ସ୍ୱାମୀ ସାମ୍ନାରେ ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖିଲେ ପତ୍ନୀ, ଆଉ ତା’ ପରେ

ହାଇଦ୍ରାବାଦ: ସ୍ୱାମୀଙ୍କ ତାଗିଦକୁ ବେଖାତିର କରି ପ୍ରେମିକ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ମହିଳାଙ୍କ ଏପରି କାଣ୍ଡରେ ଅତିଷ୍ଠ ହୋଇ ସ୍ୱାମୀ ଜଣଙ୍କ ଭୟଙ୍କର ହତ୍ୟାକାଣ୍ଡ ଘଟାଇଛନ୍ତି। ସେ ପତ୍ନୀଙ୍କ ସହ ତାଙ୍କ ପ୍ରେମିକଙ୍କୁ ସ୍କ୍ରୁ ଡ୍ରାଇଭର ଦ୍ୱାରା ହତ୍ୟା କରି ନିଜର ପ୍ରତିଶୋଧ ନେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱାମୀଙ୍କ ଆଗରେ ମହିଳା ଜଣଙ୍କ ତାଙ୍କ ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରି ଅବସ୍ଥାରେ ହିଁ […]

Murdred

Murdred

Hemant Lenka
  • Published: Friday, 06 May 2022
  • Updated: 06 May 2022, 11:19 AM IST

Sports

Latest News

ହାଇଦ୍ରାବାଦ: ସ୍ୱାମୀଙ୍କ ତାଗିଦକୁ ବେଖାତିର କରି ପ୍ରେମିକ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ମହିଳାଙ୍କ ଏପରି କାଣ୍ଡରେ ଅତିଷ୍ଠ ହୋଇ ସ୍ୱାମୀ ଜଣଙ୍କ ଭୟଙ୍କର ହତ୍ୟାକାଣ୍ଡ ଘଟାଇଛନ୍ତି। ସେ ପତ୍ନୀଙ୍କ ସହ ତାଙ୍କ ପ୍ରେମିକଙ୍କୁ ସ୍କ୍ରୁ ଡ୍ରାଇଭର ଦ୍ୱାରା ହତ୍ୟା କରି ନିଜର ପ୍ରତିଶୋଧ ନେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱାମୀଙ୍କ ଆଗରେ ମହିଳା ଜଣଙ୍କ ତାଙ୍କ ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରି ଅବସ୍ଥାରେ ହିଁ ବ୍ୟକ୍ତି ଜଣଙ୍କ ଉଭୟଙ୍କୁ ହତ୍ୟା କରିଛନ୍ତି। ହତ୍ୟାକାଣ୍ତ ଘଟାଇଥିବା ୪୯ ବର୍ଷୀୟ ବ୍ୟକ୍ତିଙ୍କୁ ହାଇଦ୍ରାବାଦର ରଚକକୋଣ୍ଡା ପୁଲିସ୍‌ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତିଙ୍କ ପତ୍ନୀ ଜଣେ କାର୍‌ ଡ୍ରାଇଭରଙ୍କୁ ପ୍ରେମ କରୁଥିଲେ। ବାରମ୍ବାର ସେ ପତ୍ନୀଙ୍କୁ ପ୍ରେମିକ ସହ ସମ୍ପର୍କ ନ ରଖିବାକୁ ତାଗିଦ କରି ବିଫଳ ହେବା ପରେ ଏପରି କାଣ୍ତ ଘଟାଇଥିବା ପୁଲିସ୍‌ କହିଛି। ମହିଳା ଓ ତାଙ୍କ ସ୍ୱାମୀ ବିଜୟୱାଡାରେ ରହୁଥିବା ବେଳେ କୌଣସି କାରଣରୁ ହାଇଦ୍ରାବାଦ ଚାଲି ଯାଇଥିଲେ। ସେଠାରେ ହିଁ ମହିଳା ଜଣଙ୍କ କାର୍ ଡ୍ରାଇଭର ଯଶବନ୍ତଙ୍କ ପ୍ରେମରେ ପଡ଼ିଥିଲେ।

ଏକଥା ସ୍ୱାମୀ ଜାଣିବା ପରେ ବିରୋଧ କରିଥିଲେ। ତେବେ ମହିଳା ଜଣଙ୍କ କିଛି ନ ଶୁଣି ନିଜ କାମ କରି ଚାଲିଥିଲେ। ଏପରି କି ଅଧିକ କିଛି ହେଲେ ସେ ତାଙ୍କୁ ଛାଡ଼ିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ। ଏସବୁ ଭିତରେ ଅଭିଯୁକ୍ତ ଜଣଙ୍କ ନିଜ ପତ୍ନୀଙ୍କୁ ଧରି ବିଜୟୱାଡା ଫେରିବାକୁ ଚାହିଁଥିଲେ। ମହିଳା ଜଣଙ୍କ ବିଜୟୱାଡା ଫେରିବାକୁ ରାଜି ହୋଇଥିଲେ ହେଁ ଯଶବନ୍ତଙ୍କୁ ସାଙ୍ଗରେ ନେବାକୁ ଜିଦ ଧରିଥିଲେ। ପ୍ରଥମେ ଅଭିଯୁକ୍ତ ଜଣଙ୍କ ପତ୍ନୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ କିଛି ବି ଶୁଣି ନଥିଲେ।

ଶେଷରେ ୩ ଜଣ ଯାକ ଦୁଇଟି ଗାଡ଼ିରେ କୋଥାଗୁଡେମ ସହରରେ ପହଞ୍ଚିଥିଲେ। ସେଠାରେ ସମସ୍ତେ କଥାବାର୍ତ୍ତା ହେଉଥିବା ବେଳେ ମହିଳା ଜଣଙ୍କ ଯଶବନ୍ତଙ୍କ ସହ ଏକାକୀ କିଛି ସମୟ ରହିବାକୁ ଚାହୁଁଥିବା ତାଙ୍କ ସ୍ୱାମୀଙ୍କୁ କହିଥିଲେ। ଏଥିରେ ରାଜି ହୋଇ ବ୍ୟକ୍ତି ଜଣଙ୍କ ଦୁଇ ଜଣଙ୍କୁ ଏକାକୀ ଛାଡ଼ି ମଦ ପିଇବା ଆରମ୍ଭ କରିଥିଲେ।

ସେ ମଦ ପିଉଥିବା ବେଳେ ତାଙ୍କରି ସାମ୍ନାରେ ଯଶବନ୍ତଙ୍କ ସହ ମହିଳା ଜଣଙ୍କ ଶାରୀରିକ ସମ୍ପର୍କ ରଖିଥିଲେ। ଏଥିରେ କ୍ଷୁବ୍ଧ ହୋଇ ଓ ପରିସ୍ଥିତିର ସୁଯୋଗ ନେଇ ସେ ଉଭୟଙ୍କୁ ପଥରରେ ଆକ୍ରମଣ କରିଥିଲେ। ଏହାପରେ ସେ ଗୋଟିଏ ସ୍କ୍ରୁ ଡ୍ରାଇଭର୍‌ ଉଭୟଙ୍କ ଶରୀରରେ ବାରମ୍ବାର ଭୁସି ଚାଲିଥିଲେ।

ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଯାକ ପ୍ରାଣ ହରାଇଥିଲେ। ଗୋଟିଏ ନିଛାଟିଆ ଅଞ୍ଚଳରେ ଶବକୁ ଫୋପାଡ଼ି ବ୍ୟକ୍ତି ଜଣଙ୍କ ଫେରାର ହୋଇ ଯାଇଥିଲେ। କିନ୍ତୁ ପୁଲିସ୍‌ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story