ଡିନରରେ ସାଲାଡ ଦେଲେନି ବୋଲି ପିତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ

ମୁଜାଫରନଗର: ସାଲାଡ ପାଇଁ ହତ୍ୟାକାରୀ ସାଜିଲା ଜଣେ ବ୍ୟକ୍ତି। ରାତ୍ର ଭୋଜନରେ ସାଲାଡ ନ ଦେବାରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ସ୍ୱାମୀର ବେଲଚା ମାଡ଼ରେ ପତ୍ନୀ ଜଣଙ୍କ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ପୁଅ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ ଦୁଇ ଦିନ ତଳେ ଘଟିଥିବା ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଅଭିଯୁକ୍ତ ମୁରଲୀ ସିଂହ ହତ୍ୟାକାଣ୍ତ ପରେ ଗୋଟିଏ ଜଙ୍ଗଲରେ ଲୁଚିଥିଲା। […]

Murder

Murder

Hemant Lenka
  • Published: Wednesday, 02 June 2021
  • Updated: 02 June 2021, 08:50 PM IST

Sports

Latest News

ମୁଜାଫରନଗର: ସାଲାଡ ପାଇଁ ହତ୍ୟାକାରୀ ସାଜିଲା ଜଣେ ବ୍ୟକ୍ତି। ରାତ୍ର ଭୋଜନରେ ସାଲାଡ ନ ଦେବାରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ସ୍ୱାମୀର ବେଲଚା ମାଡ଼ରେ ପତ୍ନୀ ଜଣଙ୍କ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ପୁଅ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ ଦୁଇ ଦିନ ତଳେ ଘଟିଥିବା ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।

ଅଭିଯୁକ୍ତ ମୁରଲୀ ସିଂହ ହତ୍ୟାକାଣ୍ତ ପରେ ଗୋଟିଏ ଜଙ୍ଗଲରେ ଲୁଚିଥିଲା। ତା’କୁ ଆଜି ପୁଲିସ୍‌ ସେଠାରୁ ଗିରଫ କରିଛି। ପୁଲିସ୍‌ କହିଛି ଯେ ମୁରଲୀ ସୋମବାର ରାତିରେ ତା’ ପତ୍ନୀଙ୍କୁ ରାତ୍ର ଭୋଜନ ବେଳେ ହତ୍ୟା କରିଥିଲା। ରାତ୍ର ଭୋଜନରେ ପତ୍ନୀ ଜଣଙ୍କ ସାଲାଡ ଦେଇଥିବାରୁ ଗୋଟିଏ ବେଲଚାରେ ମୁରଲୀ ତାଙ୍କୁ ଆକ୍ରମଣ କରିଥିଲା।

ଏହି ସମୟରେ ମରୁଲୀର ୨୦ ବର୍ଷୀୟ ଅଜୟ ମା’ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ହେଲେ ମୁରଲୀର ବେଲଚା ମାଡ଼ରେ ଅଜୟ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ମୁରଲୀ ତୁରନ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’ ଓ ପୁଅଙ୍କୁ ହସ୍ପିଟାଲ ନେଇଥିଲା। ହେଲେ ସେଠାରେ ଡାକ୍ତର ମରୁଲୀର ପତ୍ନୀଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୁଲିସ କହିଛି।

ପୁଲିସ ଏହି ଘଟଣାରେ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲାର ରୁଜୁ କରି ତଦନ୍ତ କରୁଥିବା ବେଳେ ଆଜି ମୁରଲୀକୁ ଗିରଫ କରିବାରେ ସକ୍ଷମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story