନୁହେଁ ବୋଲି ସମସ୍ତେ କହୁଛନ୍ତି। କିନ୍ତୁ ଡାକ୍ତରମାନେ କେମିତି ଜଣେ ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ, ତା’ର ତଦନ୍ତ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story