ଓଃ କି ଖୁସି! ଦୋକାନ ଖୋଲିବାରୁ ମଦ ବୋତଲ କିଣି ପୂଜାର୍ଚ୍ଚନା କଲେ, ଦେଖନ୍ତୁ ଭିଡିଓ

ମଦୁରାଇ: ମହାମାରୀ କରୋନା ଲକଡାଉନ ଯୋଗୁ ଦୀର୍ଘ ଦିନ ହେଲା ବନ୍ଦ ଥିବା ମଦନ ଦୋକାନକୁ ସୀମିତ ସମୟ ପାଇଁ ଖୋଲିବାକୁ ତାମିଲନାଡୁ ସରକାର ଅନୁମତି ଦେଇଛନ୍ତି। ଆଜି ମଦ ଦୋକାନ ଖୋଲିବା ପରେ ମଦୁରାଇରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଜଣେ ବ୍ୟକ୍ତି ମଦ ଦୋକାନ ଖୋଲିବାରୁ ଖୁସିରେ ଆତ୍ମବିଭୋର ହୋଇ ଉଠିଛନ୍ତି। ସେ ଦୋକାନ ଖୋଲିବା ମାତ୍ରେ ଦୀପ ଲଗାଇ ପୂଜା କରିଥିଲେ। ଏହାପରେ ମଦ ବୋତଲ କିଣି ଏହାକୁ ଜଳୁଥିବା […]

Liquor

Liquor

Hemant Lenka
  • Published: Tuesday, 15 June 2021
  • Updated: 15 June 2021, 02:32 PM IST

ମଦୁରାଇ: ମହାମାରୀ କରୋନା ଲକଡାଉନ ଯୋଗୁ ଦୀର୍ଘ ଦିନ ହେଲା ବନ୍ଦ ଥିବା ମଦନ ଦୋକାନକୁ ସୀମିତ ସମୟ ପାଇଁ ଖୋଲିବାକୁ ତାମିଲନାଡୁ ସରକାର ଅନୁମତି ଦେଇଛନ୍ତି। ଆଜି ମଦ ଦୋକାନ ଖୋଲିବା ପରେ ମଦୁରାଇରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି।

ଜଣେ ବ୍ୟକ୍ତି ମଦ ଦୋକାନ ଖୋଲିବାରୁ ଖୁସିରେ ଆତ୍ମବିଭୋର ହୋଇ ଉଠିଛନ୍ତି। ସେ ଦୋକାନ ଖୋଲିବା ମାତ୍ରେ ଦୀପ ଲଗାଇ ପୂଜା କରିଥିଲେ। ଏହାପରେ ମଦ ବୋତଲ କିଣି ଏହାକୁ ଜଳୁଥିବା ଦୀପ ପାଖରେ ରଖି ପୂଜା କରିଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତାମିଲନାଡୁ ସରକାର ଜୁଲାଇ ୨୯ ତାରିଖ ଯାଏ ଲକଡାଉନ ବୃଦ୍ଧି କରିଛନ୍ତି। ତେବେ ମଦ ସହ କିଛି ଦୋକାନକୁ ସୀମିତ ସମୟ ପାଇଁ ଖୋଲିବାକୁ ଅନୁମତି ଦିଆଯାଇଛି। ଏହିକ୍ରମରେ ଆଜି ମଦୁରାଇ ସମେତ ବିଭିନ୍ନ ସ୍ଥାନରେ ଥିବା ମଦ ଦୋକାନ ଖୋଲିଥିଲା।

ମଦୁରାଇରେ ଦୋକାନ ଖୋଲିବା ପୂର୍ବରୁ ହିଁ ଭିଡ଼ ଜମିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ଦୀପ ଲଗାଇ ପ୍ରଥମେ ପୂଜା କରିଥିଲେ। ଏହାପରେ ଶଟର ଖୋଲିବା ମାତ୍ରେ ସେ ତରବର ହୋଇ ଦୁଇଟି ମଦ ବୋତଲ କିଣିଥିଲେ।

ମଦ ବୋତଲ ଧରିବା ପରେ ସେ ଅତ୍ୟନ୍ତ ଖୁସି ହୋଇଯାଇଥିଲେ। ବୋତଲକୁ ଜଳୁଥିବା ଦୀପ ଆଗରେ ଥୋଇ ପୂଜା କରିଥିଲେ। ଏହାକୁ କିସ୍‌ ମଧ୍ୟ କରିଥିଲେ। ଶେଷରେ ସେ ଦୋକାନ ଆଗରୁ ଚାଲି ଯାଇଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story