ବର୍ବରତାର ସୀମା ଟପିଲା ଯୁବକ: ମହିଳାଙ୍କୁ ଦୁଷ୍କର୍ମ ପରେ ପିଟିପିଟି ହତ୍ୟା, ପୁଣି ଶବ ସହ ଖରାପ କାମ

ହାଇଦ୍ରାବାଦ: ବର୍ବରତାର ସବୁ ସୀମା ଟପିଛି ଜଣେ ୨୫ ବର୍ଷୀୟ ଯୁବକ। ସେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ପିଟିପିଟି ହତ୍ୟା କରିଛି। ଏତିକିରେ ତା’ ମନ ବୁଝି ନଥିଲା। ମହିଳା ଜଣଙ୍କ ପ୍ରାଣ ହରାଇ ସାରିଥିଲେ ମଧ୍ୟ ଯୁବକ ଜଣକ ଶବ ସହ ସେକ୍ସ କରିବାକୁ ମଧ୍ୟ ପଛାଇ ନଥିଲା। ହାଇଦ୍ରାବାଦ ଠାରୁ ୫୦ କିମି ଦୂର ଚୌଟୁପ୍ପାଲ ଠାରେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, […]

youth

youth

Hemant Lenka
  • Published: Thursday, 12 May 2022
  • Updated: 12 May 2022, 11:52 AM IST

ହାଇଦ୍ରାବାଦ: ବର୍ବରତାର ସବୁ ସୀମା ଟପିଛି ଜଣେ ୨୫ ବର୍ଷୀୟ ଯୁବକ। ସେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ପିଟିପିଟି ହତ୍ୟା କରିଛି। ଏତିକିରେ ତା’ ମନ ବୁଝି ନଥିଲା। ମହିଳା ଜଣଙ୍କ ପ୍ରାଣ ହରାଇ ସାରିଥିଲେ ମଧ୍ୟ ଯୁବକ ଜଣକ ଶବ ସହ ସେକ୍ସ କରିବାକୁ ମଧ୍ୟ ପଛାଇ ନଥିଲା। ହାଇଦ୍ରାବାଦ ଠାରୁ ୫୦ କିମି ଦୂର ଚୌଟୁପ୍ପାଲ ଠାରେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଗୋଟିଏ ନିର୍ମାଣଧୀନର କୋଠାର ସୁପରଭାଇଜର ଭାବେ କାମ କରୁଥିଲା। ତା’ ଘର ପାଖରେ ଥିବା ଗୋଟିଏ ଗୋଦାମରେ ଜଣେ ୨୪ ବର୍ଷୀୟ ମହିଳା ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ। ମହିଳାଙ୍କୁ ଦେଖିବା ମାତ୍ରେ ସେ ତାଙ୍କ ପିଛା କରୁଥିଲା ଓ ତାଙ୍କ ଗତିବିଧି ଉପରେ ନଜର ରଖୁଥିଲା।

ମହିଳାଙ୍କ ସ୍ୱାମୀ ସ୍ଥାନୀୟ କଲେଜରେ ୱାଚମ୍ୟାନ ଭାବେ କାମ କରନ୍ତି। ଏଥିଯୋଗୁ ମହିଳା ଜଣଙ୍କ ଅଧିକାଂଶ ସମୟ ଘରେ ଏକାକୀ ରୁହନ୍ତି। ଏକଥା ଜାଣିବା ପରେ ଯୁବକ ଜଣକ ମେ’ ୯ ତାରିଖରେ ଗୋଦାମ ଭିତରେ ପଶିଥିଲା। ସେଠାରେ ସେ ମହିଳାଙ୍କୁ ଏକାକୀ ପାଇ ପ୍ରଥମେ ଦୁଷ୍କର୍ମ କରିଥିଲା। ତେବେ ପ୍ରାୟ ଘଣ୍ଟାକ ପରେ ସେ ମହିଳାଙ୍କ ମୁଣ୍ଡକୁ ପଥରେ ପିଟି ହତ୍ୟା କରି ଦେଇଥିଲା। ଏହାପରେ ଶବ ସହ ବାରମ୍ବାର ସେକ୍ସ କରିଥିଲା ବୋଲି ଏସିପି ଉଦୟ ରେଡ୍ଡୀ କହିଛନ୍ତି।

ଏପରି ଲୋମହର୍ଷଣକାରୀ ଘଟଣା ଘଟାଇବା ପରେ ଅଭିଯୁକ୍ତ ଜଣକ ମହିଳାଙ୍କ ପାଖରେ ଥିବା ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିଲା। ମହିଳାଙ୍କ ସ୍ୱାମୀଙ୍କ ବୟାନକୁ ଆଧାର କରି ପୁଲିସ୍ ଦୁଷ୍କର୍ମ, ହତ୍ୟା ଓ ଲୁଟ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲା।

ଯାଞ୍ଚ ବେଳେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା। ଶେଷରେ ମେ’ ୧୧ ତାରିଖ ରାତିରେ ଅଭିଯୁକ୍ତ ଯୁବକକୁ ପୁଲିସ୍ ଘଟଣାସ୍ଥଳରୁ ପ୍ରାୟ ୧ କିମି ଦୂରରେ ଥିବା ମଲକାପୁର ଗାଁରୁ ଗିରଫ କରିଛି। ଅଭିଯୁକ୍ତ ଠାରୁ ମହିଳାଙ୍କ ସୁନା ଅଳଙ୍କା ପୁଲିସ୍ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story