କେଜ୍ରିୱାଲଙ୍କ ପରେ ସାଂସଦ ମନୋଜ ତିୱାରୀ କରୋନାରେ ଆକ୍ରାନ୍ତ ହେଲେ

ନୂଆଦିଲ୍ଲୀ: ଜଣଙ୍କ ପରେ ଜଣେ ରାଜନେତା କରୋନା ପଞ୍ଝାରେ ପଡ଼ିବାରେ ଲାଗିଛନ୍ତି। ଆଜି ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ବିଜେପି ସାଂସଦ ମନୋଜ ତିୱାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବା ପୂର୍ବରୁ ହିଁ ସେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଉତ୍ତରାଖଣ୍ଡକୁ ପ୍ରଚାର ପାଇଁ ଯାଇ ନଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ କରି ଆଜି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, […]

manoj-tiwari

manoj-tiwari

Hemant Lenka
  • Published: Tuesday, 04 January 2022
  • Updated: 04 January 2022, 11:25 AM IST

Sports

Latest News

ନୂଆଦିଲ୍ଲୀ: ଜଣଙ୍କ ପରେ ଜଣେ ରାଜନେତା କରୋନା ପଞ୍ଝାରେ ପଡ଼ିବାରେ ଲାଗିଛନ୍ତି। ଆଜି ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ବିଜେପି ସାଂସଦ ମନୋଜ ତିୱାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବା ପୂର୍ବରୁ ହିଁ ସେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଉତ୍ତରାଖଣ୍ଡକୁ ପ୍ରଚାର ପାଇଁ ଯାଇ ନଥିଲେ।

ସେ କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ କରି ଆଜି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଜାନୁଆରୀ ୨ ତାରିଖରୁ ଅସୁସ୍ଥ ଅନୁଭବ କରୁଥିଲି। ହାଲୁକା ଥଣ୍ଡା ଓ ଜ୍ୱର ଯୋଗୁ ଗତକାଲି ଉତ୍ତରାଖଣ୍ଡର ରୁଦ୍ରପୁରରେ ପ୍ରଚାର କରିବାକୁ ଯାଇ ପାରି ନଥିଲି। ଏବେ କରୋନା ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ ଆସିଛି। ସତର୍କତା ସ୍ୱରୂପ କାଲିଠାରୁ ହିଁ ମୁଁ ନିଜକୁ ଆସୋଲେସନରେ ରଖିଥିଲି। ଦୟା କରି ଆପଣମାନେ ନିଜର ଓ ନିଜ ପରିବାରର ଧ୍ୟାନ ରଖନ୍ତୁ।”

ଅନ୍ୟପକ୍ଷରେ ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ଆରମ୍ଭ କରିଛି। ଦୈନିକ ସଂକ୍ରମଣ ସାଙ୍ଗକୁ ପଜିଟିଭିଟି ରେଟ ମଧ୍ୟ ବଢ଼ୁଛି। ଏହି କାରଣରୁ ଆଜି ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ କମିଟି ଜରୁରିକାଳୀନ ବୈଠକ ଡାକିଛି।

ବର୍ତ୍ତମାନ ଦିଲ୍ଲୀରେ ପିଜିଟିଭିଟି ରେଟ୍ ୬.୫% ରହିଛି। ଯଦି ୨ ଦିନ ଧରି ପଜିଟିଭିଟି ରେଟ୍ ୫% ଉପରେ ରହିବ, ତା’ହେଲେ ଦିଲ୍ଲୀରେ ରେଡ୍ ଆଲର୍ଟ ଜାରି ହେବ। ଏହାର ଅର୍ଥ ସମସ୍ତ ପ୍ରକାରର କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story