ଅଗ୍ନିପଥ ବିରୋଧୀ ଚିଠିରେ ଦସ୍ତଖତ କଲେନି କଂଗ୍ରେସ ସାଂସଦ ମନୀଷ ତିୱାରୀ

ନୂଆଦିଲ୍ଲୀ: ସେନାରେ ଭିର୍ତ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ କଂଗ୍ରେସ ଜୋରଦାର ବିରୋଧ କରୁଥିଲେ ମଧ୍ୟ ଦଳର ସାଂସଦ ମନୀଷ ତିୱାରୀ ଏହା ବିରୋଧରେ ଆଗତ ଗୋଟିଏ ଚିଠିରେ ଦସ୍ତଖତ କରି ନାହାନ୍ତି। ଅଗ୍ନିପଥ ଯୋଜନାକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୋଟିଏ ପ୍ରତିବାଦ ଚିଠି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପାଖକୁ ପଠା ଯାଇଛି। ଏଥିରେ ବିଭିନ୍ନ ଦଳର ୬ ଜଣ ସାଂସଦ ଦସ୍ତଖତ କରିଥିଲେ ମଧ୍ୟ ଶ୍ରୀ ତିୱାରୀ ଏଥିରେ […]

manish-tiwari

manish-tiwari

Hemant Lenka
  • Published: Monday, 11 July 2022
  • Updated: 11 July 2022, 08:59 PM IST

Sports

Latest News

ନୂଆଦିଲ୍ଲୀ: ସେନାରେ ଭିର୍ତ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ କଂଗ୍ରେସ ଜୋରଦାର ବିରୋଧ କରୁଥିଲେ ମଧ୍ୟ ଦଳର ସାଂସଦ ମନୀଷ ତିୱାରୀ ଏହା ବିରୋଧରେ ଆଗତ ଗୋଟିଏ ଚିଠିରେ ଦସ୍ତଖତ କରି ନାହାନ୍ତି। ଅଗ୍ନିପଥ ଯୋଜନାକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୋଟିଏ ପ୍ରତିବାଦ ଚିଠି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପାଖକୁ ପଠା ଯାଇଛି। ଏଥିରେ ବିଭିନ୍ନ ଦଳର ୬ ଜଣ ସାଂସଦ ଦସ୍ତଖତ କରିଥିଲେ ମଧ୍ୟ ଶ୍ରୀ ତିୱାରୀ ଏଥିରେ ସହମତ ହୋଇ ନାହାନ୍ତି।

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ସଂସଦୀୟ ପରାମର୍ଶଦାତା କମିଟିର ସଦସ୍ୟମାନଙ୍କୁ ସେନାରେ ନିଯୁକ୍ତି ପାଇଁ ଆସିଥିବା 'ଅଗ୍ନିପଥ ଯୋଜନା' ବିଷୟରେ ବିସ୍ତୃତ ତଥ୍ୟ ଦେଇଥିଲେ। ଏହି ସମୟରେ ବିରୋଧୀ ଦଳର କିଛି ସାଂସଦ ଏହି ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କହିଥିଲେ।

ଏହାପରେ ସଂସଦୀୟ କମିଟିରେ ଥିବା ବିରୋଧୀ ଦଳର ୬ ଜଣ ସାଂସଦ ବିଭିନ୍ନ ଦାବି ସମ୍ବଳିତ ଗୋଟିଏ ଚିଠି ପ୍ରସ୍ତୁତ କରି ଏଥିରେ ଦସ୍ତଖତ କରିଥିଲେ। ଏହି ସାଂସଦଙ୍କ ମଧ୍ୟରେ କଂଗ୍ରେସର ଶକ୍ତିସିଂହ ଗୋହିଲ, ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ, ସୌଗତ ରୟ, ଏନସିପିର ସୁପ୍ରିୟା ସୁଲେ ଓ ଆରଜେଡିର ଏଡି ସିଂହ ରହିଛନ୍ତି। ସେମାନେ ସମସ୍ତେ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ସହ ପ୍ରତିରକ୍ଷା କ୍ଷେତ୍ର ପାଇଁ ଗଠିତ ଷ୍ଟାଣ୍ଡିଂ କମିଟିର ସହ ଆଲୋଚନା କରିବାକୁ ଚିଠିରେ ଦାବି କରିଛନ୍ତି। ହେଲେ ତିୱାରୀଙ୍କ ଏଥିରେ ଦସ୍ତଖତ ନ କରିବା କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ସୋମବାର ରାଜନାଥ ସିଂହ ପ୍ରତିରକ୍ଷା କମିଟିରେ ଥିବା ୨୦ ଜଣ ସାଂସଦଙ୍କୁ ଅଗ୍ନିପଥ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି। ଏହି କମିଟିରେ ଲୋକସଭାରୁ ୧୩ ଜଣ ଓ ରାଜ୍ୟସଭାରୁ ୭ ଜଣ ସଦସ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରେ ଥିବା କଂଗ୍ରେସ ସାଂସଦ ତିୱାରୀ ବିରୋଧୀଙ୍କ ଚିଠିରେ ଦସ୍ତଖତ କରି ନାହାନ୍ତି। ଏହାପୂର୍ବରୁ ମଧ୍ୟ ମନୀଷ ତିୱାରୀ ଅଗ୍ନିପଥ ଯୋଜନାକୁ ପ୍ରଶଂସା କରିବା ସହ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story