ବାଇପୋଲାର ଡିଜଅର୍ଡର ବ୍ୟକ୍ତି ହେବେ ବିଚାରପତି

ନୂଆଦିଲ୍ଲୀ: ଦିଲ୍ଲୀର ଗୋଟିଏ ନିମ୍ନ ଅଦାଲତରେ ବିଚାରପତି ହେବେ ବାଇପୋଲାର ଡିଜଅର୍ଡର(ଏକ ପ୍ରକାରର ମାନସିକ ରୋଗ) ଥିବା ବ୍ୟକ୍ତି। ସୁପ୍ରିମକୋର୍ଟ ତାଙ୍କୁ ବିଚାରପତି ଭାବେ କାମ ଆରମ୍ଭ କରିବାକୁ ପଥ ପରିଷ୍କାର କରିଛନ୍ତି। ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ କୋଟାରେ ତାଙ୍କୁ ଏହି ଚାକିରି ମିଳିବ। ମାନସିକ ରୋଗ ପାଇଁ ତାଙ୍କୁ ଏହି ନିଯୁକ୍ତି ଅଧିକାରୀରୁ କେବେ ହେଲେ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଭାବେ ବ୍ୟକ୍ତି ଜଣଙ୍କ ଚୟନ ହୋଇଥିଲେ ମଧ୍ୟ […]

SC

SC

Hemant Lenka
  • Published: Wednesday, 15 December 2021
  • Updated: 15 December 2021, 11:32 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଗୋଟିଏ ନିମ୍ନ ଅଦାଲତରେ ବିଚାରପତି ହେବେ ବାଇପୋଲାର ଡିଜଅର୍ଡର(ଏକ ପ୍ରକାରର ମାନସିକ ରୋଗ) ଥିବା ବ୍ୟକ୍ତି। ସୁପ୍ରିମକୋର୍ଟ ତାଙ୍କୁ ବିଚାରପତି ଭାବେ କାମ ଆରମ୍ଭ କରିବାକୁ ପଥ ପରିଷ୍କାର କରିଛନ୍ତି। ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ କୋଟାରେ ତାଙ୍କୁ ଏହି ଚାକିରି ମିଳିବ। ମାନସିକ ରୋଗ ପାଇଁ ତାଙ୍କୁ ଏହି ନିଯୁକ୍ତି ଅଧିକାରୀରୁ କେବେ ହେଲେ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ବିଚାରପତି ଭାବେ ବ୍ୟକ୍ତି ଜଣଙ୍କ ଚୟନ ହୋଇଥିଲେ ମଧ୍ୟ ବାଇପୋଲାର ଡିଜଅର୍ଡର ତାଙ୍କ ରାସ୍ତାରେ ବାଧକ ସାଜିଥିଲା। ହେଲେ ସୁପ୍ରିମକୋର୍ଟ ମେଡିକାଲ ବୋର୍ଡର ରିପୋର୍ଟକୁ ଆଧାର କରି ତାଙ୍କୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ସେ ବାଇପୋଲାର ଡିଜଅର୍ଡରରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ନିଜର କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରିପାରିବେ। ସେ ଦାୟିତ୍ୱ ସମ୍ଭାଳି ପାରିବେ ନାହିଁ ବୋଲି ତାଙ୍କ ମେଡିକାଲ ପରୀକ୍ଷାରୁ କୌଣସି ସଙ୍କେତ ମିଳି ନଥିବା ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା।

ଦିଲ୍ଲୀର ନିମ୍ନ ଅଦାଲତରେ ଦିବ୍ୟାଙ୍ଗ ପାଇଁ ସଂରକ୍ଷିତ ନ୍ୟାୟିକ ଅଧିକାରୀ ପଦ ପାଇଁ ବ୍ୟକ୍ତି ଜଣଙ୍କ ୨୦୧୮ରେ ଆବେଦନ କରିଥିଲେ। ମାନସିକ ରୋଗ ବର୍ଗରେ ସେ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାଥମିକ ଅବସ୍ଥାରେ ଚୟନ ହୋଇଥିଲେ। ଏଥିସହ ତାଙ୍କୁ ୨୦୧୮ରେ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଥିଲା। ଏହା ୨୦୨୩ ଯାଏ ବୈଧ ରହିବ।

ତେବେ ସେ ନ୍ୟାୟିକ କାର୍ଯ୍ୟ କରିପାରିବେ ନାହିଁ ବୋଲି ଦାବି କରି ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାରୁ ତାଙ୍କୁ ଦିବ୍ୟାଙ୍ଗ ଭାବେ ବିବେଚନା କରାଯାଇ ପାରିବନି ବୋଲି ଆବେଦନକାରୀ କହିଥିଲେ।

ନଭେମ୍ବର ମାସରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସ୍‌କେ କୌଲ ଓ ଜଷ୍ଟିସ ଏମଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ଆବେଦନର ବିଚାର କରିବାକୁ ମେଡିକାଲ ବୋର୍ଡକୁ କହିଥିଲେ। ଏହି ବୋର୍ଡରେ ଏମ୍ସର ବରିଷ୍ଠ ମନସ୍ତତ୍ତ୍ୱବିତ୍‌ ମଧ୍ୟ ରହିଥିଲେ। ସୋମବାର ବୋର୍ଡର ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ନିଯୁକ୍ତିକୁ ଅନୁମତି ଦେଇଛନ୍ତି।

ବୋର୍ଡ ତା’ ରିପୋର୍ଟରେ କହିଛି ଯେ ବ୍ୟକ୍ତି ଜଣଙ୍କ ନିଜର ସ୍ୱାସ୍ଥ୍ୟାବସ୍ଥାକୁ ସନ୍ତୁଳନ ଭାବେ ରଖିବା ପାଇଁ ଦୀର୍ଘ ଦିନ ହେଲା ଚିକିତ୍ସା କରୁଛନ୍ତି। ସେ ନିଜର ଦାୟିତ୍ୱ ଠିକ୍‌ ଭାବେ କରିପାରିବେ ନାହିଁ ବୋଲି କୌଣସି ସଙ୍କେତ ମିଳୁନି। ଏହି ରିପୋର୍ଟ ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ବାଇପୋଲାର ଆଫେକଟିଭ ଡିସଜଅର୍ଡର ଜୀବନବ୍ୟାପୀ ଏକ ସ୍ୱାସ୍ଥ୍ୟ ସମସ୍ୟା।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ବାଇପୋଲାର ଡିଜଅର୍ଡରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ନିଯୁକ୍ତିକୁ ଅନୁମତି ଦେଇଥିଲେ। କିନ୍ତୁ ତାଙ୍କୁ କୌଣସି ପ୍ରକାରର ପିଛିଲା ଭାବେ ଦରମା ମିଳିବନି କହିଥିଲେ। ଏହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story