କରୋନାକୁ ମାତ୍ ଦେଇ ଘରକୁ ଫେରିଲେ ମନମୋହନ ସିଂହ

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବେ ସୁସ୍ଥ ହୋଇଯାଇଛନ୍ତି। ତାଙ୍କ ଦୁଇଟି ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବାରୁ ଆଜି ତାଙ୍କୁ ଏମ୍ସ କର୍ତ୍ତୃପକ୍ଷ ହସ୍ପିଟାଲରୁ ଡିସଚାର୍ଜ କରିଛନ୍ତି। ସେ ସଂପୂର୍ଣ୍ଣ ଭାବେ କରୋନାକୁ ମାତ୍‌ ଦେଇଥିବାରୁ ହସ୍ପିଟାଲ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ସେ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ହେଁ ତାଙ୍କୁ କିଛିଦିନ ହୋମ ଆଇସୋଲେସନରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଏପ୍ରିଲ ୧୯ରେ ୮୮ ବର୍ଷୀୟ ଶ୍ରୀ […]

Manmohan-Singh

Manmohan-Singh

Hemant Lenka
  • Published: Thursday, 29 April 2021
  • Updated: 29 April 2021, 03:38 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବେ ସୁସ୍ଥ ହୋଇଯାଇଛନ୍ତି। ତାଙ୍କ ଦୁଇଟି ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବାରୁ ଆଜି ତାଙ୍କୁ ଏମ୍ସ କର୍ତ୍ତୃପକ୍ଷ ହସ୍ପିଟାଲରୁ ଡିସଚାର୍ଜ କରିଛନ୍ତି। ସେ ସଂପୂର୍ଣ୍ଣ ଭାବେ କରୋନାକୁ ମାତ୍‌ ଦେଇଥିବାରୁ ହସ୍ପିଟାଲ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ସେ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ହେଁ ତାଙ୍କୁ କିଛିଦିନ ହୋମ ଆଇସୋଲେସନରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।

ଏପ୍ରିଲ ୧୯ରେ ୮୮ ବର୍ଷୀୟ ଶ୍ରୀ ସିଂହଙ୍କୁ ଏମ୍ସର ଟ୍ରମା ସେଣ୍ଟର୍‌ରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୪ରେ ଶ୍ରୀ ସିଂହ କୋଭାକ୍ସିନ କରୋନା ଟିକାର ପ୍ରଥମ ଡୋଜ୍ ଓ ଏପ୍ରିଲ ୩ରେ ଦ୍ୱିତୀୟ ଡୋଜ୍ ନେଇଥିଲେ। ତଥାପି ସେ ଏପ୍ରିଲ ୧୯ରେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ସେହିପରି ସବୁ ଦଳର ନେତା ଶ୍ରୀ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story