ନିଖୋଜ ଶୁଆ ଫେରାଇ ୮୫ ହଜାର ଟଙ୍କା ପାଇଲେ ଯୁବକ

ବେଙ୍ଗାଲୁରୁ: ପ୍ରକୃତ ମାଲିକଙ୍କୁ ନିଖୋଜ ଶୁଆ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ଜଣେ ଯୁବକ। ତାଙ୍କର ଏପରି କାର୍ଯ୍ୟ ପାଇଁ ଶୁଆର ମାଲିକ ତାଙ୍କୁ ୮୫ ହଜାର ଟଙ୍କା ପୁରସ୍କାର ବାବଦରେ ଦେଇଛନ୍ତି। ପ୍ରକୃତରେ ନିଖୋଜ ଶୁଆକୁ ଖୋଜି ଆଣିବା ପାଇଁ ତା’ର ମାଲିକ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ହେଲେ ଶୁଆକୁ ପାଇବା ପରେ ଖୁସି ହୋଇ ମାଲିକ ଜଣଙ୍କ ଯୁବକଙ୍କୁ ଅତିରିକ୍ତ ୩୫ ହଜାର ଟଙ୍କା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, […]

_parrot-

_parrot-

Hemant Lenka
  • Published: Saturday, 23 July 2022
  • Updated: 23 July 2022, 11:37 AM IST

Sports

Latest News

ବେଙ୍ଗାଲୁରୁ: ପ୍ରକୃତ ମାଲିକଙ୍କୁ ନିଖୋଜ ଶୁଆ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ଜଣେ ଯୁବକ। ତାଙ୍କର ଏପରି କାର୍ଯ୍ୟ ପାଇଁ ଶୁଆର ମାଲିକ ତାଙ୍କୁ ୮୫ ହଜାର ଟଙ୍କା ପୁରସ୍କାର ବାବଦରେ ଦେଇଛନ୍ତି। ପ୍ରକୃତରେ ନିଖୋଜ ଶୁଆକୁ ଖୋଜି ଆଣିବା ପାଇଁ ତା’ର ମାଲିକ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ହେଲେ ଶୁଆକୁ ପାଇବା ପରେ ଖୁସି ହୋଇ ମାଲିକ ଜଣଙ୍କ ଯୁବକଙ୍କୁ ଅତିରିକ୍ତ ୩୫ ହଜାର ଟଙ୍କା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୧୬ରେ ଆଫ୍ରିକାନ ଶୁଆ ରୁସ୍ତମ ନିଖୋଜ ହୋଇଯାଇଥିଲା। ଏହାର ମାଲିକ ଅନେକ ସ୍ଥାନରେ ଖୋଜିଥିଲେ ମଧ୍ୟ ରୁସ୍ତମର ପତ୍ତା ମିଳି ନଥିଲା। ଶୁଆଟି କର୍ଣ୍ଣାଟକାର ଟୁମାକୁରୁରୁରେ ରହୁଥିବା ବେଳେ ଏଠାରୁ ଅନେକ କିମି ଦୂରକୁ ଉଡ଼ି ଯାଇଥିଲା। ଘଟଣାର ପରଦିନ ଶ୍ରୀନିବାସ ନାମକ ଜଣେ ଯୁବକ ଶୁଆଟିକୁ ପାଇଥିଲେ।

ତା’ର ଅବସ୍ଥା ଭଲ ନଥିବାରୁ ସେ ତା’କୁ ଘରକୁ ନେଇ ଯାଇଥିଲେ। ଘରେ ରଖି ଶୁଆଟିକୁ ଖାଇବା ପିଇବାକୁ ଦେଇଥିଲେ। ଦୁଇ ଦିନ ପରେ ଶୁଆଟିକୁ ତା’ର ମାଲିକ ବ୍ୟାକୁଳ ହୋଇ ଖୋଜୁ ଥିବା ବିଜ୍ଞାପନ ଜରିଆରେ ଶ୍ରୀନିବାସ ଜାଣିବାକୁ ପାଇଥିଲେ।

ଶେଷରେ ସେ ଶୁକ୍ରବାର ଶୁଆର ପ୍ରକୃତ ମାଲିକ ଅର୍ଜୁନଙ୍କ ପାଖକୁ ଆସିଥିଲେ। ଏଥିସହ ଶୁଆଟିକୁ ଫେରାଇ ଦେଇଥିଲେ। ଶୁଆକୁ ପାଇ ଖୁସି ହୋଇଯାଇଥିବା ଅର୍ଜୁନ ତୁରନ୍ତ ଶ୍ରୀନିବାସଙ୍କୁ ନଗଦ ୮୫ ହଜାର ଟଙ୍କା ପୁରସ୍କାର ବାବଦରେ ଦେଇଥିଲେ। ଅର୍ଜୁନ କହିଛନ୍ତି, “ଶୁଆଟିକୁ ଶ୍ରୀନିବାସ ଯତ୍ନର ସହ ରଖିଥିଲେ। ସେ ତା’କୁ ପାଇବା ବେଳେ ତା’ର ଅବସ୍ଥା ଭଲ ନଥିଲା। ତଥାପି ସେ ତା’କୁ ଖାଇବାକୁ ଦେଇଥିଲେ। ତା’ର ଦାୟିତ୍ୱ ଠିକ ଭାବେ ନେଇଥିବାରୁ ଆମେ ଆମ ଶୁଆକୁ ସୁରକ୍ଷିତ ଭାବେ ପାଇ ପାରିଛୁ।”

ଶୁଆ ନିଖୋଜ ହେବା ଦିନ ଠାରୁ ଅର୍ଜୁନଙ୍କ ଘରେ କେହି ଠିକ ଭାବେ ଖାଇ ନାହାନ୍ତି। ପରିବାରର ସବୁ ସଦସ୍ୟ ସହରର ବିଭିନ୍ନ ସ୍ଥାନରେ ନିଖୋଜ ଶୁଆର ପୋଷ୍ଟର ମଧ୍ୟ ଲଗାଇଥିଲେ। ଶେଷରେ ସେମାନେ ନିଜ ଶୁଆକୁ ପାଇବାକୁ ସକ୍ଷମ ହୋଇଛନ୍ତି। ଅଢ଼େଇ ବର୍ଷ ହେଲାଣି ରୁସ୍ତମ ଏଠାରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story